ପୁରା ଜବରଦସ୍ତ ଖବର, ଆଫଗାନିସ୍ତାନ କୁ ସାହାଯ୍ୟ କରିବ ଇରାନ୍, ତାଲିବାନ ବିରୁଦ୍ଧରେ ଭୀଷଣ ଯୁଦ୍ଧ ଡାକରା ଦେଲେ ଏହି ସବୁ ଦେଶ

ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟର ବଡ଼ ଖବର ପଞ୍ଜସିର ଆ-କ୍ର-ମ-ଣ ପଛରେ ପାକିସ୍ତାନ ର ହସ୍ତକ୍ଷେପ କୁ ଯା-ଞ୍ଚ କରିବ ଇରାନ । ଇମ୍ରାନ ସରକାର ଙ୍କୁ ମଧ୍ୟ ଦେଲା କଡ଼ା ଚେତାବନୀ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରିନେବା । ପଞ୍ଜସିର ମାମଲାରେ ହସ୍ତକ୍ଷେପ କରିବା ପାକିସ୍ତାନ ର ଇମ୍ରାନ ସରକାର ଙ୍କୁ ଭାରି ପଡିପାରେ କାରଣ ଏହି ମାମଲା ରେ ତଦନ୍ତ କରୁଛି ଇରାନ ଏବଂ ଇମ୍ରାନ ସରକାର ଙ୍କୁ କଡା ଚେତବନି ମଧ୍ୟ ଦେଇଛି ।

ସୋମବାର ଇରାନ କହିଛି ଯେ ପଞ୍ଜଶିର ଆ-କ୍ର-ମ-ଣ ରେ ପାକିସ୍ତାନ ର ହସ୍ତକ୍ଷେପ କୁ ଯାଞ୍ଚ କରାଯାଉଛି ଏହା ଛଡା ସେ ଏହା ମଧ୍ୟ କହିଛନ୍ତି କି ଯେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ହସ୍ତକ୍ଷେପ ରୁ କେବଳ ଆ-କ୍ର-ମ-ଣ-କା-ରୀ- ଙ୍କ ପରାଜୟ ହେବ । ଇରାନ ର ବୈଦିଶିକ ମନ୍ତ୍ରଣାଳୟ ରୁ ମୁଖପାତ୍ର କହିଛନ୍ତି ଯେ ପଞ୍ଜଶିର ର ରାଜନୀତି ସମାଧନ ବାହାର କରିବା ଆବଶ୍ୟକ । ଆଫଗାନିସ୍ତାନ ର ଏହି ପ୍ରଦେଶ ର ତାଲିବାନ ଦଖଲ ଆନ୍ତର୍ଜାତିୟ ତଥା ମାନବୀୟ ମାନବିକ ନିୟମ ଅନୁଯାୟୀ ଗ୍ରହଣୀୟ ନୁହେଁ ।

ବର୍ତ୍ତମାନ ହୋଇଥିବା ପଞ୍ଜଶିର ଉପତ୍ୟକା ରେ ହୋଇଥିବା ଆ-କ୍ର-ମ-ଣ- କୁ ତେହେରାନ ନି-ନ୍ଦା କରିଛି । ଇରାନ ର ବୈଦିଶିକ ମନ୍ତ୍ରଣାଳୟ ର ମୁଖପାତ୍ର ସୟଦ କହିଛନ୍ତି ଯେ ପଞ୍ଜଶିର ଆ-କ୍ର-ମ-ଣ- ରେ ପାକିସ୍ତାନ ର ହସ୍ତକ୍ଷେପ ର ଯା-ଞ୍ଚ ଚାଲିଛି ଇରାନ ଅନ୍ତଃ ଆଫଗାନିସ୍ତାନ ବାର୍ତା କୁ ଆଫଗାନିସ୍ତାନ ସମସ୍ୟା କୁ ଏକମାତ୍ର ସମାଧାନ ମନେ କରିଥାଏ । ଏହା ସହିତ ଇମ୍ରାନ ଖାନ ସରକାର ଙ୍କୁ ଚେତାବନୀ ଦେଇଛନ୍ତି ଯେ ଆନ୍ତର୍ଜାତିୟ ଆଇନ ଅନୁଯାୟୀ ସମସ୍ତ ଦାୟିତ୍ୱ ର ପାଳନ କରାଯିବା ଆବଶ୍ୟକ ।

