ଯଦି କାହା ହୃଦୟର current feelings ଆପଣଙ୍କ ପାଇଁ କ’ଣ ଅଛି ଜାଣିବାକୁ ଚାହୁଁଛନ୍ତି, Choose one number.

ଆମ ପାଇଁ କାହା ମନରେ କଣ ଭାବନା ବା ଫିଲିଙ୍ଗ୍ ରହିଛି । ତାହା ଜାଣିବା ପାଇଁ ଆମକୁ ବହୁ ସମୟରେ ଇଛା ହୋଇଥାଏ । ହେଲେ କାହା ମନର କଥା ତାଙ୍କ ନିଜ ମୁହଁରୁ ଶୁଣିବା ତ ସବୁ ସମୟରେ ହୋଇପାରିନଥାଏ । ତେଣୁ ବର୍ତ୍ତମାନ ଯଦି ଆପଣଏନକେ କାହାର ମନର କଥା ଜାଣିବାକୁ ଚାହୁଁଛନ୍ତି । ଯେ ତାଙ୍କ ମନର ଫିଲିଙ୍ଗ୍ସ ଆପଣଙ୍କ ପାଇଁ କଣ ରହିଛି । ତେବେ ଆପଣ 4 ଟି ଫୁଲ ମଧ୍ୟରୁ କୌଣସି ଏକ ନମ୍ବରର ଫୁଲ ବାଛିକି ସେହି ଫୁଲ ଅନୁସାରେ ନିଜ ପର୍ଶନ ବା ଯାହାଙ୍କ ମନର କଥା ଜାଣିବାର ଇଛା ଅଛି ତାହା ଜାଣିପାରିବେ ।

1- ଆପଣ ଜଣେ ବହୁତ ଶାନ୍ତି ପ୍ରିୟ ମଣିଷଟିଏ ଅଟନ୍ତି । ଆପଣ ନିଜ ପରିବାରର କଥା ଅନୁଯାଇ କାମ କରିବାକୁ ଅଧିକ ଭଲ ପାଇଥାନ୍ତି । ନିଜର ସଭ୍ୟତା ଓ ସଂସ୍କୃତି ଏହି ସବୁ ନୀତିନିୟମକୁ ବିଶ୍ବାସ କରିବା ଓ ମାନିବା ଉପରେ ଆପଣ ଅଧିକ ଧ୍ୟାନ ରଖନ୍ତି । ପ୍ରକୃତୀ ପ୍ରେମୀ ଲୋକଟିଏ ଆପଣ ଅଟନ୍ତି । ହେଲେ ଆପଣଙ୍କ ଯାହା ଇଛା ଆପଣ ତାକୁ ଅନେକ ସମୟରେ ପାଇପାରନ୍ତି ନାହିଁ । ତଥାପି ଆପଣ ନିଜ ଦୁନିଆରେ ଭଲରେ ବଞ୍ଚିବାକୁ ଚାହାନ୍ତି ।

2- ଆପଣ ଜଣେ ବୁଦ୍ଧିମାନ ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ଆପଣଙ୍କ ନିଜ କାମରେ ଅଧିକ ଫୋକୋଷ କରିବାକୁ ଭଲ ଲାଗେ । ପାଠ ପଢିବା ବ ନିଜ କ୍ଯାରିଅରକୁ ଉତ୍ତମ ଭାବେ ଗଢି ତୋଳିବା ଉପରେ ଆପଣ ଅଧିକ ଧ୍ୟାନ ଦିଅନ୍ତି । ଆପଣଙ୍କ ପାଖରେ କୌଣସି ବ୍ୟକ୍ତି ଚାହିଁଲେ ବି  ମିଛ କହି ଖସି ଯାଇପାରିବ ନାହିଁ ବୋଲି ଏପରି କିଛି ଭାବନା ଏହି ବ୍ୟକ୍ତିଙ୍କୁ ଲାଗିଥାଏ ।

3- ଆପଣ ଜଣେ ବହୁତ ପଜିଟିଭ ଲୋକ ଅଟନ୍ତି । ଆପଣ ସବୁବେଳେ ଭଲ ଚିନ୍ତାଧାରା ନେଇ ବଞ୍ଚୁଥିବା ବେଳେ ଅନ୍ୟକୁ ମଧ୍ୟ ଭଲରେ ଜୀବନ ବିତାଇବାକୁ ପରାମର୍ଶ କରନ୍ତି । ଲୋକଙ୍କୁ ଭଲ ମାର୍ଗରେ ଯିବା ପାଇଁ ଗାଇଡ୍ ମଧ୍ୟ କରିଥାନ୍ତି । ତେଣୁ ଆପଣଙ୍କୁ ଦେଖି ବା ଆପଣଙ୍କ କଥା ଶୁଣି ବହୁତ ଲୋକ ଆପଣଙ୍କ ଠାରୁ ଅନୁପ୍ରାଣୀତ ମଧ୍ୟ ହୋଇଥାନ୍ତି ବୋଲି ଆପଣଙ୍କ ପର୍ଶନଙ୍କୁ ଏମିତି ଲାଗେ ।

4- ଆପଣ ଟିକେ ଜିଦିଆ ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କୁ ବୁଝିବା ବା ବୁଝିବା 2 ଟି ଯାକ କାମ ବହୁତ କଷ୍ଟକର ଅଟେ । ଆଜିକାଲି ଆପଣ ବହୁତ ଆଙ୍ଗରୀ ନେଚରର ହୋଇଯାଛନ୍ତି । କଥା କଥାରେ ଆପଣ ରାଗିଯାଉଛନ୍ତି । ହେଲେ ଆପଣ ଜଣେ ଏମିତିକା ପର୍ଶନ ଅଟନ୍ତି । ଯିଏ ସବୁ କାମକୁ ନୀତିନିୟମ ବା ଡିସିପ୍ଲୀନ ଭାବେ କାରିବାକୁ ଭଲ ପାଆନ୍ତି ବୋଲି ଆପଣଙ୍କ ପର୍ଶନଙ୍କୁ ଆପଣଙ୍କ ବିଷୟରେ ଏମିତି ହିଁ କିଛି ଲାଗେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *