‘ପ୍ରେମିକ ଦେଇଥିଲା ଫୋନ, ରାତିରେ ମୁ ତା ସହ ଗପେ, ସ୍ଵାମୀ ଜାଣିକି ମତେ….’ ଦେଖନ୍ତୁ କାନ୍ଦି କାନ୍ଦି କଣ କହିଲେ ଏହି ମହିଳା, ଦେଖନ୍ତୁ ଭିଡିଓ

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ମହିଳା ମି-ଡି-ଆ ଆଗରେ କହିଛନ୍ତି ଯେ, ତାଙ୍କ ସ୍ଵାମୀ ଙ୍କ ନାମ ଚିନ୍ମୟ ମହାନ୍ତ । ଟାଟାମୋହିନୀ ଅଞ୍ଚଳରେ ଗାଡି ଚଳାନ୍ତି । ଏବଂ ଏହି ମହିଳା ଜଣଙ୍କ ନିଜ ସ୍ଵାମୀ ଠାରୁ ଲୁଚାଇ ଆଉ ଏକ ଯୁବକ ସହିତ ରାତିରେ କଥା ହୁଅନ୍ତି । ଏବଂ ମହିଳା ଜଣଙ୍କ କହିଥିଲେ ଯେ ସେଭଳି କିଛି ସମ୍ପର୍କ ନଥିଲା ସେହି ଯୁବକ ସହିତ ବନ୍ଧୁତା ଥିଲା ସେଥିପାଇଁ ରାତିରେ କଥା ହେଉଥିଲି । ସମ୍ପର୍କ କହିଲେ ମହିଳା ଜଣକଙ୍କର ଭାଣିଜୀର ଦିଅର ହିସାବରେ ହେବେ ।

କହିବାକୁ ଗଲେ ମହିଳା ଜଣଙ୍କୁ ଦେଖି ନାହାନ୍ତି ଯୁବକ କେବଳ ଫୋନରେ କଥା ହୁଅନ୍ତି । ସେହି ଯୁବକ ଜଣକ ଫୋନ ପେ ରେ ଟଙ୍କା ପଠାଇଥିଲେ ଏବଂ ମହିଳା ଜଣଙ୍କ ଲୁଚାଇ ଫୋନଟିଏ କଥା ହେବା ନିମନ୍ତେ କିଣିଥିଲେ । ଏହାପରେ ଘରେ ସବୁଦିନ ମହିଳା ଜଣକ କଥା ହୋଇ ଆଲମାରୀରେ ଚାବି ପକାଇ ଫୋନଟିକୁ ରଖନ୍ତି । ମାତ୍ର ଦିନେ ସେ ଚାବି ପକାଇ ନଥିଲେ । ମହିଳାଙ୍କ ସ୍ଵାମୀ ସେଦିନ ଆଲମାରୀରୁ କଣ ଖୋଜୁଥିଲେ ଏବଂ ଖୋଜିବା ଭିତରେ ହିଁ ଫୋନ ପାଇଗଲେ ।

ଏହାପରେ କିଛି ପଚରା ପଚାରି ନାହିଁ ନିସ୍ତୁକ ମାଡ ମାରିଲେ ନିଜ ସ୍ତ୍ରୀ କୁ । ମହିଳା କହିଛନ୍ତି ଯେ ସ୍ଵାମୀ ଙ୍କ ଅନୁପସ୍ଥିତିରେ ମୁଁ ତାଙ୍କ ସହିତ କଥା ହୁଏ । ମାତ୍ର ବର୍ତ୍ତମାନ ମହିଳା ଜଣଙ୍କ ସେହି ଯୁବକ ସହିତ ଆଉ କଥା ହୋଇ ନାହାଁନ୍ତି । ଏବଂ ଲୁଚାଇ ରଖିଥିବା ସେହି ଫୋନ କୁ ମହିଳାଙ୍କ ସ୍ଵାମୀ ନେଇଯାଇଛନ୍ତି । ବର୍ତ୍ତମାନ ମହିଳାଙ୍କ ସ୍ଵାମୀ କହୁଛନ୍ତି ଯେ ସେ ପିଲା ସହିତ ମୋ ସ୍ତ୍ରୀ କଥା ହେଉଛି ।

ଏବଂ ସେହି ପିଲା ସହିତ ସ୍ତ୍ରୀ ର ସମ୍ପର୍କ ରହିଅଛି ବୋଲି ସ୍ଵାମୀ କହିଛନ୍ତି । ନିଜ ସ୍ତ୍ରୀ କୁ ଆଉ ରଖିବେ ନାହିଁ ବୋଲି କହିଛନ୍ତି ସ୍ଵାମୀ ଜଣକ । ସୂଚନା ଅନୁଯାୟୀ ମହିଳା ଜଣକ ପ୍ରେଗନେଣ୍ଟ ଅଛନ୍ତି । ଏବଂ ସ୍ଵାମୀ କହିଛନ୍ତି ଯେ ଏ ପିଲା ମୋର ନୁହେଁ ତୁ’ ଯେଉଁ ପୁଅ ସହିତ ସମ୍ପର୍କରେ ଅଛୁ ତା’ର । ବର୍ତ୍ତମାନ ସ୍ତ୍ରୀ ଜଣଙ୍କ କାନ୍ଦି କାନ୍ଦି ନ୍ୟାୟ ମାଗିଛନ୍ତି ଏବଂ କହିଛନ୍ତି ଯେ ଯେଉଁ ଯୁବକକୁ ମୁଁ ଦେଖିନାହିଁ ତା’ ସହିତ ସମ୍ପର୍କରେ ରହିବି କିଭଳି ?

ମୋର ଭୁଲ ଅଛି ମୋ ସ୍ଵାମୀଙ୍କର ମଧ୍ୟ ଭୁଲ ରହିଛି । ସେ ବୁଝିବା ଦରକାର । ତେବେ ଏହିଭଳି କହିଛନ୍ତି ମହିଳା ଏବଂ ନ୍ୟାୟ ମାଗିଛନ୍ତି । ଏଠାରେ ଗୋଟିଏ ପ୍ରଶ୍ନ ସ୍ଵାମୀ ଥାଉ ଥାଉ ପର ପୁରୁଷ ସହିତ ଲୁଚି ଲୁଚି କଥା ହେବା କେତେଦୂରେ ସଠିକ ? ବନ୍ଧୁଗଣ ଏହି ଘଟଣା ସମ୍ପର୍କରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *