ଶ୍ରାବଣ ମାସରେ ଏହି 5 ମହିଳା ଭୁଲରେ ବି ରଖନ୍ତୁ ନାହିଁ ବ୍ରତ, ମହାଦେବ ହୁଅନ୍ତି କ୍ରୋଧିତ

ନମସ୍କାର ବନ୍ଧୁଗଣ ଧାର୍ମିକ ମାନ୍ୟତା ଅନୁସାରେ ଶ୍ରାବଣ ମାସ ଭଗବାନ ଶିବ ଙ୍କ ର ଅଧିକ ପ୍ରିୟ ମାସ ଅଟେ । ସେଥିପାଇଁ ଶ୍ରାବଣ ର ସମ୍ପୂର୍ଣ୍ଣ ମାସ ଯାକ ମହାଦେବ ଙ୍କ ବିଶେଷ ପୂଜାର୍ଚ୍ଚନା କରା ଯାଇଥାଏ ।

ଶ୍ରାବଣ ମାସ କୁ ପ୍ରେମ ର ମାସ ବୋଲି ମଧ୍ୟ କୁହାଯାଏ । ଏହି ମାସ ରେ ଭକ୍ତ ମାନେ ଶ୍ରାବଣ ସୋମବାର ର ଵ୍ରତ ରଖିଥାନ୍ତି । କୁହାଯାଏ କି ଏହି ବ୍ରତ କରିବା ଦ୍ୱାରା ଭଗବାନ ଶିବ ସେହି ଭକ୍ତ ଉପରେ ବହୁତ ପ୍ରସନ୍ନ ହୋଇ ଯାଆନ୍ତି ଏବଂ ନିଜ ଭକ୍ତ ଙ୍କ ସବୁ ମନୋକାମନା କୁ ସେ ପୂର୍ଣ୍ଣ କରି ସୁଖୀ ଜୀଵନ ର ଆଶୀର୍ବାଦ କରିଥାନ୍ତି । ଶ୍ରାବଣ ମାସ ରେ ଭକ୍ତ ଗଙ୍ଗା ନଦୀ କିମ୍ବା ଅନ୍ୟ ପବିତ୍ର ନଦୀରୁ ଜଳ ଆଣିଥାନ୍ତି ଏବଂ ଭଗବାନ ଶିବ ଙ୍କ ଜଳ ଅଭିଷେକ କରିଥାନ୍ତି ।

ଏହା ଦ୍ୱାରା ମହାଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଏପରି ପାଞ୍ଚ ମହିଳା ମାନେ ଅଛନ୍ତି ଯେଉଁମାନେ ଏହି ଶ୍ରାବଣ ମାସରେ ବ୍ରତ ରଖି ପାରିବେ ନାହିଁ । ତେବେ ଆସନ୍ତୁ ଜାଣିନେବା ସେହି ପାଞ୍ଚ ଜଣ ମହିଳା କିଏ କିଏ ।

୧- ପ୍ରଥମ ରେ ହେଉଛି ଏହି ମାସ ରେ ସ୍ଵାମୀ ସ୍ତ୍ରୀ ଙ୍କ ପାଇଁ ଏହି ମାସ ରେ ବ୍ରତ ରଖିବା ସବୁଠାରୁ ଖାସ ହୋଇଥାଏ ଏବଂ ମହତ୍ତ୍ୱପୂର୍ଣ ମଧ୍ୟ ହୋଇଥାଏ । ଏହି ବ୍ରତ କୁ ସମ୍ପୂର୍ଣ୍ଣ ରୂପରେ କରିବା ଦ୍ୱାରା ବୈବାହିକ ଜୀଵନ ସୁଖମୟ ରହିଥାଏ ତେବେ ଯଦି ଆପଣ ହିନ୍ଦୁ ନୀତି ନିୟମ ଅନୁସାରେ ବିବାହ କରି ନାହାନ୍ତି ତେବେ ଆପଣ ଏହି ବ୍ରତ କରି ପାରିବେ ନାହିଁ । ବିନା ବିବାହ ରେ କୌଣସି ବି ପ୍ରେମୀ ଯୋଡ଼ା ଏହି ବ୍ରତ କୁ ରଖି ପାରିବେ ନାହିଁ ।

୨- ଦ୍ଵିତୀୟ ରେ ହେଉଛି ଯଦି ଆପଣ ଙ୍କ ମନରେ କୁଭାଵ କିମ୍ବା କୌଣସି ବ୍ୟକ୍ତି ପାଇଁ ଘୃଣା ଭାବ ରହିଥାଏ ତେବେ ଆପଣ ମଧ୍ୟ ଏହି ବ୍ରତ ରୁ ଦୁରେଇ ରୁହନ୍ତୁ ଆପଣଙ୍କ ବ୍ରତ କିମ୍ବା ପାର୍ଥନା କୁ ମହାଦେବ କେବେବି ସ୍ୱୀକାର କରନ୍ତି ନାହିଁ । ଶୁଦ୍ଧ ମନ ଭାବରେ ହିଁ ଏହି ପୂଜା କରାଯାଇଥାଏ ।

୩- ତୃତୀୟ ରେ ହେଉଛି ଯେଉଁ ମାନେ ଛାଡପତ୍ର ନେଇଥାନ୍ତି ସେମାନେ ମଧ୍ୟ ଏହି ବ୍ରତ କୁ କରି ପାରିବେ ନାହିଁ । କାରଣ ଏହି ମାସ କୁ ପ୍ରେମ ର ମାସ କୁହାଯାଏ ତେଣୁ ଯେଉଁଠି ପ୍ରେମ ଭାବ ନଥାଏ ସେମାନେ ଏହି ବ୍ରତ କରିବା ଉଚିତ ନୁହେଁ ଏବଂ ମହାଦେବ ମଧ୍ୟ ସେମାନଙ୍କ ପାର୍ଥନା କୁ ଗ୍ରହଣ କରନ୍ତି ନାହିଁ ।

୪- ଚତୁର୍ଥ ରେ ହେଉଛି ଜଣେ ବୈଶ୍ୟ ର ପୂଜା କୁ ମଧ୍ୟ ଭଗବାନ କେବେ ସ୍ୱୀକାର କରନ୍ତି ନାହିଁ ଏହା ଆଚାର୍ଯ୍ୟ ଚାଣକ୍ୟ ଙ୍କ ମତ । ଶ୍ରାବଣ ମାସ ର ପବିତ୍ର ମାସ ରେ ଯଦି ଏମାନେ ବ୍ରତ ରଖିଥାନ୍ତି ତେବେ ତାକୁ ପାପ କୁହାଯାଏ ତେଣୁ ସେହି ମହିଳା ମାନେ ଏହି ବ୍ରତ ରୁ ଦୁରେଇ ରୁହନ୍ତୁ ।

୫-ପଞ୍ଚମ ରେ ହେଉଛି ଶାସ୍ତ୍ର ଅନୁସାରେ କୁମାରୀ ଝିଅ କୁ କେବେବି ଶିବ ଲିଙ୍ଗ କୁ ସ୍ପର୍ଶ କରିବା ଉଚିତ ନୁହେଁ ଏହାକୁ ପାପ ବୋଲି କୁହାଯାଏ । ସେହି ପରି ଯେଉଁ ବ୍ୟକ୍ତି ମାନେ ନାରୀ ଙ୍କ ପ୍ରତି ଖରାପ ଭାବ ଏବଂ ଅଭଦ୍ର ଭାଷା ର ପ୍ରୟୋଗ କରିଥାନ୍ତି ସେମାନଙ୍କ ପାର୍ଥନା ମଧ୍ୟ ମହାଦେବ ସ୍ୱୀକାର କରନ୍ତି ନାହିଁ ଏବଂ ନର୍କ ରେ ମଧ୍ୟ ସ୍ଥାନ ଦିଅନ୍ତି ନାହିଁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *