ଶୋଇବା ପୂର୍ବରୁ କାହିଁକି ବାସନ ମାଜନ୍ତି ବିଶ୍ଵର ଏହି ଧନୀ ବ୍ୟକ୍ତି, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ…

ବନ୍ଧୁଗଣ ଶୋଇବା ପୂର୍ବରୁ ବାସନ ମାଜନ୍ତି ଜେଫ୍ ବେଜୋସ ଓ ବିଲ ଗେଟସ । ମାନସିକ ଶନତି ପାଇଁ ଏହି କାମ କରନ୍ତି । ଉଭୟଙ୍କୁ ନେଇ ବିଶ୍ଵରେ ବଢିଛି ଚର୍ଚ୍ଚା । ବନ୍ଧୁଗଣ କଣ ରହିଛି ଏହାର ରହସ୍ୟ । ଉଭୟ ବିଶ୍ଵର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ତେବେ ଏତେ ଧନୀ ହେବା ପରେ ମଧ୍ୟ କାହିଁକି ବାସନ ମାଜୁ ଛନ୍ତି ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ଏହି ଖବର ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ଜେଫ ବିଜୋସ ହେଉଛନ୍ତି ଆମାଜୋନ କମ୍ପାନୀର ପୂର୍ବତ୍ତମ ସିଇଓ ଓ ବିଲ ଗେଟସ ହେଉଛନ୍ତି ମାଇକ୍ରୋସଫ୍ଟ କମ୍ପାନୀର ପୂର୍ବତ୍ତମ ସହ ପ୍ରତିଷ୍ଠାତା । ତେବେ ମିଡିଆ ରିପୋର୍ଟସ ଅନୁସାରେ ମାନସିକ ଶନତି ପାଇବା ପାଇଁ ଉଭୟ ଶୋଇବା ପୂର୍ବରୁ ବାସନ ମାଜି ଥାନ୍ତି ।

ଆପଣ ମାନଙ୍କୁ ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ୨୦୧୪ରେ ଆମାଜୋନର ପୂର୍ବ ସିଇଓ ଜେଫ ବିଜୋସ ଏକ ସାକ୍ଷାତ୍କାରରେ ଏହାର ଖୁଲାସା କରିଥିଲେ । ସେ କହିଥିଲେ, ମୁଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବାସନ ମାଜେ । ସେହି ପରି ବିଲ ଗେଟସ କହିଥିଲେ ଯେ, ମୁଁ ଶୋଇବା ପୂର୍ବରୁ ବାସନ ମାଜିବାକୁ ଭଲ ପାଏ । ମୋତେ ସାହାର୍ଯ୍ୟ କରିବା ଲାଗି ଲୋକ ଥିଲେ ବି ମୁଁ ମୋ ବାସନ ମାଜିବା ଶୈଳୀକୁ ଅଧିକ ଭଲ ପାଏ ।

ବାସନ ମାଜିବା ପରେ ମୁଁ ବହି ପଢେ ଆଉ ଏହା ପରେ ମୋତେ ନିଦ ଆସେ ଓ ମୁଁ ସଙ୍ଗେ ସଙ୍ଗେ ସୋଇପଡେ । ବିଶ୍ଵର ବଡ ବଡ କମ୍ପାନୀ ଗୁଡିକର ସହ ପ୍ରତିଷ୍ଠାତା ଓ ସିଇଓ ମାନଙ୍କ ଜୀବନ ଶୈଳୀ ବିଷୟରେ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ । ବେଳେବେଳେ ସେମାନଙ୍କ କାମକୁ ନେଇ ସୋସିଆଲ ମିଡିଆରେ ବେସ ଚର୍ଚ୍ଚା ହୁଏ । ହେଲେ ଏତେ ଧନୀ ହୋଇ ସେ କାହିଁକି ଏପରି କାମ କରୁଛନ୍ତି ତାହାକୁ ନେଇ ଏବେ ବହୁତ ଚର୍ଚ୍ଚା ।

ସବୁଠାରୁ ବଡ କଥା ହେଲା ଉଭୟ କହିଛନ୍ତି ଯେ, ମାନସିକ ଶାନ୍ତି ପାଇଁ ବାସନ ମାଜିବା ବହୁତ ଭଲ । ତା ହେଲେ ବନ୍ଧୁଗଣ ଏହି ଖବରଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *