ସୋଭାଗ୍ୟଶାଳୀ ହୋଇଥାନ୍ତି ସେଇ ମହିଳାମାନେ, ଯେଉଁମାନଙ୍କର ଏହି ୫ଟି ଅଙ୍ଗ ବଡ ହୋଇଥାଏ, ତେବେ ଯାଇ ଘରେ ପୁରିଉଠିଥାଏ ଧନସମ୍ପତ୍ତି

ଭାରତ ଦେଶରେ ସ୍ତ୍ରୀମାନଙ୍କୁ ଦେବୀ ସମାନ ତୁଳନା କରାଯାଇଥାଏ । ଏହି ଦୁନିଆରେ ସ୍ତ୍ରୀମାନଙ୍କ ଯୋଗଦାନ ବହୁତ ବଡ ଅଟେ କାରଣ ସେମାନେ ହିଁ ଜୀବନର ମୂଳ ଆଧାର ହୋଇଥାନ୍ତି । ମାତା ଲକ୍ଷ୍ମୀ ସେହି ଘରେ ବାସ କରନ୍ତି ଯେଉଁ ଘରେ ସ୍ତ୍ରୀଙ୍କ ସମ୍ମାନ ହୋଇଥାଏ । ଆଜିର ଏହି ପୋସ୍ଟରେ ଆମେ ଆପଣଙ୍କୁ କିଛି ଏମିତି ସଂକେତ ବିଷୟରେ କହିବାକୁ ଯାଉଛୁ ଯାହା ଦ୍ଵାରା ଏହା ଜାଣି ହେବ କି କେଉଁ ସ୍ତ୍ରୀ ନିଜ ସ୍ଵାମୀ ଓ ପରିବାର ପାଇଁ ଭାଗ୍ୟଶାଳୀ ହୋଇପାରିବ । ଶାସ୍ତ୍ରରେ କୁହାଯାଇଛି କି ଯଦି ସ୍ତ୍ରୀଙ୍କ କିଛି ଖାସ ଅଙ୍ଗ ବଡ ହୋଇଥାଏ ତେବେ ସେ ନିଜର ପରିବାରଙ୍କ ପାଇଁ ସୋଭାଗ୍ୟର ଚିହ୍ନ ହୋଇଥାନ୍ତି । ତେବେ ଚାଲନ୍ତୁ ସେହି ସମସ୍ତ ଅଙ୍ଗ ବିଷୟରେ ଜାଣିବା ।

ଲମ୍ବା ଆଙ୍ଗୁଠି

ଯେଉଁ ମହିଳାମାନଙ୍କ ଆଙ୍ଗୁଠି ବଡ ହୋଇଥାଏ ସେମାନେ ବହୁତ ବୁଦ୍ଧିମତୀ ହୋଇଥାନ୍ତି ଓ ତାଙ୍କୁ ପଢିବାର ପ୍ରତି ବହୁତ ଲୋଭ ଥାଏ। ଏମିତି ମହିଳାମାନେ ଅଧିକ ଟଙ୍କା ଖର୍ଚ କରନ୍ତି ନାହିଁ । ବରଂ ଯଦି ଏମାନଙ୍କୁ ଟଙ୍କା ଦିଆଯାଏ ତ ଏମାନେ ସେହି ଟଙ୍କାକୁ ଦୁଇଗୁଣା କରି ଦିଅନ୍ତି । ଏମାନଙ୍କ ପରିବାର ଓ ସ୍ଵାମୀ ସବୁବେଳେ ଏମାନଙ୍କ ଉପରେ ଖୁସି ରହିଥାନ୍ତି ।

ଲମ୍ବା ନାକ

ଯେଉଁ ମହିଳାମାନଙ୍କ ନାକ ଲମ୍ବା ହୋଇଥାଏ ସେମାନଙ୍କ ମଧ୍ୟରେ କୌଣସି ବି ସମସ୍ୟାକୁ ଶାନ୍ତି ରୂପରେ ସମାଧାନ କରିବାର କ୍ଷମତା ରହିଥାଏ । ଏହି ମହିଳାମାନଙ୍କୁ ଟଙ୍କା ଖର୍ଚ କରିବାକୁ ବହୁତ ଭଲ ଲାଗେ । କିନ୍ତୁ ଏମାନଙ୍କ ଦ୍ଵାରା ଖର୍ଚ୍ଚ କରାଯାଇଥିବା ଟଙ୍କା କେବେ ବି ଅର୍ଥହୀନ ହୋଇ ନ ଥାଏ ।

ଲମ୍ବା ବେକ

ଲମ୍ବା ବେକ ବାଲା ମହିଳାମାନେ ବହୁତ ଭାଗ୍ୟଶାଳୀ ଅଟନ୍ତି । କୁହାଯାଏ କି ଯେଉଁ ମହିଳାମାନଙ୍କ ବେକ ଲମ୍ବା ହୋଇଥାଏ ସେମାନେ ଘରକୁ ଖୁସି ନେଇ ଆସନ୍ତି ।

ବଡ ଆଖି

ବଡ ଆଖି ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏହା ଛଡା ଯେଉଁ ମହିଳାମାନଙ୍କ ଆଖି ବଡ ହୋଇଥାଏ ସେମାନେ ନିଜ ସ୍ଵାମୀଙ୍କୁ ବହୁତ ଭଲ ପାଆନ୍ତି । ଏମାନଙ୍କୁ ନିଜ ସ୍ଵାମୀ ଓ ପରିବାର ଉପରେ ପୁରା ବିଶ୍ଵାସ ଥାଏ । ଯେଉଁ ଘରକୁ ଏମାନେ ଯାଇଥାନ୍ତି ସେଠି ଧନର ବର୍ଷା ହୋଇଥାଏ । ଏହିଭଳି ମହିଳାମାନେ ନିଜ ସ୍ଵାମୀଙ୍କୁ କେବେ ବି ଧୋକା ଦିଅନ୍ତି ନାହିଁ ।

ଲମ୍ବା ଚୁଟି

ଯେଉଁ ମହିଳାମାନଙ୍କର ଲମ୍ବା ଚୁଟି ଥାଏ ତାଙ୍କୁ ପରିବାର ପାଇଁ ବହୁତ ଭାଗ୍ୟଶାଳୀ କୁହାଯାଇଛି । ଆପଣ ଦେଖିଥିବେ କି ସମସ୍ତ ଫଟୋରେ ମାତା ଲକ୍ଷ୍ମୀଙ୍କ ଚୁଟି ଲମ୍ବା ହୋଇଥାଏ । ଲମ୍ବା ଚୁଟି ବାଲା ମହିଳାମାନଙ୍କୁ ବିବାହ କରିବା ଦ୍ଵାରା ବ୍ୟକ୍ତିକୁ କେବେ ଧନର ଅସୁବିଧା ହୋଇ ନ ଥାଏ । ଲେଖାଟି ଭଲ ଲାଗିଥିଲେ ପେଜକୁ ଲାଇକ କରି ଦିଅନ୍ତୁ ।

Leave a Reply

Your email address will not be published. Required fields are marked *