ଇରାନ ଆଫଗାନିସ୍ତାନ ର ଘଟଣା ଉପରେ ତୀକ୍ଷଣ ନଜର ରଖିଛି । ଆଫଗାନିସ୍ତାନ ର ନ୍ୟୁଜ ଅନୁଯାୟୀ ତାଲିବାନ ର ମୁଖପାତ୍ର ଜବି ଉଲ୍ଲା ମୁଜହିଦ କହିଛି ଯେ ପାକିସ୍ତାନ ସମେତ କୌଣସି ଦେଶ କୁ ଆଫଗାନିସ୍ତାନ କୁ ଆଭ୍ୟନ୍ତରୀଣ ବ୍ୟାପାର ରେ ହସ୍ତକ୍ଷେପ କରିବାକୁ ଅନୁମତି ଦିଆଯିବ ନାହିଁ । ଏହା ଛଡା ସେ ଏହା ମଧ୍ୟ କହିଛି କି ଯେ ପୁରା ପଞ୍ଜଶିର ତାଲିବାନ ଆ-ତ-ଙ୍କି ଙ୍କ ଅ-ଧୀ-ନ-ରେ ଆସିଛି ।

ଏହି ବିଜୟ ସହିତ ଆମ ଦେଶ ଯୁ-ଦ୍ଧ ରୁ ବାହାରି ଆସିଛି । ଆମେ ନିଶ୍ଚିତ କରୁଛୁ ଯେ ପଞ୍ଜଶିର ର ଲୋକ ଙ୍କ ପ୍ରତି କୌଣସି ଭେଦଭାବ ହେବ ନାହିଁ ସେମାନେ ଆମର ଭାଇ ଏହା ସହିତ ସେ ଏହା ମଧ୍ୟ କହିଛି କି ଏନଆରଏଫ ମୁଖ୍ୟ ମହମ୍ମଦ ମାସୁଦ ଏବଂ ପୂର୍ବତନ ରାଷ୍ଟ୍ରପତି ସାଲେହ ପଡୋଶୀ ତାଜକିସ୍ଥାନ କୁ ପଳାଇ ଛନ୍ତି । ମାସୁଦ ନିଜକୁ ସୁରକ୍ଷିତ ବୋଲି କହିଛନ୍ତି ପଞ୍ଜଶିର ରେ ତାଲିବାନ ସହ ଲ-ଢ଼ୁ-ଥି-ବା ଏନଆରଏଫ ର ବୈଦିଶିକ ବ୍ୟାପାର ମୁଖ୍ୟ ନାଜିର କହିଛନ୍ତି ଯେ ତାଲିବାନ ର ବିଜୟ ଦାବି ମି-ଛ ବର୍ତ୍ତମାନ ମଧ୍ୟ ଲ-ଢେ-ଇ ଜାରି ରହିଛି ଏବଂ ମାସୁଦ ଏକ ଟ୍ୱିଟ ରେ କହିଛନ୍ତି ଯେ ସୁରକ୍ଷିତ ଅଛନ୍ତି ଏବଂ ତାଲିବାନ ବି-ରୁ-ଦ୍ଧ-ରେ ଦେଶବ୍ୟାପୀ ବି-ଦ୍ରୋ-ହ ଆରମ୍ଭ କରିବାକୁ ସେ ଆଫଗାନିସ୍ତାନ ର ଲୋକ ଙ୍କୁ ମଧ୍ୟ ଆହ୍ୱାନ କରିଛନ୍ତି ।

Leave a Reply

Your email address will not be published. Required fields are marked *