କ୍ରିମିନାଲ ପ୍ରେମରେ ପୋଲିସ Inspector ସ୍ନିଗ୍ଧାରାଣୀ ସୁନା, ସ୍ଵାମୀ ଖୋଲିଦେଲେ ସବୁ ଗୁମର, କହିଲେ ‘ମୋ ସ୍ତ୍ରୀ ଆମ ଡ୍ରାଇଭର ସହ…’ ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ସବୁ ଆଇନ ମହିଳାଙ୍କ ହାତରେ । ଏବଂ ମହିଳାଙ୍କ କଥାକୁ ଆଇନ ଅଧିକ ଗୁରୁତ୍ଵ ଦେଇଥାଏ । ଯେଉଁଥିପାଇଁ ଆଜି ଆଇନ ସହିତ ନ ଲଢିପାରି ଆଜି ଚୁପ ବସିଛନ୍ତି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ସ୍ଵାମୀ ସୁରେଶ । ନିଜ ସ୍ତ୍ରୀ ସ୍ନିଗ୍ଧା ଙ୍କ ବିରୁଦ୍ଧରେ ଗୁରୁତ୍ଵର ଅଭିଯୋଗ ଆଣିଛନ୍ତି ସେ । ସ୍ନିଗ୍ଧାରାଣୀ ଏବଂ ତାଙ୍କ ଡ୍ରାଇଭର ଅଜୟଙ୍କ ଭିତରେ ଖରାପ ସମ୍ପର୍କ ଥିଲା । ଉଭୟ ଏକାଠି ମଧ୍ୟ ରୁହନ୍ତି । ଏହାକୁ ନେଇ ସୁନ୍ଦରଗଡ ରଘୁନାଥପଲ୍ଲୀ ଥାନାରେ ଏତଲା ମଧ୍ୟ ଦେଇଥିଲେ ସ୍ନିଗ୍ଧାରାଣୀଙ୍କ ସ୍ଵାମୀ ସୁରେଶ ।

ମାତ୍ର ପୋଲିସ କୌଣସି କାର୍ଯ୍ୟନୁଷ୍ଠାନ ନେଇନଥିଲେ । କାରଣ ସ୍ତ୍ରୀ ଥିଲେ ନିଜେ ଜଣେ ପୋଲିସ । ଅଜୟ ଜଣେ ଅପରାଧୀ ଏବଂ ତା’ ସହିତ କିଭଳି ସ୍ନିଗ୍ଧା ସମ୍ପର୍କରେ ଆସିଲେ ତାକୁ ନେଇ ସେ ଆଶ୍ଚର୍ଯ୍ୟ ବୋଲି କହିଛନ୍ତି ସୁରେଶ । ସୁରେଶ କହିଛନ୍ତି ଯେ ସେ ଯେତିକି ଜାଣିଛନ୍ତି ସେ ଜଣେ କ୍ରିମିନାଲ ପ୍ରକୃତିର ଲୋକ ତା’ ସହିତ କାହିଁସାଙ୍ଗ ହେଲା ସେ ଜାଣି ନାହାନ୍ତି । ମାତ୍ର ଥରେ ମତେ ପଚାରିଥାନ୍ତା ବୋଲି କହିଛନ୍ତି ସ୍ଵାମୀ ।

ବିଶେଷ ସୂତ୍ରରୁ ଜାଣିବାକୁ ଚାହିଁଲି । ସ୍ଵାମୀ ଅଜୟ କହିଛନ୍ତି ଯେ ଭଲପାଇ ବିବାହ କରିଥିଲେ ସ୍ନିଗ୍ଧାଙ୍କୁ ମାତ୍ର ଏଭଳି ଏକ ଦିନ ଆସିଲା ଯେ ସ୍ନିଗ୍ଧା ସୁରେଶ ବଙ୍କା ପରିବାର ବିରୁଦ୍ଧରେ ମିଛ ଆଲିଗେସନ ଲଗାଇଥିଲେ । ସୁରେଶ ଚାରିଆଡୁ ହାରାସ ହୋଇ ରହିଛନ୍ତି ଏବଂ କହିଛନ୍ତି ଯେ ସ୍ନିଗ୍ଧା ଯେଉଁ ପିଲା ସଙ୍ଗେ ଅଛି ସେ ଆଦୌ ଠିକ ପିଲା ନୁହେଁ । ଭବିଷ୍ୟତରେ କିଛି କୁଆଡୁ ହେବ ସେଥିପାଇଁ ପୋଲିସକୁ ଜଣାଇବା ଆବଶ୍ୟକ ମନେ କଲି ।

ତେବେ ଏଠାରେ କହିବାକୁ ଯାଉଅଛୁ ଯେ ସୋନପୁର ବଲାଙ୍ଗୀର ରାସ୍ତା ବାଡବାହାଲୀ ନିକଟରେ ଇନ୍ସପେକ୍ଟରଙ୍କ କାର ଦୁର୍ଘଟଣା ଘଟାଇଥିଲା । ଏଥିରେ ୩ ଜଣଙ୍କର ମୃ-ତ୍ୟୁ ମଧ୍ୟ ହୋଇଥିଲା । ଏବଂ ଦୁର୍ଘଟଣା ଘଟାଇଥିବା କାର ଭିତରେ ଥିଲେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସିହ୍ନା ଏବଂ ଏହାଠାରୁ ମଧ୍ୟ ବଡ ଆଶ୍ଚର୍ଯ୍ୟକର କଥା ହେଉଛି ଗାଡି ଚଲାଉଥିବା ଡ୍ରାଇଭର ଅଜୟଜେଠିର DL ନଥିବା ଜଣା ପଡିଛି ।

ତେବେ ବିନା DL ରେ ଇନ୍ସପେକ୍ଟର ମାଡାମ କିଭଳି ଗାଡି ଚଳାଇବାକୁ ଦେଇଥିଲେ ? ଏହିସବୁ ଭିତରେ ବର୍ତ୍ତମାନ ସାମ୍ନାକୁ ଆସିଛି ଉଭୟଙ୍କ ସଂପର୍କକୁ ନେଇ ଅନେକ ପ୍ରଶ୍ନ ? ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *