ଆଶ୍ଚର୍ଯ୍ୟ, ଅବିଶ୍ୱସନୀୟ, ସଫାରି ଭିତରକୁ ହଠାତ ପଶି ଆସିଲା ସିଂହ, ଆଉ ତା’ ପରେ ହେଲା କିଛି ଏମିତି….ଦେଖନ୍ତୁ Video

ବନ୍ଧୁଗଣ ସିଂହ ହେଉଛି ଜଙ୍ଗଲର ରାଜା କାହିଁକି ନା ତାକୁ ସମସ୍ତେ ଭୟ କରନ୍ତି । ସିଂହ ଗର୍ଜନରେ ସବୁ ପଶୁ ପକ୍ଷୀ ଛାନିଆ ହେଇଯାନ୍ତି । ସିଂହକୁ ଦେଖି ସମସ୍ତେ ସେ ସ୍ଥାନ ଛାଡି ପଳାନ୍ତି କିମ୍ବା ଲୁଚି ଯାନ୍ତି । ପଶୁ ପକ୍ଷୀ ତ ଦୂରର କଥା ତାକୁ ସାମ୍ନାରେ ଦେଖିଲେ ଭଲ ଭଲ ଲୋକଙ୍କ ଅବସ୍ଥା ବି ଖରାପ ହୋଇଯାଏ । ହେଲେ ବନ୍ଧୁଗଣ ଥରେ ଭାବନ୍ତୁ ଯଦି ଆପଣ ବସିଥିବା ଗାଡିରେ ସିଂହ ପଶି ଯାଏ ତା ହେଲେ ଆପଣ କଣ କରିବେ ।

ଏହା ଦେଖି ଆପଣଙ୍କ ଅବସ୍ଥା ଖରାପ ହୋଇଯିବ ନିଶ୍ଚୟ ଭାବିବେ ଆଜି ତ ଜୀବନ ଗଲା । ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭାଇରାଲ ଭିଡିଓ ବିଷୟରେ ।

ବନ୍ଧୁଗଣ ଭାଇରାଲ ହୋଇଥିବା ଭିଡିଓରେ ଜଙ୍ଗଲକୁ ଯାଇଥିବା କିଛି ଲୋକଙ୍କ ସଫାରି ଗାଡି ଭିତରେ ପଶି ଯାଉଛି ସିଂହ । ଆଉ ଏହା ପରେ କଣ ହେଲା ଭିଡିଓ ଦେଖନ୍ତୁ । ଭିଡିଓରେ ଦେଖିବାକୁ ମିଳିଛି କିଛି ଲୋକ ମାନେ ତଥା ସଫାରି ଗାଡିରେ ଜଙ୍ଗଲକୁ ଯାଉଥିଲେ । ସେହି ସମୟରେ ହଠାତ ଏକ ସିଂହ ସେମାନଙ୍କ ସାମ୍ନାକୁ ଆସିଯାଏ । ସିଂହକୁ ଦେଖି ଭୟରେ ସଫାରିରେ ବସିଥିବା ଲୋକଙ୍କର ଅବସ୍ଥା ଖରାପ ହୋଇଯାଇଥିଲା ।

ସଫାରି ଗାଡି ଖୋଲା ଥିବା ଦେଖି ହଠାତ ସିଂହ ଭିତରକୁ ପସିଯାଏ । ଏହା ପରେ ଯାହା ଘଟିଲା ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଜନକ । ଆପଣ ମାନେ ଭାବୁଥିବେ ବୋଧେ ସିଂହ ସେମାନଙ୍କୁ ଆକ୍ରମଣ କରିଥିବ ହେଲେ ଆପଣ ଯାହା ଦେଖିବେ ନିଜ ଆଖିକୁ ବିଶ୍ଵାସ କରିପାରିବେନି ।

ସିଂହଟି ସଫାରି ଗାଡିରେ ପ୍ରବେଶ କରୁଛି ସତ ହେଲେ ସେ କାହାର କିଛି କ୍ଷତି କରୁନି । ସେ ଲୋକଙ୍କ ପାଖକୁ ଯାଇ ସ୍ନେହ କରୁଥିବା ଆଉ ଗେଲ୍ହା ହେଉଥିବା ଦେଖିବାକୁ ମିଳିଛି । ସେଠି ଥିବା ଲୋକ ମାନେ ସ୍ନେହକୁ ଗେଲ କରିବା ସହ ତା ସହ ସେଲଫି ନେଇଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *