15+ GK: ଅନ୍ଧ ର ସ୍ତ୍ରୀ କୁ କାଲା ପଳାଇ ନେଇ ଯାଉଥିଲା, ଓ ଘୁଙ୍ଗା ତା ଦେଖି ଦେଲା । ତେବେ ଘୁଙ୍ଗା ଅନ୍ଧ କୁ କେମିତି କହିବ ?

ବନ୍ଧୁଗଣ ଆଜି କାଲିର ବ୍ୟକ୍ତିଙ୍କର ଜୀବନ ବହୁତ ବ୍ୟସ୍ତ ବହୁଳ ହୋଇ ପଡିଲାଣି । ହେଲେ ସେହି ମଧ୍ୟରେ ବି ବ୍ୟକ୍ତି ନିଜ ମନକୁ ଖୁସି କରି ନିଜ ଜୀବନର ଚଲା ପଥରେ ଆଗେଇ ଚାଲିଛି । ବନ୍ଧୁଗଣ ଦୁନିଆରେ ଏତେ ସାରା ଜ୍ଞାନ ପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହାର କଳନା କରିବା ମଧ୍ୟ ସମ୍ଭବ । ହେଲେ ଯଦି ବ୍ୟକ୍ତି ପ୍ରତିଦିନ କିଛି କିଛି ଜ୍ଞାନ ପଢିଥାଏ । ତେବେ ସେହି ବ୍ୟକ୍ତିକୁ ସେହି ସବୁ ଜ୍ଞାନର ଆବଶ୍ୟକତା ସ୍ଥଳ ରେ ବହୁତ ଦରକାର ପଡିଥାଏ ।

ଦୁନିଆରେ ଅନେକ ଜ୍ଞାନପୂର୍ଣ୍ଣ କଥା ଭରି ହୋଇ ରହିଛି । ଯାହା ସବୁ କିଛି ଟିକିନିକି କରି ଜାଣିବା । ସାଧାରଣ ପକ୍ଷେ ସମ୍ଭବ ନୁହେଁ । ହେଲେ ସେଥି ମଧ୍ୟରୁ କିଛି ନୂଆ ନୂଆ ଓ ଜ୍ଞାନ ଭରା ତଥ୍ୟ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଯାହା ଆପଣଙ୍କର ଜ୍ଞାନ ବଢାଇବାରେ ସାହାଜ୍ଯ କରିଥାଏ । ଏଥି ସହ ଏହି ସବୁ ଜ୍ଞାନ ଆପଣଙ୍କର ନୀତିଦିନିଆ ଜୀବନରେ ବହୁତ କାମରେ ମଧ୍ୟ ଲାଗିଥାଏ । ତେବେ ଆଉ ସମୟକୁ ବିଳମ୍ବ ନ କରି ଚାଲନ୍ତୁ ସେହି ମଜାଳିଆ କଥା ଆଲୋଚନା କରି ନେବା ।

1- ଭାରତର ସବୁଠାରୁ ବଦ ସରକାରୀ ଚାକିରି କଣ ?

ଉତ୍ତର- ଆଇଏଏସ ।

2- ଦୁନିଆରେ ସବୁଠାରୁ ଉଚ୍ଚ ଇମାରତ ର ନାମ କଣ ?

ଉତ୍ତର- ବୁର୍ଜ ଖଲିଫା ।

3- ଭାରତରେ ଇଣ୍ଟରନେଟ ର ଆରମ୍ଭ କେବେ ହିଥିଲା ?

ଉତ୍ତର- 1995ରେ ।

4- ସିକ୍କିମ କୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା କେଉଁ ବର୍ଷ ମିଳିଥିଲା ?

ଉତ୍ତର- 1975ରେ ।

5- କଙ୍ଗାରୁ କେଉଁ ଦେଶରେ ଅଧିକ ଦେଖାଯାଏ ?

ଉତ୍ତର- ଅଷ୍ଟ୍ରେଲିୟା ।

6- ଦୁନିଆରେ ସବୁଠୁ ଅଧିକ ଦରମା କାହାକୁ ମିଳିଥାଏ ?

ଉତ୍ତର- ଆମେରିକାର ରାଷ୍ଟ୍ରପତିଙ୍କୁ ।

7- ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାର ଆରମ୍ଭ କେବେ ହୋଇଥିଲା ?

ଉତ୍ତର- ମେ 9, 2015ରେ ।

8- ରାଜସ୍ଥାନର ମୋଟ କ୍ଷେତ୍ରଫଳ ର କେତେ ଭାଗ ଥାର ମରୁ ସ୍ଥଳରେ ରହିଛି ?

ଉତ୍ତର- 60% ।

9- ଛତିଶଗଡର କେଉଁ ଜିଲ୍ଲା ରେ ହୀରା ର ଭଣ୍ଡାର ମିଳିଥାଏ ?

ଉତ୍ତର- ରାୟପୁର ।

10- ଜେନେରାଲ କେଉଁ ସେନାର ଏକ ଅଧିକାରୀ ପଦ ଅଟେ ?

ଉତ୍ତର- ଥଳ ସେନାର ।

11- କେଉଁ ଜୀବର ଆଖି ଖରାପ ହେଲେ ଆଉ ଗୋଟେ ଆସିଯାଏ ?

ଉତ୍ତର- ଘୋଘା ।

12- କେଉଁ ଦେଶର ଡାକ ଟିକେଟରେ ସେହି ଦେଶର ନାଁ ନାହିଁ ?

ଉତ୍ତର- ଗ୍ରେଟ ବ୍ରିଟେନ ।

13- କେନ୍ଦ୍ରୀୟ ଭେଡ ଓ ଅନୁସନ୍ଧାନ କେନ୍ଦ୍ର କେଉଁ ଠାରେ ଅଛି ?

ଉତ୍ତର- ଡେରାଡୁନ ।

14- ଆମରିକା ର ରାଷ୍ଟ୍ରୀୟ ଖେଳର ନାମ କଣ ?

ଉତ୍ତର- ବେସବଲ ।

15- ଅନ୍ଧ ର ସ୍ତ୍ରୀ କୁ କାଲା ପଳାଇ ନେଇ ଯାଉଥିଲା, ଓ ଘୁଙ୍ଗା ତାହା ଦେଖି ଦେଲା । ତେବେ ଘୁଙ୍ଗା ଅନ୍ଧ କୁ କେମିତି କହିବ ?

ଉତ୍ତର- ଘୁଙ୍ଗା କାଗଜରେ ଲେଖିବାକୁ ହେବ ଓ ଅନ୍ଧକୁ ଆଉ କାହା ଦ୍ଵାରା ତାହା ପଢାଇବାକୁ ହେବ । ନଚେତ ଘୁଙ୍ଗା ଅନ୍ଧ ସ୍ତ୍ରୀକୁ ବଞ୍ଚାଇବାକୁ ଚେଷ୍ଟା କରିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *