ଦେଖନ୍ତୁ Video: ଶୋଇଥିବା ବାଘର ଫଟୋ ଉଠାଇବା ପଡିଲା ଭାରି, ଭିଡିଓ ଦେଖିଲେ ଆପଣଙ୍କ ଛାତି ବି ଥରି ଉଠିବ

ନମସ୍କାର ବନ୍ଧୁଗଣ ଏବେ ତ ସୋସିଆଲ ମିଡ଼ିଆ ର ଯୁଗ ଏବଂ ସମସ୍ତେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆକ୍ଟିଭ ମଧ୍ୟ ରହିଥାନ୍ତି । ଫେସବୁକ, ଇଂଷ୍ଟାଗ୍ରାମ,ହ୍ଵାଟ୍ସଆପ, ୟୁଟିୟୁବ ଆଦି ଆପ ମାଧ୍ୟମରେ ଆପଣ ନିଜ ନିଜର ମନୋରଞ୍ଜନ କରୁଥିବେ ।

ତେବେ ଏହି ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିବାକୁ ମିଳୁଛି ସେଥି ମଧ୍ୟରୁ କିଛି ଭିଡିଓ ଲୋକ ମାନଂକୁ ପସନ୍ଦ ଆସୁଛି ତେବେ ସେହି ଭିଡିଓ କୁ ସେୟାର କରି ଭାଇରାଲ କରାଯାଉଛି । ତେବେ ଯଦି କୌଣସି ଭିଡିଓ ଖରାପ ଥାଏ କିମ୍ବା କୌଣସି ଅଦ୍ଭୁତ ଘଟଣା ମଧ୍ୟ ଘଟୁଥାଏ କୌଣସି ଭିଡିଓ ରେ ତେବେ ତାକୁ ମଧ୍ୟ ଲୋକମାନେ ଜଣଙ୍କ ପାଖରୁ ଆଉ ଜଣଙ୍କୁ ସେୟାର କରି ତାକୁ ମଧ୍ୟ ଭାଇରାଲ କରି ଥାଆନ୍ତି ।

ତେବେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ବାଘ ଜଣେ ଲୋକ କୁ ମାଡି ବସିଛି ଏବଂ ଏହା ଦେଖି ଲୋକମାନେ ଭୟବିତ ମଧ୍ୟ ହୋଇ ଯାଇଛନ୍ତି । ତେବେ ଆସନ୍ତୁ ଜାଣିନେବା ସମ୍ପୂର୍ଣ୍ଣ ଘ-ଟ-ଣା ସମ୍ପର୍କରେ ।

କୁହାଯାଏ ଶୋଇଲା ବାଘ ସହ ଲାଗିବା ଉଚିତ ନୁହେଁ ଏବଂ ଯଦି ଶୋଇଥିବା ବାଘ ସହ ଲାଗନ୍ତି ତେବେ କଣ ହୁଏ ଏହି ଭିଡିଓ ମାଧ୍ୟମରେ ଜଣା ପଡି ଯାଇଛି । ଘଟଣା ଟି ହେଉଛି ଏଭଳି କି ଗୋଟିଏ ଚିତ ବାଘ ଏକ ଖାଲ ରେ ପଡି ଯାଇଥିଲା ଏବଂ ସେଠାରେ ହିଁ ସେ ଶୋଇପଡିଥିଲା ।

ତେବେ ଚିତାବାଘ କୁ ଦେଖି ଲୋକମାନେ ଭୟବିତ ହୋଇ ଚିତ୍କାର କରିବା ସହ ଚିତା ବାଘ ର ଫୋଟୋ ଉଠାଇବା ଆରମ୍ଭ କଲେ । ତେବେ ଜଣେ ବ୍ୟକ୍ତି ଚିତା ବାଘ ର ବହୁତ ନିକଟତର ହୋଇ ଫୋଟୋ ଉଥାଉଥିଲା ଏବଂ ବାଘ ଧୋର୍ୟ୍ଯ ହରା ହୋଇ ସେହି ଲୋକଟିକୁ ମା-ଡି ବସିଥିଲା ଏବଂ ସେହି ଲୋକଟି କୌଣସି ମତେ ବାଘ ହାବୁଡରୁ ଖସି ଯାଇଥିଲେ ଓ ଏହା ଦେଖି ସେଠାରେ ଥିବା ଲୋକମାନେ ଦୌଡ଼ି ପଳାଇଲେ ।

କିନ୍ତୁ ବାଘଟି କିଛି ସେକେଣ୍ଡ ପରେ ସେହି ବ୍ୟକ୍ତି ଜଣଙ୍କୁ ଛାଡି ଦେଇଥିଲା ଏବଂ ବ୍ୟକ୍ତି ଟି ଦୌଡ଼ି ପଳାଇଥିଲେ । ତେବେ ସୂଚନା ଅନୁସାରେ ବାଘଟି କାହାର କୌଣସି କ୍ଷତି କରି ନାହିଁ କିନ୍ତୁ ଏହି ଘଟଣା ପରେ ଲୋକ ମାନଂକୁ ଉଚିତ ଶିକ୍ଷା ନିଶ୍ଚିତ ମିଳିଥିବ । ତେବେ ଏହି ଘଟଣା କୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *