ଲୁଣ ଖାଉଥିଲେ ତୁରନ୍ତ ହୋଇଯାନ୍ତୁ ସାବଧାନ ! ହେଇପାରେ ଏହି ରୋଗ, ଜାଣନ୍ତୁ ପ୍ରତିଦିନ କେତେ ଲୁଣ ଖାଇବେ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶରୀରରେ ଲୁଣ ପାଲଟିଛି ସ୍ଲୋ ପଏଯନ ! ତେବେ ଲୁଣର ଅତ୍ୟଧିକ ସେବନ ଫଳରେ ଆଗାମୀ ସମୟରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପ୍ରତି ମଧ୍ୟ ବହୁ ବିପଦ ରହୁଛି । ତେବେ ଲୁଣ ଦେଖିବାକୁ ଓ ଖାଦ୍ୟରେ ପକାଇ ଖାଦ୍ୟର ସ୍ଵାଦ ବଢାଇ ଖାଇବାକୁ ଅତି ସାଧାରଣ ଲାଗିଥାଏ । ହେଲେ ଲୁଣର ମଧ୍ୟ ଏପରି କିଛି ଖରାପତ୍ଵ ରହିଅଛି । ଯାହାକି ଅଧିକ ଲୁଣର ସେବନ କରୁଥିବା ଲୋକଙ୍କୁ ହିଁ ଏହାର କୁପରିମାଣ ଭୋଗିବାକୁ ପଡିବ ।

ତେବେ ଲୁଣ ତ ସମସ୍ତଙ୍କ ଘରେ ବହୁ ସହଜରେ ଉପଲବ୍ଧ ହୋଇଯାଇଥାଏ । କାରଣ ପ୍ରତ୍ଯେକଟି ଖାଦ୍ୟର ସ୍ଵାଦ ବୃଦ୍ଧି କରିବା ପାଇଁ ଲୁଣର ନିହାତି ଭାବରେ ବ୍ୟବହାର କରିଥାନ୍ତି । ତେବେ ବିଶ୍ଵ ସ୍ଵାସ୍ଥ ସଂଗଠନ ତରଫରୁ ଲୁଣ ଉପରେ ଏକ ବିଶେଷ ଜାରିନାମା ଘୋଷଣା କରାଯାଇଛି । ତେବେ ଜଣେ ବ୍ୟକ୍ତି ଯଦି ଦିନକୁ ୧୦. ୮ ଗ୍ରାମର ଲୁଣ  ଖାଉଥାଏ । ତେବେ ଏହା ଆବଶ୍ୟକତା ଠାରୁ ଢେର ଅଧିକ ହୋଇଥାଏ । ତେବେ ଲୁଣ ଖାଇବା ଉପରେ ଯଦି ସଂଯମ ରଖାନଯାଏ ।

ତେବେ ଆଗାମୀ ୭ ବର୍ଷରେ ଲକ୍ଷ ଲକ୍ଷ ଲୋକଙ୍କର ଜୀବନ ପ୍ରତି ବହୁ ବିପଦ ମାଡିଆସିବ । ଯାହା ଦ୍ଵାରା ବ୍ୟକ୍ତିର ଶରୀରରେ ବିଭିନ୍ନ ପ୍ରକାର ସ୍ଵାସ୍ଥସମସ୍ଯା ବାହାରିପଡିବ । ଯାହାକି ଦରକାର ପଡିଲେ ବ୍ୟକ୍ତି ପାଇଁ ପ୍ରାଣଘାତୀ ମଧ୍ୟ ପାଲଟିପରିବ । ଲୁଣର ଅତ୍ୟଧିକ ସେବନ ଫଳରେ ହାର୍ଟଆଟାକ, ଷ୍ଟ୍ରୋକ, ବ୍ଲଡ଼ପ୍ରେସର ଓ ଅନ୍ୟାନ୍ୟ ସ୍ଵାସ୍ଥ ସହ ଜଡିତ ସମସ୍ଯା ମଧ୍ୟ ହୋଇପାରେ ।

ତେବେ ସୋଡିଆୟାମର ଅଧିକ ସେବନ ଫଳରୁ ବହୁତ ଲୋକ ଷ୍ଟ୍ରୋକର ଶିକାର ହେଉଛନ୍ତି । ତେବେ ଲୁଣ ଉପରେ ଏହିଭଳି କିଛି ଭୟଙ୍କର ରିପୋର୍ଟ ବିଶ୍ଵ ସ୍ଵାସ୍ଥ ସଂଗଠନ ତରଫରୁ ହୋଇଅଛି । ତେଣୁ ଲୁଣ ଏପରି ଏକ ଅପରିହାର୍ଜ୍ୟ ସାମଗ୍ରୀ । ତାହା ତ ଦୈନଦିନ ଜୀବନରେ ପ୍ରତ୍ଯେକଟି ବ୍ୟକ୍ତି ବ୍ୟବହାର ନକରି ରହିପାରିବେ ନାହିଁ । ତେଣୁ ଲୁଣର ବ୍ୟବହାର ସମୟରେ ଏହାର ପରିମାଣ ଉପରେ ଅଧିକ ଧ୍ୟାନ ଦେବାକୁ ପଡିବ ।

ତେବେ ଜଣେ ବ୍ୟକ୍ତି ଦିନକୁ ଅତି ବେଶୀରେ ଗୋଟିଏ ଚାମଚ ଲୁଣ ହିଁ ଖାଇବା ଉଚିତ । ଏହାଠାରୁ ଅଧିକ ଲୁଣ ନିଜ ଖାଦ୍ୟ ଠାରୁ ବର୍ଜନ କରିବା ଉଚିତ । ଯଦି ଏହି ପୋସ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *