ଗାଈର ଏହି ଅଙ୍ଗକୁ ସ୍ପର୍ଶ କରନ୍ତୁ, ଜୀବନର ସବୁ ଦୁଃଖ ଦୂର ହୋଇଯିବ… ଯାହା ଚାହିଁବେ ତାହା ପାଇବେ…

ବନ୍ଧୁଗଣ ଗାଈ ହେଉଛନ୍ତି ସମସ୍ତ ଜଗତର ମା’ ବୋଲି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । କଥାରେ ଅଛି ଯେଉଁ ଘରେ ଗାଈ ରହିଥାଏ। ସେହି ଘରେ ସମସ୍ତ ବାସ୍ତୁ ଦୋଷ ଦୂରେଇ ଯାଇଥାଏ । ଧାର୍ମିକ ଗ୍ରନ୍ଥ ଅନୁଯାଇ ଗାଈ ଦେହରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି । ତେଣୁ ଯେଉଁ ବ୍ୟକ୍ତି ଗାଈର ସେବା ଯତ୍ନ କରିଥାଏ । ଗାଈକୁ ଖାଇବାକୁ ଦେଇଥାଏ । ସେହି ବ୍ୟକ୍ତିକୁ ସମସ୍ତ ଦେବାଦେବୀଙ୍କର ଆଶ୍ରୀବାଦ ପ୍ରାପ୍ତ ହୋଇଥାଏ ।

ଗାଈ ଉପରେ ସବୁ ନକ୍ଷତ୍ର ମାନଙ୍କର ପ୍ରଭାବ ପଡିଥାଏ । ତେବେ ଯଦି ଜଣେ ବ୍ୟକ୍ତି ଗାଈର ପୂଜା କରିଥାଏ । ତେବେ ତାକୁ କେଉଁ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ଚାଲନ୍ତୁ ଜାଣିବା । ଗାଈର ଏହି ଅଙ୍ଗକୁ ଛୁଇଁଲେ ବହୁତ ପୂଣ୍ୟ ହୋଇଥାଏ ।

1- ଯେଉଁ ବ୍ୟକ୍ତି ଗାଈକୁ ସବୁଜ ଚାରା ଖାଇବାକୁ ଦିଏ । ସେ ବୁଦ୍ଧିମାନ ହୋଇଥାଏ । ଏଥିସହ ବ୍ୟକ୍ତିର ଅନେକ ସମସ୍ଯା ଦୂର ହୋଇଯାଇଥାଏ। 2- ଗାଈର ଦାନ କରିବା ବହୁତ ଶୁଭ ଅଟେ । ଯେଉଁ ବ୍ୟକ୍ତିର କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ଖରାପ ଥାଏ । ତେବେ କୌଣସି ଗରିବ ବ୍ରାହ୍ମଣଙ୍କୁ କିମ୍ବା କୌଣସି ଗରିବ ଲୋକଙ୍କୁ ଗାଈର ଦାନ ନିହାତି ଭାବେ କରନ୍ତୁ ।

3- ଯେଉଁ ବ୍ୟକ୍ତି ଶନିଦଶା ଭୋଗ କରିଥାଏ । ତେବେ ସେହି ବ୍ୟକ୍ତି କଳା ଗାଈର ଦାନ କରନ୍ତୁ । ଏଥିସହ ଭଗବାନ ଶନି ମହାରାଜଙ୍କ କୃପା ଦ୍ରୁଷ୍ଟିରୁ ବ୍ୟକ୍ତିର ଭାଗ୍ୟ ଚମକି ଉଠିଥାଏ । 4- ଯେଉଁ ବ୍ୟକ୍ତିର କାର୍ଯ୍ୟରେ ସଫଳତା ପ୍ରାପ୍ତ ହେଉନଥିବ । କାର୍ଯ୍ୟ କରୁ କରୁ ସବୁବେଳେ ଅଧୁରା ହୋଇ ରହୁଥିବ । ତେବେ ଗାଈଙ୍କୁ ରୁଟି ଖାଇବାକୁ ଦେବା ବହୁତ ଭଲ କାର୍ଯ୍ୟ ଅଟେ ।

ଏଥିସହ ନିଜର ମନସ୍କାମନା ମଧ୍ୟ ଗାଈର କାନରେ ଜଣାଇ ତାଙ୍କୁ ପ୍ରଣାମ କରନ୍ତୁ । ଏହା କରିବା ଦ୍ଵାରା ବ୍ୟକ୍ତିର ଶୋଇ ରହିଥିବା ଭାଗ୍ୟର ଉଦୟ ହୋଇଥାଏ । ବ୍ୟକ୍ତି ତା’ ର କାର୍ଯ୍ୟର ଉପଯୁକ୍ତ ଫଳ ମିଳିଥାଏ । ଯେଉଁ ବ୍ୟକ୍ତି ହୃଦୟରୁ ଗୋମାତାଙ୍କର ସେବା କରିଥାନ୍ତି । ସେହି ବ୍ୟକ୍ତି ଯମଲୋକକୁ ଜୀବ ସମୟରେ ପଡୁଥିବା ଭୟଙ୍କର ବୈତରଣୀ ନଦୀକୁ ଗାଈର ଲାଞ୍ଜ ଧରି ବହୁତ ସହଜରେ ପାର ହୋଇଯାଇପାରେ ।

ତେଣୁ ଗାଈର ଲାଞ୍ଜ ମଧ୍ୟ ବହୁତ ପ୍ରଭାବଶାଳୀ ଅଟେ । ଗାଈଙ୍କୁ ଖାଇବାକୁ ଦେଇ ତାଙ୍କର ଆଦର କରିବା ବହୁତ ପୂଣ୍ୟ କାର୍ଯ୍ୟ ଅଟେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ କରିକି ଜଣାନ୍ତୁ । ଏଥିସହ ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *