ରାତିର ଅନ୍ଧାରେ ଘରେ ଛକି ବସିଥିଲା ଭାରତର ସବୁଠୁ ଭୟଙ୍କର ବିଷଧର ସାପ, ଆଉ ତା’ପରେ ହେଲା ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆଜି ଆମ୍ଭେ ଆପଣ ମାନଙ୍କୁ ଯେଉଁ ଘଟଣା ସମ୍ବନ୍ଧରେ କହିବାକୁ ଯାଉଅଛୁ ତାହା ହେଉଛି ଉତ୍ତର ପ୍ରଦେଶ ର ପ୍ରତାବଗଡ ଅଞ୍ଚଳର ଘଟଣା । ଏହି ଠାରେ ୨୪ ବର୍ଷ ର ଏକ ଯୁବକଙ୍କୁ ଗୋଟିଏ ସାପ କା-ମୁ-ଡି ଦେଇଅଛି । ବର୍ତ୍ତମାନ ସେ ହସ୍ପିଟାଲ ରେ ରହି ଚିକିତ୍ସିତ ହେଉଛନ୍ତି । ଆସନ୍ତୁ ଜାଣିବା ଏହି ବି-ଷ-ଧ-ର ସାପ ସମ୍ବନ୍ଧରେ ଯିଏ କି ସା-ଇ-ଲେ-ଣ୍ଟ କି-ଲ-ର ନାମରେ ଭାରତରେ ଜଣାଶୁଣା । ଘଟଣା ଟି ଏଭଳି ଯେ ୨୪ ବର୍ଷୀୟ ଯୁବକ ନିଜ ବାସଗୃହ ରେ ରାତିରେ ସୋଫା ଉପରେ ଶୋଇଥିବା ସମୟରେ ହଟାତ ଏହି ବି-ଷ-ଧ-ର ସାପ ଟି ଆସି କା-ମୁ-ଡି ଦେଇଥିଲା ।

ସାପ ରେସକ୍ୟୁ ଟିମ ଯାଇ ସେହି ସାପ କୁ ଖୋଜିବାକୁ ଲାଗିଲା । ମାତ୍ର ସାପ ଟି ସମସ୍ତ ଘରେ ଦେଖାଯାଉ ନଥିବା ସମୟରେ ଘର ବାରଣ୍ଡା ର ଥିବା ରୋଷେଇ ଘର ଭିତରେ ଶୋଇ ଥିବାର ନଜର ଆସିଲା । ସାଧାରଣତ ଏହି ବି-ଷ-ଧ-ର ସାପ ଟି ମୂଷା ମାନଙ୍କର ଛୁଆ କୁ ଭକ୍ଷଣ କରିବାକୁ ଭଲ ପାଇଥାଏ । ଏଣୁ ସେ ରୋଷେଇ ଘରେ ମୂଷା କୁ ନିଜର ଆହାର କରିବା ନିମନ୍ତେ ଛ-କି ବସିଥିଲା । ସେଠାରେ ସାପ ରେସକ୍ୟୁ ଟିମ ସେହି ସାପ କୁ ଦେଖି ତାକୁ ବାହାରକୁ କାଢି ଆଣିଲେ ।

ସେମାନଙ୍କ କହିବା ଅନୁଯାୟୀ ଯେ ଏହି ସାପକୁ କଷ୍ଟ ତଥା ଏହି ସାପ କିଛି ଆ-ଘା-ତ ନ ପାଇଲେ କାହାକୁ କିଛି କରେ ନାହିଁ । କିନ୍ତୁ ଅଜାଣତରେ ଏହା ସାଙ୍ଗରେ କାହାର ଭେଟ ହେଲେ ଏହା ଦଂ-ସ-ନ କରିବାକୁ ପଛାଇ ନଥାଏ । ରେସକ୍ୟୁକାରୀ ଟିମ ଙ୍କ କହିବା ଅନୁଯାୟୀ ଏହି ସାପ ର ଦାନ୍ତ ବହୁତ ଛୋଟ ହୋଇଥାଏ । ଏଣୁ ଏହା କୌଣସି ଲୋକଙ୍କୁ ଦଂ-ସ-ନ କରିଲେ ମଧ୍ୟ ଜଣାପଡେ ନାହିଁ । ଏହି ବି-ଷ-ଧ-ର ସାପ ଯେଉଁ ୨୪ ବର୍ଷୀୟ ଯୁବକଙ୍କୁ ଦଂ-ସ-ନ କରିଥିଲା ତାଙ୍କ ସମ୍ପର୍କୀୟ ଙ୍କ କହିବା ଅନୁଯାୟୀ ଏହା ରାତିରେ କା-ମୁ-ଡି-ଥି-ଲା ।

https://www.youtube.com/watch?v=UgulHG7uQlg

ଏବଂ ସକାଳେ ଆମ ପୁଅ ଉଠି କହିଲା ଯେ ମତେ କିଏ କା-ମୁ-ଡି-ଛି । ମୋର ତଣ୍ଟିରେ ଯ-ନ୍ତ୍ର-ଣା ହେବା ସାଙ୍ଗକୁ ହାତ ମଧ୍ୟ ଉଠୁନାହିଁ । ମତେ ବହୁତ କ-ଷ୍ଟ ଅନୁଭବ ହେଉଅଛି । ଏହା ପରେ ପରିବାର ଲୋକେ ଯୁବକ ଜଣଙ୍କୁ ଡାକ୍ତର ଖାନା କୁ ନେଇ ଯାଇଥିଲେ । ବନ୍ଧୁଗଣ ଆପଣ ମଧ୍ୟ ଆଖ ପାଖରେ ଦେଖି ଜୀବନ ଯାପନ କରନ୍ତୁ । ଆପଣଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *