ଏହି ମାଙ୍କଡଟି ତ ବେଲଜ୍ୟା ର ସବୁ ସୀମା ହିଁ ଟପିଗଲା, ଦେଖନ୍ତୁ ଏହି Funny ଭିଡିଓ ହସି ହସି ପେଟ ଦରଜ ହେଇଯିବ

ବନ୍ଧୁଗଣ ଆମେ ମାନେ ସମସ୍ତେ ଏହା ଶୁଣିଛୁ ଯେ, ମାଙ୍କଡ ଆମର ପୂର୍ବଜ ଥିଲେ ହେଲେ ଆଜି ଆମେ ଏହା ପ୍ରମାଣ କରିଦେବୁ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ମାଙ୍କଡ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କର ହରକତ କୌଣସି ବୁଦ୍ଧିଜୀବୀ ଠାରୁ କମ ନୁହେଁ । ଏହି ମାଙ୍କଡ ମାନଙ୍କ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଏଲିସେନ ଟିନ ନାମକ ଜଣେ ଯୁବତୀ ଏକ ଚିଡିଆ ଖାନା ବୁଲିବା ପାଇଁ ଯାଇଥିଲେ । ସେହି ଚିଡିଆ ଖାନାରେ ଏଲିସେନ କିଛି ମାଙ୍କଡ ମାନଙ୍କୁ ଦେଖିଥିଲେ । ଗୋଟେ ମାଙ୍କଡ ଛୁଆ ଏଲିସେନଙ୍କ ଡ୍ରେସକୁ ଟାଣି ଦେଖିବା ପାଇଁ ଚେଷ୍ଟା କରୁଛି । ମାଙ୍କଡ ଛୁଆର ଏହି ଅଜବ ହରକତ ଆପଣ ମାନଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିଥିବ ।

୨. ବନ୍ଧୁଗଣ ଆମ ଦ୍ଵିତୀୟ ଭିଡିଓରେ ଜଣେ ଯୁବତୀ ଏକ ଚିଡିଆ ଖାନା ବୁଲିବା ପାଇଁ ଯାଇଥିଲେ । ସେ ମାଙ୍କଡ ମାନଙ୍କର ଫଟୋ ଉଠାଉଥିବା ବେଳେ କିଛି ମାଙ୍କଡ ଛୁଆ ତାଙ୍କ ଦେହରେ ଚଢିବାକୁ ଲାଗିଲେ । କିଛି ସମୟ ପରେ ମାଙ୍କଡ ଛୁଆ ମାନେ ତାଙ୍କ ଡ୍ରେସ ଭିତରେ ପଶିଗଲେ । ମାଙ୍କଡ ଛୁଆଙ୍କ ଏଭଳି ହରକତ ଉପରେ ଆପଣ ମାନେ କଣ କହିବେ ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ଭିଡିଓରେ ଜଣେ ଯୁବତୀ ଦୁଇଟି ଚିମ୍ପାଞ୍ଜିଙ୍କ ସହ ଫଟୋ ସୁଟ କରୁଥିବାର ନଜର ଆସୁଛନ୍ତି । ଏହି ଚିମ୍ପାଞ୍ଜି ବହୁତ ନଟଖଟ ଅଛନ୍ତି । ଚିମ୍ପାଞ୍ଜି କେତେବେଳେ ଯୁବତୀଙ୍କ ଗାଲକୁ କିସ୍ କରୁଛନ୍ତି ତ କେତେବେଳେ ଯୁବତୀଙ୍କ ସହ ଫ୍ଲର୍ଟ କରୁଛନ୍ତି । ଚିମ୍ପାଞ୍ଜିଙ୍କ ଏହି ହରକତ ଦେଖିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

୪. ବନ୍ଧୁଗଣ ମାଙ୍କଡ ମାନେ ରାଗିଗଲେ ମଣିଷ ଉପରେ ଆକ୍ରମଣ କରିଦିଅନ୍ତି । ଆପଣ ମାନେ ଏହି ଭିଡିଓଟିକୁ ଟିକେ ଭଲ ସେ ଦେଖନ୍ତୁ । ଏହି ଭିଡିଓରେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଗୋଟେ ମାଙ୍କଡ ଦ୍ରୁତ ଗତିରେ ଦଉଡି ଆସୁଛି ଓ ବୃଦ୍ଧ ବ୍ୟକ୍ତିକୁ ପଛ ପଟରୁ ଏକ ଗୋଇଠା ଦେଇ ଚମ୍ପଟ ମାରୁଛି । ବୃଦ୍ଧ ଜଣକ ବୁଝି ପାରିଲେ ନାହିଁ ଯେ, ତାଙ୍କୁ ପଚାରୁ ଧକା ଦେଲା ।

୫. ବନ୍ଧୁଗଣ ଅନେକ ଲୋକଙ୍କୁ ମିଡିଲ ଫିଙ୍ଗର ଦେଖାଇବା ପାଇଁ ବହୁତ ଭଲ ଲାଗେ । ଏହି ଭିଡିଓରେ ଜଣେ ଯୁବକ ଏକ ମାଙ୍କଡକୁ ମିଡିଲ ଫିଙ୍ଗର ଦେଖାଇ ଦେଲା ହେଲେ ସେ ଜାଣି ନଥିଲା ତା ସହ କଣ ହେବ । ମିଡିଲ ଫିଙ୍ଗର ଦେଖାଇବା ପରେ ମାଙ୍କଡଟି ଯୁବକ ଉପରେ ଆକ୍ରମଣ କରିଦେଲା ଓ ଗୋଟେ ଧକା ଦେଲା ଯାହାଫଳରେ ଯୁବକଟି ତଳେ ପଡିଲା ।

Leave a Reply

Your email address will not be published. Required fields are marked *