କ୍ରାଇମବ୍ରାଞ୍ଚ ସାଜିଛି କୋଇଲି ବର, ନେଲେ ପାଣ୍ଡିଆନଙ୍କ ନାମ, ମିଡିଆ ଆଗରେ ଧମକ ଦେଲେ ସୌମ୍ୟଙ୍କ ମାମୁଁ…ସେ କଣ କହିଲେ ? ଦେଖନ୍ତୁ ଏହି Video

ନମସ୍କାର ବନ୍ଧୁଗଣ ତେବେ ଏକ ମାସରୁ ଅଧିକ ଦିନ ହୋଇଗଲାଣି କିନ୍ତୁ ତଥାପି ଏପର୍ଯ୍ୟନ୍ତ ଏସିଏଫଓ ସୌମ୍ୟ ରଞ୍ଜନ ମହାପାତ୍ର ଙ୍କ ମୃତ୍ୟୁ ର ରହସ୍ୟ କୁ ପୋଲିସ ଜାଣି ପାରୁ ନାହିଁ । ତେବେ ଏତେ ଦିନ ପୋଲିସ କଣ ତ-ଦ-ନ୍ତ କରୁଛି ତାହା କେହି ଜାଣି ନାହାଁନ୍ତି ଏହା ଛଡା ପୋଲିସ ସ-ନ୍ଦେ-ହ ରେ ଥିବା ଅ-ପ-ରା-ଧୀ ମାନଂକୁ ସଠିକ ଭାବରେ ଜେ-ରା କଣ ପାଇଁ କରୁ ନାହିଁ ବୋଲି ମଧ୍ୟ ବଡ଼ ପ୍ରଶ୍ନ ରହିଛି । ତେବେ ଏସିଏଫଓ ସୌମ୍ୟ ରଞ୍ଜନ ନିଜ କ୍ବାଟର ରେ ନି-ଆଁ ଲାଗି ଯିବାରୁ ପୋ-ଡି ହୋଇ ମୃ-ତ୍ୟୁ ବରଣ କରିଥିଲେ ।

ତେବେ ଏହି ନିଆକୁ କିଏ ଲଗେଇଥିଲା କିମ୍ବା ଏହା କିପରି ଲାଗିଥିଲା ତାହା ମଧ୍ୟ ଏପର୍ଯ୍ୟନ୍ତ ପୋଲିସ ଜାଣି ପାରି ନାହିଁ କିମ୍ବା ଜାଣିକି ବି ଅଜଣା ହେଉଛି । ତେବେ ଏଭଳି ଅନେକ ପ୍ରଶ୍ନ ଲୋକଙ୍କ ମନରେ ଉଠୁଛି ଏହା ସହ ବର୍ତ୍ତମାନ ମୃ-ତ ସୌମ୍ୟ ରଞ୍ଜନ ଙ୍କ ମାମୁଁ ମି-ଡ଼ି-ଆ କୁ ବଡ଼ ବୟାନ ଦେଇଛନ୍ତି ଯେଉଁଥିରେ ସେ ସିଧାସଳଖ ଭାବେ ଅ-ଭି-ଯୋ-ଗୀ ଙ୍କୁ ଗି-ର-ଫ ର ମଧ୍ୟ ଦାବି କରୁଛନ୍ତି । ତେବେ ଆସନ୍ତୁ ଜାଣିନେବା ଏହି ବୟାନ ବିଷୟରେ ।

ତେବେ ମୃ-ତ ଏସିଏଫଓ ସୌମ୍ୟରଂଜନ ଙ୍କ ମାମୁଁ ମି-ଡ଼ି-ଆ ଆଗରେ କହିଛନ୍ତି କି ଗୋଟିଏ ଘରେ ସ୍ଵାମୀ ସ୍ତ୍ରୀ ଉଭୟ ଥିଲେ ସ୍ୱାମୀ ନବେ ପ୍ରତିଶତ ଜ-ଳି-ଗ-ଲା କିନ୍ତୁ ସ୍ତ୍ରୀ ର କିଛି ବି ହେଲା ନାହିଁ ଏହା କିପରି ସମ୍ଭବ ଏବଂ ପୋଲିସ ଘରର ଚାବି ଡ଼ିଏଫଓ କୁ ଦେଇଦେଲେ ଏବଂ ସେ ସମସ୍ତ ପ୍ରମାଣ କୁ ନଷ୍ଟ କରିଦେଲା ଏବଂ ଜମାନ ବ-ନ୍ଦୀ ସମୟରେ ମଧ୍ୟ ଡ଼ିଏଫଓ ଙ୍କୁ କାହିଁ ରଖା ଯାଇଥିଲା ।

ପୋଲିସ ବିଦ୍ୟା ଭାରତୀ ଘରକୁ ଜେ-ରା ପାଇଁ ଏତେ ଟଙ୍କା ଖର୍ଚ୍ଚ କରି କଣ ପାଇଁ ଯାଉଛି ତାଙ୍କୁ ଥାନା କୁ ଡାକୁନି କଣ ପାଇଁ । କ୍ରା-ଇ-ମ-ବ୍ରାଞ୍ଚ କୋଇଲି ବର ହୋଇ କଣ ପାଇଁ ବିଦ୍ୟା ଭାରତୀ ଙ୍କ ଘରକୁ ଯାଉଛି । ଏହି ସବୁ ଘଟଣା ରୁ ଜଣାପଡୁଛି କି ପୋଲିସ ଏହି ମାମଲା କୁ ଅନ୍ୟ ଆଡେ ଗତି କରିବା ପାଇଁ ଚେଷ୍ଟା କରୁଛି ।

ତେଣୁ ମାମୁଁ ମି-ଡ଼ି-ଆ ଆଗରେ ଏହା କହିଛନ୍ତି କି ପୋଲିସ ତୁରନ୍ତ ଏବଂ ସଠିକ ତଦନ୍ତ କରି ଅ-ପ-ରା-ଧୀ ଙ୍କୁ ଗିରଫ କରୁ ଏବଂ ସେ ମୁଖ୍ୟମନ୍ତ୍ରୀ ଙ୍କୁ ମଧ୍ୟ ଏହି ସମ୍ବନ୍ଧରେ ଦୃଷ୍ଟି ପାତ କରିବା ଏବଂ ନ୍ୟାୟ ଦେବା ପାଇଁ ଅନୁରୋଧ ମଧ୍ୟ କରିଛନ୍ତି ଏବଂ ଯଦି ଏହା ନ ହୁଏ ତେବେ ସେ ବିଧାନସଭା ଏବଂ ସବୁଆଡେ ଆ-ନ୍ଦୋ-ଳ-ନ କରିବେ । ତେବେ ଦେଖିବାର ଅଛି ସୌମ୍ୟ ଙ୍କୁ କେବେ ନ୍ୟାୟ ମିଳୁଛି ।

Leave a Reply

Your email address will not be published. Required fields are marked *