ଦେଖନ୍ତୁ Video: ଭାଇରାଲ ହେଲା ଫେମସ ଓଡିଆ ସିଙ୍ଗର Namita Agrawal ଓ ଦୁଇ ପୁଅଙ୍କ ଡ୍ୟାନ୍ସ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲଙ୍କୁ ନିଶ୍ଚୟ ଜାଣିଥିବେ । ନମୀତା ଅଗ୍ରୱାଲ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଅନେକ ଓଡିଆ ଭଜନ ଗଇଛନ୍ତି । ସେ ତାଙ୍କ କଣ୍ଠ ଓ ନିଜ ସ୍ଵର ପାଇଁ ଅନେକ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ସେ ଅନେକ ଭଜନ ଓ ଓଡିଆ ଆଲବମରେ ଗୀତ ଗାଇ ପ୍ରସିଦ୍ଧି ହାସଲ କରିଛନ୍ତି । ନମୀତା ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ବଡ ସୁନାମ ଅର୍ଜନ କରିଛନ୍ତି । ନମୀତା ନିଜ ଗୀତ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ନମୀତାଙ୍କ ଗୀତ ଶୁଣିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।

ବନ୍ଧୁଗଣ ଆପଣ ମାନେ ସମସ୍ତେ କଣ ନମୀତା ଅଗ୍ରୱାଲଙ୍କ ଦୁଇ ପୁଅଙ୍କ ବିଷୟରେ ଜାଣିଛନ୍ତି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ନମୀତାଙ୍କ ସହ ତାଙ୍କର ଦୁଇ ପୁଅ ନଜର ଆସୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଓଡିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ନମୀତା କଟକର ତୁଳସୀପୁରରେ ୧୯୬୯ ମସିହା ଜାନୁୟାରୀ ୧ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ନମୀତା ୧୯୯୨ ମସିହାରେ ଓଡିଆ ଲୋକପ୍ରିୟ ଭଜନ ‘ଅଝଟିଆ କାଳିଆ’ରୁ ତାଙ୍କ କାରିୟରର ଆରମ୍ଭ କରିଥିଲେ । ଏହି ଗୀତ ପରେ ନମୀତା ଗୋଟେ ପରେ ଗୋଟେ ସୁପର ହିଟ ଗୀତ ଗାଇ ସଫଳତା ହାସଲ କରିଛନ୍ତି ।

ବନ୍ଧୁଗଣ କଣ୍ଠଶିଳ୍ପୀ ନମୀତା ଅଗ୍ରୱାଲ ୧୯୯୨ ମସିହାରେ ମ୍ୟୁଜିକ କମ୍ପାନୀ ଫାଉଣ୍ଡର ସୀତାରାମ ଅଗ୍ରୱାଲଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ହିନ ନମୀତା ନିଜ କାରିୟରର ଆରମ୍ଭ କରିଥିଲେ । ବିବାହର ଏକ ବର୍ଷ ପରେ ନମୀତା ଦୁଇଟି ଯାଁଳା ଛୁଆକୁ ଜନ୍ମ ଦେଇଥିଲେ । ତାଙ୍କର ଦୁଇ ପୁଅଙ୍କ ନାମ ହେଉଛି ସିଦ୍ଧାର୍ଥ ଓ ସାର୍ଥକ ।

ସିଦ୍ଧାର୍ଥଙ୍କୁ ବର୍ତ୍ତମାନ ସିଦ୍ଧାର୍ଥ ଓ ସାର୍ଥକଙ୍କ ବୟସ ୨୭ ବର୍ଷ ହୋଇସାରିଛି । ବର୍ତ୍ତମାନ ଏହି ଦୁଇଜଣ ନିଜ ପାଠ ପଢା ଶେଷ କରି ନିଜ କମ୍ପାନୀରେ କାମ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ସିଦ୍ଧାର୍ଥ ଓ ସାର୍ଥକ ନିଜ ମାଙ୍କ ସହ ନଜର ଆସୁଛନ୍ତି ।

ଦୁଇଜଣ ନିଜ ମାଙ୍କୁ ସ୍ନେହ କରୁଥିବା ନଜର ଆସୁଛନ୍ତି ଓ ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ସିଦ୍ଧାର୍ଥ ଓ ସାର୍ଥକଙ୍କ ବିବାହ ହୋଇନାହିଁ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ନମୀତାଙ୍କ କଣ୍ଠ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *