ଶୀଘ୍ର ପତନ ଓ ସହବାସରେ ସମସ୍ଯା ! ଜାଣନ୍ତୁ କାରଣ ଓ ଚିକିତ୍ସା (Dr Debabrata Sabat)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ jounangaର ସମସ୍ଯା ! sahabasaରେ ଅନିଚ୍ଛା ! ତେବେ ପୁରୁଷ ଓ ମହିଳା ମାନଙ୍କ ଠାରେ ସ୍ଵାସ୍ଥ ଜନିତ ଅନେକ ପ୍ରକାର ସମସ୍ଯାମନ ରହିଥାଏ । ଯାହାକୁ ସେମାନେ ଠିକ କରିବା ପାଇଁ ଡାକ୍ତରଙ୍କର ପରାମର୍ଶ ନେଇଥାନ୍ତି । ତେବେ ସ୍ଵାସ୍ଥ ସମ୍ବଦ୍ଧିତ ସମସ୍ଯା ମାନଙ୍କ ମଧ୍ୟରୁ jounanga ଜନିତ ମଧ୍ୟ ଅନେକ ପ୍ରକାର ସମସ୍ଯାମାନ ରହିଥାଏ । ତେବେ ଯାହାକୁ ଡାକ୍ତରଙ୍କ ଆଗରେ ନିଜର ସମସ୍ଯା ଜଣାଇବାକୁ  ଅନେକ ସମୟରେ ବହୁ ପେସେଣ୍ଟ କୁଣ୍ଠାବୋଧ କରିଥାନ୍ତି ।

ତେବେ ଏହିପରି jounanga ସମ୍ବଦ୍ଧିତ ବହୁ କିଛି ସମସ୍ଯାର କାରଣ ଓ ନିରାକରଣ ବିଷୟରେ ଆଣ୍ଡ୍ରୋଲୋଜିଷ୍ଟ ଡକ୍ଟର ଦେବବ୍ରତ ସାବତଙ୍କ ହେଲଥ ଟିପ୍ସ ଗୁଡିକ ଆଲୋଚନା କରିବା । ତେବେ କପୁଲ୍ ମାନଙ୍କର ବିଶେଷ କରି ବିବାହ ପରେ ଦମ୍ପତ୍ତି ମାନଙ୍କର saririka ସମ୍ପର୍କ ଏକ ଅତ୍ୟାବଶ୍ୟକ ପ୍ରୟୋଜନ ହୋଇଥାଏ। ତେବେ ବହୁ ଦମ୍ପତ୍ତି ଏପରି ମଧ୍ୟ ଅଛନ୍ତି । ଯେଉଁ ମାନେ ନିଜର ସେ-କ୍ଷୁ-ଆ-ଲ ଲାଇଫରେ ସନ୍ତୁଷ୍ଠ ନାହାନ୍ତି ।

କାରଣ ଯେପରିକି ବହୁ ଗୁଡିଏ ସେ-କ୍ଷୁ-ଆ-ଲ ପ୍ରୋବ୍ଲେମ ଯେପରି ଶୀ-ଘ୍ର ପ-ତ-ନ ହେବା, jouna ଅକ୍ଷମତା, yoni ରେ ସୁଶ୍ଖତା ଆସିବା, ଏହିପରି ବହୁ ଗୁଡିଏ କାରଣ ଯୋଗୁ sahabasa କରିବାକୁ ଦମ୍ପତ୍ତି ମାନେ ଅନିଚ୍ଛା ପ୍ରକାଶ କରିଥାନ୍ତି । ତେବେ ଏହି ସମସ୍ଯା ସାଧାରଣ ୨ ପ୍ରକରାର ହୋଇଥାଏ । ଯେପରି ପ୍ରାଇମେରୀ ଓ ଅନ୍ୟଟି ସେକେଣ୍ଡାରୀ । ତେବେ ପ୍ରାଇମେରୀରେ ଯଦି ବ୍ୟକ୍ତିର ବଂଶାନୁଗତ ଭାବେ ନିଜ ପରିବାରରେ ଏପରି କିଛି jounanga ସମ୍ବଦ୍ଧିତ ସମସ୍ଯା ରହିଥାଏ ।

ତେବେ ସେମାନଙ୍କ ଠାରେ ମଧ୍ୟ jounaଙ୍ଗ ସମସ୍ଯା ଦେଖା ଦେବାର ସମ୍ଭାବନା ରହିଥାଏ । ସେକେଣ୍ଡାରୀରେ ଯେଉଁ ମାନଙ୍କର କିଛି ସ୍ଵାସ୍ଥଜନିତ ସମସ୍ଯା ବା କ୍ରନିକ ଡିଜିଜ ମାନ ରହିଥାଏ । ସେମାନଙ୍କର ଠାରେ ମଧ୍ୟ ସେ-କ୍ଷୁ-ଆ-ଲ ପ୍ରୋବ୍ଲେମ ଦେଖା ଦେଇଥାଏ । ଏହା ଛଡା ଯଦି ବ୍ୟକ୍ତି କିଛି କାରଣ ପାଇଁ ବହୁ ସମୟ ଧରି manasika ଚାପରେ ରହୁଥାଏ । ତେବେ ସେହି ବ୍ୟକ୍ତି ବିଶେଷ ମାନଙ୍କ ଠାରେ ମଧ୍ୟ ସେ-କ୍ଷୁ-ଆ-ଲ ସମସ୍ଯାମାନ ଦେଖା ଦେଇଥାଏ ।

ତେବେ ଡକ୍ଟରଙ୍କ କହିବ ଅନୁସାରେ ନିଜର ଖାଦ୍ୟ ପ୍ରତି ବିଶେଷ ଯତ୍ନବାନ ହୋଇବା ଆବଶ୍ୟକ । ଦୈନିକ saririka ପରିଶ୍ରମ ତଥା ଏକ୍ସରସାଇଜ ମଧ୍ୟ କରିବାକୁ ପଡିଥାଏ । ଯାହା ଦ୍ଵାରା saririka ସ୍ଥିତି ସୁଦୃଢ ରହିଥାଏ । ଏହା ଛଡା ଯଦି ବିଶେଷ ଭାବରେ ନିଜର ସେକ୍ଷୁଆଲ ଲାଇଫକୁ ନେଇ ପୀଡିତ ରହୁଥାନ୍ତି ।

ଏପରି ସେକ୍ଷୁଆଲ ରିଲେଟେଡ ସମସ୍ଯାର ସାମ୍ନା କରୁଥିବା ବ୍ୟକ୍ତି ବିଶେଷ ମାନେ ଡକ୍ଟରଙ୍କ ପରାମର୍ଶ ନେଇଯିବା ଅତ୍ୟନ୍ତ ଜରୁରୀ ଅଟେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *