ମାମାଲାରେ ଆସିଲା ନୂଆ ମୋଡ, ସବୁ ସତ ଓଗାଳିଲା ଶିବ, କହିଲା କିପରି ରଚିଥିଲା ଷଡଯନ୍ତ୍ର !

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ସାମ୍ନା କୁ ଆସିଲା ମାହାଙ୍ଗା ଗଣ ହତୟଆ ଘଟଣାର ଲୋମ ଟାଙ୍କୁରା ତଥ୍ୟ । ଯେଉଁ ଦିନ ଘଟଣା ଘଟିଥିଲା ସେଦିନ ରାତିରେ ବଡ଼ ଭାଇ ର ପରିବାର କୁ କେମିତି ମାଆରିଇଥିଲା ସେହି ବିଷୟରେ ଗୋଟି ଗୋଟି କରି କହିଛି ଅଭିଯୁକ୍ତ ଶିବ ପ୍ରସାଦ ସାହୁ । ଘଟଣା ଦିନ ରାତିରେ ଶିବ ପ୍ରସାଦ ଙ୍କ ପତ୍ନୀ ଟଏଲେଟ୍ ଯିବାକୁ କହିଥିଲେ । କିନ୍ତୁ ଟଏଲେଟ୍ କୁ ତାଲା ଲଗାଇ ଦେଇଥିଲେ ବଡ଼ ଭାଇ ଅଲେଖ ସାହୁ ।

ଘରେ ଗୋଟିଏ ଟଏଲେଟ୍ ଥିଲା ଏବଂ ଅଲେଖ ପ୍ରାୟ ଟଏଲେଟ୍ କୁ ବନ୍ଦ କରି ଦେଉଥିଲେ । ସାନ ଭାଇ ଶିବ ପ୍ରସାଦ ଟଏଲେଟ ଖୋଲିବାକୁ କହିଥିଲେ । କୁଆଡେ ତାଙ୍କ ଭାଉଜ ନିଦରୁ କାହିଁକି ଉଠାଉଛ ବୋଲି ପ୍ରଶ୍ନ କରିଥିଲେ । ଆଉ ଏହା ସହିତ ଆମେ କଣ ତୁମ ସିକ୍ୟୁରିଟି ଗାର୍ଡ ବୋଲି କହି ବିରକ୍ତ ମଧ୍ୟ ହୋଇଥିଲେ । ଏଥିରେ ରାଗି ଯାଇଥିଲେ ଶିବ ପ୍ରସାଦ । କଥା ଆଗକୁ ବଢ଼ିଥିଲା । ଆଉ ଏହା ପରେ ଶିବ ପ୍ରସାଦ କିଛି ସମୟ ପାଇଁ ନିଜ ରୁମ କୁ ଯାଇ ଚୁପଚାପ ବସିଥିଲେ ।

ଆଉ ଏହାପରେ ତାଙ୍କ ରାଗ ପୁରା ମୁଣ୍ଡକୁ ଉଠି ଯାଇଥିଲା । କଟୁଉରୀ ଧରି ପ୍ରଥମେ ନିଜ ଭାଉଜ କୁ ଆକ୍ରରମଣ କରିଥିଲେ । ପରେ ଗୋଟିଏ ଚୋଓଟ ରେ ଭାଉଜ ତଳେ ପଡ଼ି ଯାଇଥିଲେ । ଏହା ପରେ ଶିବ ପ୍ରସାଦ ବଡ଼ ଭାଇ ଅଲେଖ ସାହୁ ଙ୍କୁ ବି ଛାଡି ନଥିଲେ । ଏହାପରେ ଦୁଇ ପୁତୁରା ଓ ଝିଆରୀ କାନ୍ଦି କାନ୍ଦି ଦାଦା ଙ୍କ ଗୋଡ଼ ଧରି ନେଇଥିଲେ । ନେହୁରା ହୋଇ ଆମକୁ ଛାଡ଼ି ଦିଅ ବୋଲି କହିଥିଲେ ।

କିନ୍ତୁ ସେତେବେଳେ ସୈଐତାନ ମୁଡ୍ ରେ ଥିବା ଶିବ ପ୍ରସାଦ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲେ । ପୁଅ ପୁତୁରା ଓ ଭାଇ-ଭାଉଜ କିଛି ବି ତାଙ୍କ ଆଖି କୁ ଦେଖାଯାଉ ନଥିଲା । ଶେଷରେ ନିରୀହ ଛୋଟ ଛୁଆ ଙ୍କୁ ବି ସେ ଶେଷ କରି ଦେଇଥିଲା ବଂ ଏହାପରେ ସେ ଭାବିଥିଲା କାଳେ ଏମାନଙ୍କ ଭିତରୁ କିଏ ବଞ୍ଚିଯିବ ସେଥିପାଇଁ ତା’ ମୁଣ୍ଡ କୁ ଯାହା ବୁଦ୍ଧି ଆସିଥିଲା ତାହା ହିଁ କରିଥିଲା ।

ଅର୍ଥାତ ସମସ୍ତଙ୍କ ଗୋଡ଼ ର ଗୋଇଠି ଓ ହାତର ଶିର କୁ କାଆଟିଇ ପକାଇଥିଲା । ବର୍ତ୍ତମାନ ଅଭିଯୁକ୍ତ ଶିବ ପ୍ରସାଦ କୁ ତିନି ଦିନିଆ ରିମାଣ୍ଡରେ ନେଇଛି ପୋଲିସ । ଏହି ସମୟରେ ଆହୁରି କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ସାମ୍ନା କୁ ଆସିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ବନ୍ଧୁଗଣ ଆପଣ ମାନେ ଉକ୍ତ ଘଟଣା ସମ୍ବନ୍ଧରେ ନିଜର ମତାମତ କଣ ରଖିବେ ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *