କ’ଣ ଆପଣ ବି ଶତ୍ରୁ ମାନଙ୍କ ପାଇଁ ଚିନ୍ତିତ ରହୁଛନ୍ତି ! ଶୁଖିଲା ଲଙ୍କାକୁ ଏହି ସ୍ଥାନରେ ପୋତି ଦିଅନ୍ତୁ ! ସବୁ ଶତ୍ରୁଙ୍କର ନାଶ ହୋଇଯିବ !

ବନ୍ଧୁଗଣ ମଣିଷ ନିଜ ଜୀବନରେ ଉନ୍ନତି କରିବା ସମୟରେ ତା’ ପଛ ରେ କେହି ନା କେହି ଶତ୍ରୁ ପଡିଯାଇଥାଏ । ଯାହା ଦ୍ଵାରା ସେହି ଶତ୍ରୁଟି ବ୍ୟକ୍ତିର ଉନ୍ନତି ପଥରେ ବାଧା ସୃଷ୍ଟି କରିଥାଏ । କେବେ ବାହାର ଲୋକ ଶତ୍ରୁ ହୋଇଥାନ୍ତି ବା ଅନ୍ୟ କେତେବେଳେ ନିଜ ଆଖପାଖର ଲୋକ ମଧ୍ୟ ବ୍ୟକ୍ତିର ଶତ୍ରୁ ପାଲଟି ଯାଇଥାନ୍ତି । ଅନେକ ଲୋକ ଏପରି ଥାଆନ୍ତି, କି ଯେ ଅନ୍ୟର ଉନ୍ନତି ଦେଖି ଆଦ୍ୱ ମଧ୍ୟ ସହ୍ୟ କରିପାରିନଥାନ୍ତି । ଯାହା ଦ୍ଵାରା ସେମାନେ ସେହି ବ୍ୟକ୍ତିର କ୍ଷତି କରିବାକୁ ମଧ୍ୟ ପଛାଇ ନଥାନ୍ତି ।

ତେବେ ଏହି ଶତ୍ରୁ ମାନଙ୍କ କବଳରୁ ବଞ୍ଚିବା ପାଇଁ ଆମେ ଆପଣଙ୍କୁ ଏକ ଉପାୟ ବିଷୟରେ କହିବାକୁ ଯାଉଛୁ । ଯେଉଁ ଉପାୟ ଦ୍ଵାରା ଆପଣ ନିଜ ଶତ୍ରୁ ଠାରୁ ଦୂରେଇ ରହିବେ । ଏହି ଉପାୟ ପାଇଁ ଆପଣଙ୍କୁ ଲଙ୍କାର ଆବଶ୍ୟକ ପଡିବ । ତେବେ ଏଥିପାଇଁ ଆପଣ ଶୁଖିଲା ନାଲି ରଙ୍ଗର ଲଙ୍କା ଆଣିବାକୁ ପଡିବ । ନାଲି ଲଙ୍କାର ଏହି ପ୍ରୟୋଗ ଦ୍ଵାରା କୌଣସି ବ୍ୟକ୍ତିର ଜୀବନରେ ଯେତେ ବି ଶତ୍ରୁ ରହିଥାନ୍ତୁ ନା କାହିଁକି ? ସବୁ ଶତ୍ରୁ ଦୂର ହେବାକୁ ଲାଗିବେ ।

ଯାହା ଦ୍ଵାରା ସେହି ବ୍ୟକ୍ତିର ଶତ୍ରୁ ନାଶ ହୋଇଯିବ । ତାପରେ ସେହି ଶତ୍ରୁ ମାନେ ଆସି ବ୍ୟକ୍ତିକୁ କ୍ଷମା ମଧ୍ୟ ମାଗିବେ । ତେବେ ଲଙ୍କା ଦ୍ଵାରା ଆପଣଙ୍କୁ କଣ କରିବାକୁ ହେବ ଆପଣଙ୍କୁ ଏଠାରେ କହିବବାକୁ ଯାଉଛୁ । ବନ୍ଧୁଗଣ କୌଣସି ଏକ ମଙ୍ଗଳବାର ଦିନ ବା ଶନିବାର ଦିନ ହେଉ । ଏହି ମଙ୍ଗଳବାର ଓ ଶନିବାର ଦିନ 2 ଟି ଶତ୍ରୁ ନାଶ କରିବାର ଭଲ ବାର ହୋଇଥାଏ । ତେଣୁ ମଙ୍ଗଳବାର କି ଶନିବାର କୌଣସି ଏକ ବାରରେ ଆପଣ ଏହି ଉପାୟକୁ କରିପାରିବେ ।

ଆପଣ ନିଜ ଘରର ଆଖପାଖର କୌଣସି ମାଟି ସ୍ଥାନରେ କିଛି ମାଟି ଖୋଲିଦେବେ । ସେହି ଗାତରେ ସାଥିରେ ନେଇଥିବା 5 ଟି ଶୁଖିଲା ଲଙ୍କାକୁ ନେଇ ପୋତିଦେବେ । ଲଙ୍କା ଗୁଡିକ ଯେପରି ଅଧା କି ଭଙ୍ଗା ହୋଇନଥିବ । ଏପରିକି ଲଙ୍କାର ଡେମ୍ଫ ମଧ୍ୟ ଛିଡାଜାଇନଥିବ ।

ଲଙ୍କା ଗୁଡିକ ପୋତିବା ସମୟରେ ଯିଏ ଆପଣଙ୍କର ଶତ୍ରୁ ଥିବ, ତା’ ର ନାମକୁ ବାରମ୍ବାର ପାଟିରେ କହି ଲଙ୍କା ଗୁଡିକ ସେହି ଗାତ ଭିତରେ ପୋତିଦେଇ ଚାଲିଆସିବେ । ଏହି ଉପାୟ କରିବା ପରେ ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ଯିବେ ।

ଆପଣଙ୍କ କୌଣସି କାର୍ଯ୍ୟରେ ସେ ବାଧା ସୃଷ୍ଟି କରିବେ ନାହିଁ । ଆପଣଙ୍କ ଅଧୁରା କାର୍ଯ୍ୟ ମଧ୍ୟ ବହୁତ ଶୀଘ୍ର ପୁରା ହେବାକୁ ଲାଗିବ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *