ଓଡ଼ିଆ ସିରିଏଲ ହିରୋଇନ ରୁଦ୍ରି (Jasmine Rath) ରିଅଲ ଲାଇଫ ରେ ଦେଖା ଯାଆନ୍ତି ବହୁତ ହଟ ଆଉ ଷ୍ଟାଇଲିସ, ଦେଖନ୍ତୁ ଫଟୋ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଓଡ଼ିଆ ସିରିଆଲ ଅଭିନେତ୍ରୀ ରୁଦ୍ରୀ ଙ୍କୁ ତ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ । ତରଙ୍ଗ ଟିଭି ଚ୍ୟାନେଲ ରେ ପ୍ରସାରିତ ଧାରାବାହିକ ‘ମାୟା’ ରେ ତାଙ୍କର ଜବରଦସ୍ତ ଅଭିନୟ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଦେଖିବାକୁ ପାଇଥିବେ ।

ତାଙ୍କ ଅଭିନୟ ସମସ୍ତ ଦର୍ଶକ ଖୁବ ପସନ୍ଦ କରନ୍ତି ଏବଂ ପ୍ରଶଂସା ମଧ୍ୟ କରନ୍ତି । ତେବେ ଆପଣ ମାନେ ରୁଦ୍ରୀ ଙ୍କୁ ଅନସ୍କ୍ରିନ ତ ଦେଖିଥିବେ । କିନ୍ତୁ କଣ ଆପଣ ମାନେ ତାଙ୍କୁ ଅଫସ୍କ୍ରିନ ଜୀବନ ସମ୍ବନ୍ଧରେ ଜାଣିଛନ୍ତି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ‘ମାୟା’ ଧାରାବାହିକ ରେ ଲିଡ଼ ଅଭିନେତ୍ରୀ ରୁଦ୍ରୀ ନିଜର ଦମଦାର ଅଭିନୟ ପ୍ରଦର୍ଶନ କରିଛନ୍ତି । ଯାହାଦ୍ୱାରା ଏହି ଧାରାବାହିକ ର ଟିଆରପି ବହୁତ ମାତ୍ରାରେ ବଢ଼ିବାରେ ଲାଗିଛି । ରୁଦ୍ରୀ ଙ୍କ ଅଭିନୟ ଯୋଗୁଁ ହିଁ ଏହି ଧାରାବାହିକ ଅନେକ ଆୱାର୍ଡ ମଧ୍ୟ ହାସଲ କରିଛି ।

ରୁଦ୍ରୀ ନିଜ ପିତାମାତା ଙ୍କ ଗୋଟିଏ ଝିଅ ଏବଂ ତାଙ୍କର ଆଉ ଜଣେ ଭଉଣୀ ମଧ୍ୟ ଅଛନ୍ତି । ତାଙ୍କର ଛୋଟବେଳୁ ଅଭିନୟ କ୍ଷେତ୍ରରେ ବିଶେଷ ରୁଚି ରହିଥିଲା । ଶେଷରେ ସେ ଏକ ରିଆଲିଟି ସୋ ମାଧ୍ୟମରେ ଓଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିଥିଲେ । ମାୟା ଧାରାବାହିକ ରେ ରୁଦ୍ରୀ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ ପସନ୍ଦ କରିଥିଲେ ଏବଂ ସେ ଲିଡ଼ ନାୟିକା ଭାବରେ ଅଭିନୟ କରି ସଫଳ ମଧ୍ୟ ହୋଇଥିଲେ ।

ତେବେ ରୁଦ୍ରୀ ଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଛି । ବର୍ତ୍ତମାନ ସେ ନିଜର ଗ୍ରାଜୁଏସନ ପାଠ କଂପ୍ଲିଟ୍ କରୁଛନ୍ତି । ସେ ଧାରାବାହିକ ରେ ଗୋଟିଏ ଏପିସୋଡ଼ ରେ ଅଭିନୟ କରିବା ପାଇଁ ୧୦ ରୁ ୧୫ ହଜାର ଟଙ୍କା ନେଇଥାନ୍ତି । ଧାରାବାହିକ ରେ ରୁଦ୍ରୀ ଜଣେ ସାଧସିଧା ଚରିତ୍ରରେ ଅଭିନୟ କରୁଛନ୍ତି । କିନ୍ତୁ ରିଅଲ ଲାଇଫ ରେ ସେ ବହୁତ ଷ୍ଟାଇଲିସ ଅଟନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ରାଧିକାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *