ଶୁଆ ଆପଣଙ୍କୁ ରାତାରାତି କରିଦିଏ ଧନୀ ! ଏହି ଲୋକ ଶୁଆ ରଖିଲେ ହୋଇଥାଏ ସର୍ବନାଶ ! Parrot

ବନ୍ଧୁଗଣ ଅନେକ ଲୋକ ଶୁଆ ଘରେ ରଖିବାକୁ ଭଲ ପାଇଥାନ୍ତି । ତେଣୁ ଅନେକଙ୍କ ଘରେ ଶୁଆ ଥିବାର ଦେଖିବାକୁ ମିଳେ । ତେବେ ଏହି ଶୁଆର ସମ୍ବଦ୍ଧ ବୁଧ ଗ୍ରହ ସହ ରହିଥାଏ । କାରଣ ବୁଧ ଗ୍ରହ ସବୁଜ ରଙ୍ଗ ହୋଇଥିବା ବେଳେ ଶୁଆ ମଧ୍ୟ ସବୁଜ ରଙ୍ଗର ହୋଇଥାଏ । ଶୁଆ ଏକ ବୁଦ୍ଧିମାନ ପକ୍ଷୀ ଅଟେ । ତେବେ ଶୁଆ ଘରେ ରଖିବା ଦ୍ଵାରା କେଉଁ ସବୁ ଫାଇଦା ହୋଇଥାଏ ଚାଲନ୍ତୁ ସେ ବିଷୟରେ ଜାଣିବା । ସେଥିମଧ୍ୟରୁ କେଉଁ ଲୋକଙ୍କୁ ଶୁଆ ଘରେ ରଖିବା ଉଚିତ ନୁହେଁ, ସେ ବିଷୟରେ ମଧ୍ୟ ଜାଣିବା ।

1- ଶୁଆକୁ ପ୍ରେମ, ଲମ୍ବା ଆୟୁଷ ପ ସୌଭାଗ୍ୟର ପ୍ରତୀକ ହୋଇଥାଏ । ଯେଉଁ ବ୍ୟକ୍ତି ଶୁଆର ଫୋଟ, ମୂର୍ତ୍ତି ବା ସତସତିକିଆ ଶୁଆ ପାଳିଥାଏ । ସେହି ଘରକୁ ଶୁଆ ସମୃଦ୍ଧି ନେଇକି ଆସିଥାଏ । ଶୁଆର ମନ ଯେତେବେଳେ ଖୁସି ରହିଥାଏ । ସେତେବେଳେ ଶୁଆ ଠିଆ ଘରକୁ ମଧ୍ୟ ଅଚାନକ ଭାବେ ଖୁସି ଆସିବାରେ ଲାଗେ ।

2- ଘରର ଉତ୍ତର ଦିଗରେ ଶୁଆର ଫୋଟ ବା ଚିତ୍ର ଲଗାଇବା ଦ୍ଵାରା ଶୁଭ ହୋଇଥାଏ । ଏଥିସହ ସେହି ଘରର ପିଲାଙ୍କର ମଧ୍ୟ ପାଠ ପଧାରେ ମନ ଲାଗିଥାଏ । ଏଥିସହ ଦାମ୍ପତ୍ୟ ଜୀବନରେ ମଧୁରତା ଆସିଥାଏ । 3- ବେଡ୍ ରୁମ୍ ରେ ଶୁଆଙ୍କର ଯୋଡା ଫୋଟ ରଖିଲେ ଦାମ୍ପତ୍ୟ ଜୀବନ ସୁଖମୟ ରହିଥାଏ । ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଅଯଥା ମନୋମାଳିନ୍ୟ ଦେଖାଯାଇନଥାଏ ।

4- ଜନ୍ମ କୁଣ୍ଡଳୀର ଦିତୀୟ ଭାଗରେ ବୁଧ ଗ୍ରହ ରହିଥାଏ । ତେବେ ଘରେ କୌଣସି ପଶୁକୁ ପାଳିବା ଭଲ ନୁହେଁ । ଯେପରି କୁକୁର, ଛେଳି ଓ ଶୁଆକୁ ଘରେ ପାଳିବା ଉଚିତ ହୋଇନଥାଏ । କାରଣ ସେହି ବ୍ୟକ୍ତି ଯଦି ଏହି ମାନଙ୍କୁ ପାଳିଥାଏ । ତେବେ ସେ ଦରିଦ୍ର ହୋଇଯାଏ । କାରଣ ଯେଉଁ ବ୍ୟକ୍ତିର ଗ୍ରହର ଚଳଣ ଭଲ ଥାଏ ।

ତେବେ ବ୍ୟକ୍ତି ଘରେ ଶୁଆ ପାଳି ଧନବାନ ହୋଇପାରିଥାଏ । ହେଲେ ଯେତେବେଳେ କୌଣସି ବ୍ୟକ୍ତିର ଗ୍ରହ ଚଳନ ଠି ନଥାଏ । ତେବେ ସେହି ବ୍ୟକ୍ତି ଶୁଆ ପୋଷିବା ଦ୍ଵାରା ତା’ ର ଭାଗ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଥାଏ ।

5- ଲୁହାର ପିଞ୍ଜରାରେ ଶୁଆ ପାଳିବା ଅନୁଚିତ । ଏପରି କରିବା ଦ୍ଵାରା ବ୍ୟକ୍ତିକୁ ପାପ ଲାଗିଥାଏ । ଯଦି ଲୁହାର ପିଞ୍ଜରାରେ ଶୁଆ ରଖିଥାନ୍ତି । ତେବେ ସେହି ପିଞ୍ଜରାରେ ରଙ୍ଗ ଦେଇ ତାହାକୁ ରଙ୍ଗୀନ କରିଦିଅନ୍ତୁ । ନଚେତ ଷ୍ଟିଲ କିମ୍ବା ଅଲଗା ଧାତୁରେ ବନା ଯାଇଥିବା ପିଞ୍ଜରାରେ ଶୁଆ କୁ ରଖନ୍ତୁ । ଏହା ଆପଣଙ୍କ ପାଇଁ ଭଲ ହୋଇଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *