ପୁଣି ଚର୍ଚ୍ଚାରେ Varsha-Anubhav ବିବାଦ, ମିଡିଆ ସାମ୍ନାରେ Varsha ଙ୍କ ବିଷୟରେ କିଛି ଏମିତି କହିଲେ Anubhab, ଯାହା ହେଉଛି ଏବେ ଭାଇରାଲ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଡ଼ିଆ ସିନେମା ଜଗତ ର ଅନୁଭବ ଏବଂ ବର୍ଷାଙ୍କ ଯୋଡି କୁ ଖୁବ ଭଲ ଭାବରେ ଜାଣିଥିବେ । ଏହି ଯୋଡି ଅନେକ ସିନେମା ରେ ଅଭିନୟ କରିଛନ୍ତି ଏବଂ ଅନେକ ହିଟ ସିନେମା ଇଣ୍ଡଷ୍ଟ୍ରି କୁ ପ୍ରଦାନ କରିଛନ୍ତି ତେବେ ଏହି ଯୋଡି କୁ ଦର୍ଶକ ମାନେ ଖୁବ ପସନ୍ଦ ମଧ୍ୟ କରିଥାନ୍ତି ।

ତେବେ ଏହି ଯୋଡି ୨୦୧୪ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ତେବେ ଏହା ପ୍ରେମ ବିବାହ ଥିଲା ଏହି ବିବାହ ରେ ସମସ୍ତେ ଖୁସି ମଧ୍ୟ ଥିଲେ କିନ୍ତୁ ଗତବର୍ଷ ବର୍ଷା ଅନୁଭବ ଙ୍କ ନାମ ରେ ତାଙ୍କ ଉପରେ ନି-ର୍ଯା-ତ-ନା ଏବଂ ତାଙ୍କୁ ଅ-ତ୍ୟା-ଚା-ର କରା ଯାଉଛି ବୋଲି କେ-ଶ କରିଥିଲେ ଏବଂ ଏହି ଖବର ଚାରିଆଡେ ବ୍ୟାପି ମଧ୍ୟ ଯାଇଥିଲା ତାପରେ ସେ ଦୁଇ ଜଣଙ୍କୁ ଅନେକ ପ୍ରଶ୍ନ ର ଘେରରେ ରହିବାକୁ ପଡିଥିଲା ।

ଅନୁଭବ ମହାନ୍ତି ଏବେ ବିଜୁ ଜନତା ଦଳର ଜଣେ ଏମପି ଅଛନ୍ତି ଏବଂ ସେଥିପାଇଁ ତାଙ୍କୁ ଅନେକ ପ୍ରଶ୍ନ ପଚରା ଯାଇଥିଲା । ତେବେ ଅନୁଭବ ମିଡ଼ିଆ ରେ କହି ଥିଲେ କି ବର୍ଷା ପ୍ରଥମ ଦିନରୁ ତାଙ୍କ ସହ କୌଣସି ସ-ମ୍ବ-ନ୍ଧ ରଖିବା ପାଇଁ ମନା କରି ଦେଇଥିଲେ ଏବଂ ସେ ନିଜ ବାପ ଘରେ ଅଧିକ ସମୟ ବିତାଉ ଥିଲେ ଏବଂ ଅନୁଭବ ଙ୍କ ପରିବାର ସହ କୌଣସି ପ୍ରକାରର ଭଲ ସଂପର୍କ ରଖୁ ନଥିଲେ ଏହା ଛଡା ସେ ଅନୁଭ ଙ୍କୁ ମାନସିକ ନି-ର୍ଯା-ତ-ନା ଦେଉଥିଲେ ।

ସେ ତାଙ୍କର କୌଣସି ଉତ୍ସବରେ ମଧ୍ୟ ଯୋଗଦାନ କରୁ ନଥିଲେ ଏବଂ ନିଜ ପରିବାର ଲୋକ ଙ୍କ ଆଗରେ ସର୍ଵଦା ତାଙ୍କୁ ଅପମାନ ଦେଇ ଆସୁ ଥିଲେ ତେଣୁ ଅନୁଭବ ବର୍ଷା ଙ୍କ ଠାରୁ ବର୍ତ୍ତମାନ ଛାଡପତ୍ର ଚାହୁଁଛନ୍ତି । ତେବେ ବର୍ଷା ସିଧାସଳଖ ଭାବେ କିଛି କହି ନ ଥିଲେ ବି ସେ ଅନୁଭବ ଏବଂ ତାଙ୍କ ପରିବାର ଙ୍କ ନାମ ରେ ନି-ର୍ଯା-ତ-ନା ର ଅ-ଭି-ଯୋ-ଗ ମଧ୍ୟ ଆଣିଥିଲେ ।

ତେବେ ବର୍ତ୍ତମାନ ଅନୁଭବ ଏବଂ ବର୍ଷା କଟକ ଫ୍ୟାମିଲି କୋ-ର୍ଟ-ରେ କାଉନ୍ସିଲିଂ ପାଇଁ ହାଜର ହୋଇଥିଲେ ତେବେ ଗତ ୯ ତାରିଖରେ ମଧ୍ୟ ଉଭୟ ହାଜର ହୋଇଥିଲେ ଏହା ଛଡା ଆଜି ମଧ୍ୟ ହାଜର ହୋଇଛନ୍ତି ଏବଂ ନିଜ ମଧ୍ୟରେ କିପରି ସମ୍ପର୍କ କୁ ସୁଧାରି ହେବ ସେ ବିଷୟରେ ଆଲୋଚନା କରିଛନ୍ତି ।

ତେବେ ଏହି ସମ୍ପର୍କରେ ମିଡ଼ିଆ ଅନୁଭଵ ଙ୍କୁ କିଛି ପ୍ରଶ୍ନ କରିବାରୁ ସେ ସିଧାସଳଖ ମୋ ପର୍ଶନାଲ କଥା ବିଷୟରେ ମୁଁ କିଛି କହି ପାରିବି ନାହିଁ ବୋଲି ସେ କହିଥିଲେ ଏବଂ ଏ ବିଷୟରେ ତାଙ୍କ କାଉନସିଲର କିମ୍ବା ଓକିଲ ଙ୍କୁ ପଚାରିବା ପାଇଁ ସେ ପରାମର୍ଶ ଦେଇଥିଲେ ।

ତେବେ ତାଙ୍କ ଓକିଲ ଙ୍କ ଅନୁସାରେ ଆଜି ଯେତେବେଳେ କାଉନ୍ସିଲିଂ ରିପୋର୍ଟ ରେ ହସ୍ତାକ୍ଷର କରିବା ପାଇଁ ଯେତେବେଳେ ବର୍ଷା ଙ୍କୁ କୁହାଗଲା ସେତେବେଳେ ସେ ସିଧାସଳଖ ମନା କରି ଦେଇଥିଲେ ଏବଂ ତାଙ୍କର କାଉନ୍ସିଲିଂ ଉପରେ କୌଣସି ବିଶ୍ୱାସ ନାହିଁ ବୋଲି ଅଭଦ୍ର ଭାବରେ କହିଥିଲେ ତେଣୁ ସେମାନେ ଏହି କାଉନ୍ସିଲିଂ ପ୍ରୋସେସ କୁ ବନ୍ଦ କରିବା ପାଇଁ ଏକ ମେମୋ ମଧ୍ୟ ଫାଇଲ କରିଛନ୍ତି ।

ତେବେ କାଉନସିଲର ମୁଖ୍ୟ ଙ୍କ ଅନୁସାରେ ସେମାନେ ୯ ତାରିଖରେ ଦୁହେଁ ଆସିଥିଲେ ଏବଂ ଅଧା କାଉନ୍ସିଲିଂ ହୋଇଥିଲା ଏବଂ ଆଜି ଆସିବା ପାଇଁ ନିର୍ଦେଶ ଦିଆ ଯାଇଥିଲା ତେବେ ଦୁହେଁ ଆଜି ମଧ୍ୟ ଆସିଛନ୍ତି । ଦୁହିଁଙ୍କ ଭିତରେ କିପରି ସମସ୍ତ ଝଗଡା ଏବଂ ବାଦ ବିବାଦ କୁ ଏଡାଇ କିପରି ଦୁହେଁ ଭଲ ଭାବରେ ରହିବେ ଏବଂ ନୂତନ ଜୀଵନ ର ଆରମ୍ଭ କରିବେ ତାହା ହେଉଛି କାଉନ୍ସିଲିଂ ର କାର୍ଯ୍ୟ ଏବଂ ଦୁହିଁଙ୍କ ଭିତରେ ଅନେକ ଆଲୋଚନା ମିମାଂସା ମଧ୍ୟ ହୋଇଥିଲା ।

ଏହା ଛଡା ଅନୁଭବ ଯେଉଁ ଦରଖାସ୍ତ ଦେଇଛନ୍ତି ଏହି କାଉନସିଲର କୁ ବନ୍ଦ କରିବା ପାଇଁ ଏଭଳି କରିବା ଏହାର ନିୟମ ନୁହେଁ ଅଧା ପ୍ରୋସେସ ରୁ ବନ୍ଦ କରିବା ଉଚିତ ଏବଂ ନିୟମ ବି-ରୁ-ଦ୍ଧ ମଧ୍ୟ । ତେଣୁ ତାଙ୍କୁ ଏହାର ସମ୍ପୂର୍ଣ୍ଣ ପ୍ରୋସେସ କୁ ମାନିବାକୁ ପଡିବ ତାଛଡା ଅନୁଭବ ଦିଲ୍ଲୀ ରୁ ଫେରିବା ପରେ ଏହାର ପ୍ରୋସେସ କୁ ଆଗକୁ ବଢ଼ାଯିବ ।

Leave a Reply

Your email address will not be published. Required fields are marked *