ମୃତ୍ୟୁ ପୂର୍ବରୁ Soumya ଙ୍କୁ ବିଦ୍ୟା ଭାରତୀ ଏବଂ DFO ଦେଇଥିଲେ ହତ୍ୟା ଧମକ, ଦେଖନ୍ତୁ କଣ କହୁଛନ୍ତି ସୌମ୍ଯଙ୍କ ବାପା, ଶୁଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ବିଦ୍ୟାଭାରତୀ ଏବଂ ଡିଏଫଓ ସୌମ୍ୟ ଙ୍କୁ ହ-ତ୍ୟା ଧମକ ଦେଇଥିଲେ । ମୃତ୍ୟୁ ପୂର୍ବରୁ ମିଳିଥିଲା ସୌମ୍ୟ ଙ୍କୁ ଧମକ । ପିସିସିଏଫ ଙ୍କୁ ସୌମ୍ୟ ଙ୍କ ବାପା ଲେଖିଥିବା ଚିଠି ରେ ସାଙ୍ଘାତିକ ଅଭିଯୋଗ ।

ଏହା କଣ ଡିଏଫଓ ଙ୍କୁ ଫସେଇବା ପାଇଁ ଷଡ଼ଯନ୍ତ୍ର । କାହିଁକି ଡିଏଫଓ ଙ୍କୁ ଅନ୍ୟଆଡେ ଟ୍ରାନ୍ସଫର କଲେ ନାହିଁ ପିସିସିଏଫ । ସୌମ୍ୟ ଙ୍କ ବାପା ଅଭିରାମ ମହାପାତ୍ର ୧୯ତାରିଖ ଦିନ ଅଭିଯୋଗ କରିଛନ୍ତି ଏବଂ ସେଥିରେ ଲେଖିଛନ୍ତି କି ବିଦ୍ୟା ଭାରତୀ ଏବଂ ଡିଏଫଓ ଏବଂ ରୋଷେୟା ସୌମ୍ୟ ଙ୍କୁ ହ-ତ୍ୟା ଧମକ ଦେଇଛନ୍ତି ଏବଂ ଏହି କଥା ସୌମ୍ୟ ତାଙ୍କୁ ଜଣାଇ ଥିଲେ ବୋଲି ଅଭିରାମ ଉଲ୍ଲେଖ କରିଛନ୍ତି ।

ଖାଲି ସେତିକି ନୁହେଁ ସେ ଏହା ମଧ୍ୟ ଅଭିଯୋଗ କରିଛନ୍ତି କି ବିଦ୍ୟା ଭାରତୀ ଏବଂ ଡିଏଫଓ ସଂଗ୍ରାମ ଙ୍କ ଭିତରେ ଅନୈତିକ ସଂପର୍କ ରହିଛି । କାରଣ ଏହା ମଧ୍ୟ ତାଙ୍କୁ ସୌମ୍ୟ ଜଣାଇ ଥିଲେ । ଏହା ଛଡା ସେ ଏହା ମଧ୍ୟ କହିଛନ୍ତି କି ଡିଏଫଓ ସଂଗ୍ରାମ ବିଦ୍ୟା ଙ୍କ ସହ ସମ୍ପର୍କ ବଢ଼ାଇବା ପାଇଁ ସୌମ୍ୟ ଙ୍କୁ ରାତି ଡିୟୁଟି ପକାଉଥିଲେ । ବିଦ୍ୟା ଭାରତୀ ଡିଏଫଓ ସଂଗ୍ରାମ ଙ୍କ ସହିତ ସମ୍ପର୍କ ଅଛି ଜାଣିବା ପରେ ସୌମ୍ୟ ଭାଙ୍ଗି ପଡ଼ିଥିଲେ । ବୋଲି ମଧ୍ୟ ସେ ସେହି ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି ।

ତେବେ ସୌମ୍ୟ ଙ୍କ ବାପା ଙ୍କ ଅନୁସାରେ ସୌମ୍ୟ ଙ୍କୁ ବହୁତ ହଇରାଣ କରୁଥିଲେ ଏବଂ ସୌମ୍ୟ ଟ୍ରାନ୍ସଫର ପାଇଁ ମଧ୍ୟ ଚାହୁଁଥିଲେ ଏହା ଛଡା ଗୋଟିଏ ଘରେ ସ୍ଵ ସ୍ତ୍ରୀ ରହୁଥିଲେ ସ୍ୱାମୀ ପୋଡି ମରିଗଲା କିନ୍ତୁ ସ୍ତ୍ରୀ ର କିଛି ବି ହେଲା ନାହିଁ ଏହା କିପରି ସମ୍ଭବ । ଏହା ଛଡା ସେ ନିଜ ଅଭିଯୋଗରେ ନିରପେକ୍ଷ ଭାବେ ତଦନ୍ତ କରାଯାଉ ବୋଲି କହିଛନ୍ତି ।

ଯେହେତୁ ଡିଏଫଓ ଙ୍କ ନାମ ରେ ଅଭିଯୋଗ ରହିଛି ଏବଂ ସେ ଗଜପତି ର ଦାୟିତ୍ୱ ରେ ରହିଥିଲେ ତଦନ୍ତ କୁ ପ୍ରଭାବିତ କରିବ ବୋଲି ଆଶଙ୍କା କରୁଛନ୍ତି ସୌମ୍ୟ ଙ୍କ ବାପା ଅଭିରାମ ମହାପାତ୍ର । ସଂଗ୍ରାମ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ତେଣୁ ଅନ୍ୟ କର୍ମଚାରୀ ମାନେ ତାଙ୍କ ନାମ ରେ ବୟାନ ଦେବା ପାଇଁ ଡରିବେ । ସେଥିପାଇଁ ଡିଏଫଓ ଙ୍କୁ ତୁରନ୍ତ ବଦଳି କରିବା ପାଇଁ ଅନୁରୋଧ କରିଛନ୍ତି ଅଭିରାମ ମହାପାତ୍ର ।

ତେବେ ଏସପି ମହୋଦୟ କହିଛନ୍ତି କି ପାଖ ପଡିଶା ଲୋକ ଡିଏଫଓ ଙ୍କୁ ସୌମ୍ୟ ଙ୍କ ଘରକୁ ଯିବା ବେଳେ କେବେ ଦେଖି ନାହାନ୍ତି । ତେବେ ଯେପର୍ଯ୍ୟନ୍ତ ଡିଏଫଓ ସେଠାରେ ଅଧିକାର ରେ ଅଛନ୍ତି ସେଠାକାର ଲୋକ ମାନେ ଅର୍ଥାତ କର୍ମଚାରୀ ମାନେ କେବେବି ତାଙ୍କ ନାମ ରେ କିଛି ବି କହିବେ ନାହିଁ ଏବଂ ପୋଲିସ ସେମାନଂକୁ ପଚାରିବା ଅତ୍ୟନ୍ତ ମୂର୍ଖାମୀ କାମ ଅଟେ ।

ତେଣୁ ଡିଏଫଓ ଙ୍କ ତୁରନ୍ତ ବଦଳି ସହ ପୋଲିସ ନିଜର କାମ ଠିକ ଭାବରେ କରୁ ଏବଂ ସୌମ୍ୟ ଙ୍କୁ ଶୀଘ୍ର ନ୍ୟାୟ ମିଳୁ ବୋଲି ସୌମ୍ୟ ଙ୍କ ବାପା ଅଭିରାମ ମହାପାତ୍ର ଅନୁରୋଧ କରିଛନ୍ତି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *