Soumyaranjan ମୃତ୍ୟୁ ମାମଲାରେ CBI ର ବଡ ଖୁଲାସା: ସେଇ ଘରେ ଜଳିଥିଲେ ACF ସୌମ୍ୟ, ପାଖରେ ଥାଇ ନିଆଁ ନଲିଭାଇ ଚୁପ ଚାପ ସବୁ ଦେଖୁଥିଲେ ବିଦ୍ୟା !

ବନ୍ଧୁଗଣ ଏସିଏଫ ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ମାମଲାକୁ ବହୁତ ଦିନ ହୋଗଲାଣି ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ସୋମ୍ୟଙ୍କ ପରିବାରକୁ ନ୍ୟାୟ ମିଳିପାରି ନାହିଁ । ସୋମ୍ୟ ରଞ୍ଜନଙ୍କ ମୃ-ତ୍ୟୁ ପଛରେ ରହିଛି ତାଙ୍କ ସ୍ତ୍ରୀ ବିଦ୍ୟା ଭାରତୀଙ୍କ ଅବହେଳା । କାରଣ ନିଜ ସ୍ଵାମୀ ପୋ-ଡି-ବା ସମୟରେ ମଧ୍ୟ ବିଦ୍ୟା କୌଣସି ପ୍ରକାରର ସାହାର୍ଯ୍ୟ କରି ନଥିଲେ କି ନି-ଆଁ ଲି-ଭା-ଇ ନଥିଲେ ।

ଅନ୍ୟ ପଟରେ ମି-ଛ ପରେ ମି-ଛ କହି ଚାଲିଥିଲେ ବିଦ୍ୟା ଭାରତୀ ଯେ ସେ ତାଙ୍କ ସ୍ଵାମୀଙ୍କ ଉପରକୁ ପାଣି ପକାଇ ନି-ଆଁ ଲି-ଭା-ଇ-ବା ପାଇଁ ଚେଷ୍ଟା କରିଥିଲେ । ବିଦ୍ୟାଙ୍କ ବି-ରୋ-ଧ-ରେ ଲାଗିବ ମାମଲା ୨୮୫ ଓ ୩୦୪ । କ୍ରାଇମ ବ୍ରା-ଞ୍ଚ ଏଡିଜି ସଞ୍ଜିପ ପଣ୍ଡାଙ୍କ ମତରେ, ସୋମ୍ୟଙ୍କ ମୃ-ତ୍ୟୁ ହ-ତ୍ୟା ନୁହେଁ କି ଆ-ତ୍ମ-ହ-ତ୍ୟା ବି ନୁହେଁ । ସୋମ୍ୟଙ୍କ ମୃ-ତ୍ୟୁ ସହ କାହାରି ବୋ ସମ୍ବନ୍ଧ ନାହିଁ । ତେଣୁ ଏହାକୁ ହ-ତ୍ୟା କୁହାଯାଇ ପାଇବ ନାହିଁ ।

ସୋମ୍ୟ ନିଜେ ଆ-ତ୍ମ-ହ-ତ୍ୟା ବି କରି ନାହାନ୍ତି । ସେ କାଗଜରେ କିରୋସିନ ଲ-ଗା-ଇ ନି-ଆଁ ଲ-ଗା-ଇ-ବା ସମୟରେ ତାଙ୍କ ଦେହରେ ନି-ଆଁ ଲା-ଗି ଯାଇଥିଲା ଯାହା ଫଳରେ ସେ ମୃ-ତ୍ୟୁ ବରଣ କରିଲେ । ହେଲେ ବନ୍ଧୁଗଣ ଦୁଃଖର କଥା ଏହା ହେଉଛି ଯେ, ସେହି ସ୍ଥାନରେ ଥିବା ପତ୍ନୀ ବିଦ୍ୟା ଭାରତୀ ସୋମ୍ୟଙ୍କୁ କୌଣସି ପ୍ରକାରର ସହାୟତା କରିନଥିଲେ । ତେଣୁ ପ୍ରତ୍ୟକ୍ଷ ଭାବରେ ବିଦ୍ୟା ସୋମ୍ୟଙ୍କୁ ମା-ରି ନ-ଥି-ଲେ ବି ପ-ରୋ-କ୍ଷ ଭାବେ ସେ ସୋମ୍ୟଙ୍କୁ ମା-ରି-ଛ-ନ୍ତି ।

କାରଣ ଯେତେବେଳେ ତାଙ୍କ ସ୍ଵାମୀଙ୍କ ଦେହରେ ନି-ଆଁ ଲା-ଗି-ଥି-ଲା ସେତେବେଳେ ସେ କେବଳ ସେହି ଦୃଶ୍ୟକୁ ଦେଖୁଥିଲେ । ବିଦ୍ୟା ନା କୌଣସି ଲୋକଙ୍କୁ ଡାକିବା ପାଇଁ ଚେଷ୍ଟା କରିଥିଲେ ନା ନିଜେ ନି-ଆଁ ଲି-ଭେ-ଇ-ବା ପାଇଁ ଚେଷ୍ଟା କରିଲେ । ସେ ସୋମ୍ୟଙ୍କୁ ମ-ରି-ବା-କୁ ଦେଲେ । ସୋମ୍ୟଙ୍କୁ ନ-ବ-ଞ୍ଚା-ଇ-ବା-ର ମୁଖ୍ୟ କାରଣ ହେଉଛି ବିଦ୍ୟା ନିଜ ସ୍ଵାମୀ ସୋମ୍ୟଙ୍କୁ ବହୁତ ଅଧିକ ଘୃ-ଣା କରୁଥିଲେ ।

ମିଳିଥିବା ସମସ୍ତ ପ୍ରମାଣ ମଧ୍ୟରୁ ବିଦ୍ୟାଙ୍କ ହାତ ଲେଖା ଚିଠିରେ ଜଣା ପଡିଯାଇଥିଲା ଯେ, ବିଦ୍ୟା ନିଜ ସ୍ଵାମୀଙ୍କୁ କେତେ ଘୃ-ଣା କରୁଥିଲେ । ଘୃ-ଣା କରିବା ହେତୁ ସେ ସୋମ୍ୟଙ୍କୁ ଜାଣିଶୁଣି ବଞ୍ଚାଇଲେ ନାହିଁ । ହେଲେ ଗଣମାଧ୍ୟମ ସମ୍ମୁଖରେ ଛିଡା ହୋଇ ଅନେକ ମି-ଛ କଥା କହିଛନ୍ତି ବିଦ୍ୟା । ତା ହେଲେ ବନ୍ଧୁଗଣ ଏହି ଖବର ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *