Odia Jokes: ଗୋଟିଏ ଚାଲାଖ ଭିଣେଇ ଶାଳି ସହିତ ରୋମାଣ୍ଟିକ ହେଇ ପଚାରିଲା, ଆଛା କହିଲୁ ରାତି ଓ ଚଉଠି ରାତି ଭିତରେ ଫରକ କଣ ? ଶାଳି ଉତ୍ତର ଦେଲା….

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟତଃ ସମସ୍ତ ଲୋକ ନିଜ କାମରେ ବ୍ୟସ୍ତ ରହୁଛନ୍ତି । ଟଙ୍କା କମାଇବା ପାଇଁ ଲୋକ ମାନେ ଦିନ ରାତି କଷ୍ଟ କରୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜ ମନୋରଞ୍ଜନର ଧ୍ୟାନ ଦେଉ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କ ଏହି ବ୍ୟସ୍ତ ବହୁଳ ଜୀବନରେ କିଛି ମନୋରଞ୍ଜନ ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢି ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଆମ ଓଡିଆ ମଜାଦାର ଜୋକ୍ସ ଗୁଡିକ ବିଷୟରେ ।

୧. ଭିକାରି- କଣ ହେଇଛି ସାର ଆଗରୁ ଆପଣ ୧୦୦ ଟଙ୍କା ଦେଉଥିଲେ, ହେଲେ ପରେ ୫୦ ଦେଲେ ଆଉ ଏବେ ୨୫ ଟଙ୍କା…

ସାର-ପ୍ରଥମେ ମୁ କୁଆଁରା ଥିଲି, ତା ପରେ ମୁ ବାହା ହେଇ ଗଲି ଆଉ ଏବେ ମୋର ଗୋଟେ ଛୁଆ ବି ଅଛି ।

ଭିକାରି- ବାଃ ସାର ବାଃ, ତା ହେଲେ ଏବେ ପୁରା ପରିବାର ମୋ ଭାଗର ଟଙ୍କାରେ ଅଏସ କରୁଛି ।

୨. ସନି ଲିଓନି କମେଡି ନାଇଟ ବିଥ କପିଲ୍ସକୁ ଆସିଲା… ସେଠାରେ ଥିବା ଏକ ଦର୍ଶକ କହିଲା- ମୁ ଆପଣଙ୍କ ବହୁତ ବଡ ପ୍ରଶଂସକ ଅଟେ ।

ମୁ ଆପଣଙ୍କ ସମସ୍ତ ଫିଲ୍ମ ଦେଖିଛି ।

ଦର୍ଶକ- କଣ ମୁ ଆପଣଙ୍କ ଫିଲ୍ମରେ ଆପଣଙ୍କ ସହିତ ଏକ ସ୍ଟେପ କରିପାରିବି ?

ସେତେବେଳେ ସିଦଦ୍ଧୁ କହିଲା- ଗୁରୁ ଏହି ସ୍ଟେପ କରିବାକୁ ହେଲେ ତମକୁ ଟିକେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ କାରଣ ଏହି ସ୍ଟେପ ସମସ୍ତଙ୍କ ସାମ୍ନାରେ କରି ପାରିବ ନାହିଁ । ତାଙ୍କ ଖର୍ଚ୍ଚ କରି ହୋଟେଲ ବୁକ୍ କର ଆଉ ଯେତେ ଇଛା ସ୍ଟେପ କରିଚାଲ ।

୩. ଥରେ ଗୋଟେ ଝିଅ ଭଗବାନଙ୍କୁ ପାଖରେ ମାନସିକ ମାଗୁଥିଲା…

‘ହେ ପ୍ରଭୁ ଗୋଟେ ସ୍ମାର୍ଟ ପିଲାକୁ ମୋର ବୟଫ୍ରେଣ୍ଡ କରିଦିଅ’

ଭଗବାନ କହିଲେ-ଯଦି ସ୍ମାର୍ଟ ପୁଅ ଥିବ ତା ହେଲେ ସେ ଏ ସବୁ ଲଫଡାରେ ପଡିବ ହି ନାହିଁ, ଯା ଝିଅ ଘରକୁ ଯା ।

୪. ପପୁ ନିଜର ଏକ ସାଙ୍ଗକୁ କହିଲା- ଆଜି ପ୍ରଥମ ଥର ବାସନ ମାଜିବାର ଏକ ଫାଇଦା ମିଳିଲା ।

ଆଜି ପଡୋଶୀ ସ୍ତ୍ରୀ କହିଲା- କାସ ଏ ମୋ ସ୍ଵାମୀ ହେଇଥାନ୍ତେ ।

ସ୍ତ୍ରୀ ମତେ କହିଲା- ଆଜି ପରଠାରୁ ତମେ ବାସନ ଠାରୁ ଦୂରେଇ ରହିବ ।

୫. ଏକ ସୁନ୍ଦର ସ୍ଵାମୀ ସ୍ତ୍ରୀଙ୍କର ଏକ କଳା ଛୁଆ ଜନ୍ମ ହେଲା…

ସ୍ଵାମୀ ରାଗିକି କହିଲା- ତମେ ଗୋରା ମୁ ବି ଗୋରା ତା ହେଲେ ଛୁଆ କେମିତି କଳା ହେଲା ?

ଚାଲାକ ସ୍ତ୍ରୀ କହିଲା- ଡାର୍ଲିଙ୍ଗ ସେହି ସମୟରେ ତମେ ଗରମ ଥିଲ ଆଉ ମୁ ବି ଗରମ ଥିଲି ବୋଧେ ଛୁଆଟି ଟିକେ ଜଳି ଗଲା ।

୬. ଗୋଟେ ଥର ସ୍ଵାମୀ ନିଜ ସ୍ତ୍ରୀ ଆଡକୁ ମୁହଁ କରିଲା ଓ ନିଜ ସ୍ତ୍ରୀ ଦେହକୁ ଆଉଁସିବାକୁ ଲାଗିଲା…

ସ୍ତ୍ରୀ- କ୍ଷମା କର କାଲି ମତେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାର ଅଛି, ମୁ ସଫା ରହିବାକୁ ଚାହୁଁଛି ।

ସ୍ଵାମୀ ମୁହଁ ଶୁଖାଇ ଅଲଗା ଆଡକୁ ମୁହଁ କରିଦେଲା ଓ କହିଲା ତମେ କାଲି ଡେଣ୍ଟେଷ୍ଟ ପାଖକୁ ଯାଉ ନାହଁ ତ ?

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ପସନ୍ଦ ଆସିଥିଲେ ଏହାକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହିଭଳି ମଜାଳିଆ ପୋଷ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *