ACF Soumyaranjan ଡେଥ ମିଷ୍ଟ୍ରି: ସୋମ୍ୟ ଓ ବିଦ୍ୟାଙ୍କ ଭିତରେ ଅକ୍ଷୟ କିଏ ? ଯାହାଙ୍କ ବିଷୟରେ ନିଜ ଚିଠିରେ କିଛି ଏମିତି ଲେଖିଛନ୍ତି ବିଦ୍ୟାଭାରତୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଏସିଏଫ ସୌମ୍ୟରଂଜନ ଙ୍କ ମୃତ୍ୟୁ ମାମଲାରେ ପୁଣି ଆସିଲା ଏକ ନୂଆ ତଥ୍ୟ । ସାମ୍ନା କୁ ଆସିଲା ବିଦ୍ୟାଙ୍କ ର ଆଉ କିଛି ହାତ ଲେଖା । ଯେଉଁ ଥିରେ ଲେଖା ହୋଇଛି ଅକ୍ଷୟ ନାମକ ବ୍ୟକ୍ତିଙ୍କ ନାମ ।

ତେବେ ଏହି ଅକ୍ଷୟ ଜଣକ କିଏ ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ଙ୍କ ଭାଇ । ଏସଏଫ ସୌମ୍ୟ ରଞ୍ଜନ ଙ୍କ ମୃତ୍ୟୁ ମାମଲା ରେ ତଦନ୍ତ ପାଇଁ ଡ଼କାଯାଇଥିଲା ସୌମ୍ୟ ଙ୍କ ପରିବାର କୁ ପାରଳା ଖେମୁଣ୍ଡି । ତେବେ ସେଠାରେ ରହିଥିବା ସୌମ୍ୟ ଙ୍କ ଆସବ ପତ୍ର କୁ ପରିବାର ଲୋକେ ଘରକୁ ନେଇ ଆସିଥିଲେ ଏବଂ ସେହି ଭିତରେ ରହି ଯାଇଥିଲା ବିଦ୍ୟା ଭାରତୀ ଙ୍କ ହାତଲେଖା ଏକ ନୋଟ ବୁକ ।

ସେହି ନୋଟ ବୁକ ରେ କଣ ଲେଖାହୋଇଛି ଆସନ୍ତୁ ଜାଣିନେବା । ” ଇନ୍ସଲଟ ହେଲା ଅଯଥା କଥା କହି ନିଜର ଇନ୍ସଲଟ କଲି, ଖାଲି ସୁପରଟିୟଲୀ ହଁ ମିଶନ୍ତି । ମନ ଭିତରେ କ୍ଷତି ହିଁ ଚାହାନ୍ତି । ତେବେ କିଛି ପ୍ରୋବ୍ଲେମ ନ କରି ବି ଏତେ ରାଗ କିନ୍ତୁ ଯାହାବି ହେଉ ଏତେ ପରିମାଣ ର ଜେଲସନେସ ବହୁତ ଖୁସି ଲାଗୁଛି ।

ଆହୁରି ଜଳୁଥାଅ ଏବଂ ଭଗବାନ ତୁମ ଜେଲସନେସ ଦେଖି ହସୁଥିବେ । ଭଲ କଥା ଆଜି ତୁମର ମାଜୋରିଟି ଅଛି । ଦିନେ ମୋର ମାଜୋରିଟି ରହିବ । ” ଏହାର ପର ଫର୍ଦ୍ଦ ରେ ସେ ଲେଖିଛନ୍ତି କି ‘ତା ଠାରୁ ଗୋଟେ ବେଟର ଖୋଜିବି ଏତେ ଇନଏଜୁକଲ ଫିଲ କରାଇଲା ଆଇ ହେଟ ହିମ । ‘

ଏହା ସହିତ କିଛି ଲେଖା କଟା ମଧ୍ୟ ଯାଇଛି ସେଥିରେ ଲେଖା ହୋଇଛି କି ” ମୋତେ ଅକ୍ଷୟ ର ଷ୍ଟାଟସ୍ ଦେବଟି ମୋତେ କହିଥିଲ ଦେଖେଇବା ପାଇଁ । ବହୁତ କଥା ଅଛି ପରେ କହିବି । ”
ତେବେ କିଏ ଏହି ଅକ୍ଷୟ ବିଦ୍ୟା ଭାରତୀ ଙ୍କ ସହ ଅକ୍ଷୟ ନାମକ ବ୍ୟକ୍ତି ର କି ସମ୍ପର୍କ ରହିଛି ବୋଲି ପ୍ରଶ୍ନ କରିଛନ୍ତି ସୌମ୍ୟ ଙ୍କ ଭାଇ ।

ତାଙ୍କ ଭାଇ ଙ୍କ କହିବା ଅନୁସାରେ ସେ ଜିନିଷ ପତ୍ର ଆଣିବା ସମୟରେ ଏହି ଖାତା ପାଇଥିଲେ ଏବଂ ଏହି ଲେଖା ରୁ ଜଣା ପଡୁଛି କି ବିଦ୍ୟା ମୋ ଭାଇ କୁ କେତେ ଭଲ ପାଉଥିଲା । ତେବେ ମୁ ଜାଣିବାକୁ ପାଇଥିଲି କି ବିବାହ ପୂର୍ବରୁ ବିଦ୍ୟା ଙ୍କ ର ଅନ୍ୟଆଡେ ପ୍ରେମ ସମ୍ପର୍କ ଥିଲା ହୁଏତ ବିବାହ ପରେ ମଧ୍ୟ ରହିଥିବ । ତେବେ ଏହି ଖାତା ରେ କେବଳ ଅକ୍ଷୟ ନାମକ ଜଣେ ବ୍ୟକ୍ତି ଙ୍କ ନାମ ଲେଖା ହୋଇଛି ତେବେ ହୁଏତ ତା ସହିତ ବିଦ୍ୟା ଙ୍କ ପ୍ରେମ ସମ୍ପର୍କ ରହିଥିବ ।

ଏହାର ତଦନ୍ତ କରି ସତ୍ୟ ବାହାର କରିବା ପୋଲିସ ମାନଙ୍କ ର କାମ ଏବଂ ସେ ଏହାଛଡା ଏହା ମଧ୍ୟ କହିଛନ୍ତି କି ମିଡ଼ିଆ ଏବଂ ପୋଲିସ ଉପରେ ତାଙ୍କର ଦୃଢ଼ ବିଶ୍ୱାସ ରହିଛି ଯେ ତାଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି । ତେବେ ଏହି ନୋଟ ବୁକ ତଦନ୍ତ କୁ ଅନ୍ୟଦିଗ ଦେଖାଉଛି କି ନାହିଁ ଦେଖିବାର ଅଛି । ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଅଧିକ ଖ-ବ-ର ସହିତ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *