ସିଂହ ଆଗରେ ନାଚୁଥିଲେ ମହିଳା, ତାପରେ ଯାହା ହେଲା ନା…ଆପଣ ନିଜ ଆଖିକୁ ବିଶ୍ବାସ କରି ପାରିବେନି, ଦେଖନ୍ତୁ ଏହି Video

ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଓ ଖବର ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତେବେ ଏହି ସବୁ ଘଟଣା ଓ ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ସୋସିଆଲ ମିଡିଆର ବ୍ୟବହାରରେ ଲୋକମାନେ ଯେକୌଣସି ସ୍ଥାନରେ ରହି ଏହି ସବୁ ଘଟଣା ଗୁଡିକ ବିଷୟରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ତେବେ ଏହି ଭିଡିଓଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ନିଶ୍ଚୟ ଆପଣ ମାନଙ୍କର ହୋସ ଉଡିଯିବ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ଭାଇରାଲ ହେଉଥିବା ଭିଡିଓରେ ସିଂହ ଖୁଆଡରେ ଜଣେ ମହିଳା ପଶି ଯାଇଥିବାର ନଜର ଆସୁଛନ୍ତି । ସିଂହ ଖୁଆଡ ଚାରି ପାଖରେ ଥିବା ସୁରକ୍ଷା ପ୍ରାଚେରିକୁ ଡେଇଁ ମହିଳା ଜଣକ ଭିତରକୁ ପଶି ଯାଇଥିଲେ ଆଉ ତା ପରେ ଯାହା ଘଟିଥିଲା ତାହା ଆପଣ ମାନଙ୍କ ସାମ୍ନାରେ ।  ମହିଳା ଜଣକ ସିଂହ ଖୁଆଡରେ ପଶିବା ମାତ୍ରେ ତାଙ୍କର ସାମ୍ନା ହୋଇଥିଲା ଏକ ସିଂହ ସହ ।

ଉଭୟ ମୁହାଁ ମୁହିଁ ହେବା ପରେ ପରସ୍ପରକୁ କିଛି ସମୟ ଚାହିଁ ରହିଥିଲେ । ବନ୍ଧୁଗଣ ସିଂହକୁ ଜଙ୍ଗଲର ରାଜା କୁହାଯାଏ । ସିଂହ ଏକ ହିଂସ୍ର ଜନ୍ତୁ ଯଦି କେହି ପ୍ରାଣୀ ସିଂହ ସାମ୍ନାକୁ ଯାଏ ତା ହେଲେ ସେ ନିଜ ପ୍ରାଣ ହରାଇ ଥାଏ । ଅନେକ ଲୋକ ସିଂହକୁ ଦେଖିବା ମାତ୍ରେ ଭୟ କରନ୍ତି ହେଲେ ଏହି ମହିଳା ଜଣକ ସିଂହ ସାମ୍ନାକୁ ଯାଇ ଡ୍ୟାନ୍ସ କରିଥିଲେ । ମହିଳା ସିଂହ ସାମ୍ନାରେ ଡ୍ୟାନ୍ସ କରୁଥିବା ବେଳେ ସିଂହଟି ଶାନ୍ତ ମୁଦ୍ରାରେ ଚାହିଁ ରହୁଥିବାର ନଜର ଆସୁଛି ।

ସେହି ସମୟରେ ସିଂହଟି ମହିଳାଙ୍କ ଉପରୁ କୌଣସି ପ୍ରକାର ଆକ୍ରମଣ କରିବା ପାଇଁ ଉଦ୍ୟମ କରି ନଥିଲା । ହେଲେ ସେହି ସମୟରେ ମହିଳା ଜଣକ ସିଂହକୁ ଉସୁକାଇବା ପାଇଁ ଚେଷ୍ଟା କରିଥିଲେ । ଏହି ଘଟଣାଟି ହେଉଛି ଗତ ଶନିବାରର । ରିପୋର୍ଟ ଅନୁଯାଇ ସିଂହଟି ହେଉଛି ଆଫ୍ରିକୀୟ ପ୍ରଜାତିର । ଏହି ଘଟଣାଟି ନ୍ୟୁୱାର୍କର ବ୍ରୋଙ୍କସ ଚିଡିଆ ଖାନାରେ ଘଟିଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *