Interesting Gk Questions- ଭାରତର କେଉଁ ପ୍ରଧାନ ମନ୍ତ୍ରୀଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା ? 99 % ଲୋକ ଜାଣି ନଥିବେ…

ବନ୍ଧୁଗଣ ଆମେ ମାନେ ପିଲା ଦିନରୁ ଜ୍ଞାନ ଆହରଣ କରିଥାଉ । ବନ୍ଧୁଗଣ ଏକ ସୁଖମୟ ଜୀବନ ବଞ୍ଚିବା ପାଇଁ ଜ୍ଞାନର ବହୁତ ଆବଶ୍ୟକତା ରହିଥାଏ । ଯଦି ଆପଣ ଜ୍ଞାନୀ ହୋଇଥିବେ ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବର୍ତ୍ତମାନର ସମୟରେ ଅନେକ ଲୋକ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନ ନେଇ ଆସିଛୁ ଯାହା ଆପଣଙ୍କ ଚାକିରି କ୍ଷେତ୍ରରେ ଆପଣଙ୍କୁ ଅନେକ ସହାୟତା କରିବ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସାଧାରଣ ଜ୍ଞାନ ବିଷୟରେ ।

୧. କେଉଁ ପକ୍ଷୀ କେବଳ ବର୍ଷା ଦିନରେ ପାଣି ପିଇଥାଏ ?

ଉତ୍ତର- ଚାତକ ପକ୍ଷୀ କେବଳ ବର୍ଷା ଦିନରେ ପାଣି ପିଇଥାଏ ।

୨. କେଉଁ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ?

ଉତ୍ତର- ତେଲେଙ୍ଗାନା ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।

୩. ତାଜମହଲକୁ କିଏ ବିକି ଦେଇଥିଲା ?

ଉତ୍ତର- ତାଜମହଲକୁ ବିହାରର ନଟବର ଲାଲ ବିକି ଦେଇଥିଲା ।

୪. କେଉଁ ରସକୁ ପିଇବା ପରେ ଚେହେରା ଚମକଦାର ହୋଇଯାଇଥାଏ ?

ଉତ୍ତର- ଆଲୋବେରା ରସକୁ ପିଇବା ପରେ ଚେହେରା ଚମକଦାର ହୋଇଯାଇଥାଏ ।

୫. ଭାରତର ସବୁଠାରୁ ବଡ ଗାର୍ଡେନ କେଉଁଠି ଅଛି ?

ଉତ୍ତର- ଭାରତର ସବୁଠାରୁ ବଡ ଗାର୍ଡେନ ଅଲିପୁର କଲିକତାରେ ଅଛି ।

୬. କେଉଁ ଜୀବର ମୁହଁରେ ୧୪ ହଜାର ଦାନ୍ତ ଅଛି ?

ଉତ୍ତର- ବେଲୁଗା ୱ୍ହେଲର ମୁହଁରେ ୧୪ ହଜାର ଦାନ୍ତ ଅଛି ।

୭. ଭାରତରେ ମୋଟ କେତୋଟି ଉଚ୍ଚ ନ୍ୟାୟଳୟ ଅଛି ?

ଉତ୍ତର- ଭାରତରେ ମୋଟ ୨୪ଟି ଉଚ୍ଚ ନ୍ୟାୟଳୟ ଅଛି ।

୮. ଭାରତର କେଉଁ ରାଜ୍ୟରେ କୋରିଆ ନାମକ ଜିଲ୍ଲା ଅଛି ?

ଉତ୍ତର- ଭାରତର ଛତିଶଗଡ ରାଜ୍ୟରେ କୋରିଆ ନାମକ ଜିଲ୍ଲା ଅଛି ।

୯. କେଉଁ ଜୀବ ପାଣିକୁ ୧୯ କିଲୋମିଟର ଦୂରତାରେ ଶୁଙ୍ଗି ଦିଏ ?

ଉତ୍ତର- ହାତୀ ପାଣିକୁ ୧୯ କିଲୋମିଟର ଦୂରତାରେ ଶୁଙ୍ଗି ଦିଏ ।

୧୦. ମରିବା ପରେ ମଣିଷର ମସ୍ତିସ୍କ କେତେ ସମୟ ପର୍ଯ୍ୟନ୍ତ ଜୀବିତ ରହିଥାଏ ?

ଉତ୍ତର- ମରିବା ପରେ ମଣିଷର ମସ୍ତିସ୍କ ୧୦ ମିନିଟ ପର୍ଯ୍ୟନ୍ତ ଜୀବିତ ରହିଥାଏ ।

୧୧. କେଉଁ ଜୀବର ମସ୍ତିସ୍କ ତାର ଶରୀର ଠାରୁ ବଡ ହୋଇଥାଏ ?

ଉତ୍ତର- ପିମ୍ପୁଡିର ମସ୍ତିସ୍କ ତାର ଶରୀର ଠାରୁ ବଡ ହୋଇଥାଏ ।

୧୨. ଏମିତି କେଉଁ ଜିନିଷ ଅଛି ଯାହା ସମୁଦ୍ରରେ ଜନ୍ମ ହୋଇଥାଏ ହେଲେ ଘରେ ରହିଥାଏ ?

ଉତ୍ତର- ଲୁଣ ସମୁଦ୍ରରୁ ଆସିଥାଏ ହେଲେ ଘରେ ରଖାଯାଏ ।

୧୩. ଏମିତି କେଉଁ ଜିନିଷ ଅଛି ଯାହା ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର- ଶୋସୋ ପାଣି ପିଇବା ପରେ ମେଣ୍ଟି ଯାଇଥାଏ ।

୧୪. ଭାରତର କେଉଁ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ପାକିସ୍ତାନରେ ହୋଇଥିଲା ?

ଉତ୍ତର- ଡକ୍ଟର ମନମୋହନ ସିଂହ

Leave a Reply

Your email address will not be published. Required fields are marked *