ମାତାଲ ହେଇ କାଉଣ୍ଟର ଆଗରେ ବୁଲୁଛି ବିଲେଇ, ସୋସିଆଲ ମିଡିଆରେ ଭାଇରାଲ ହେଲା Video

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘଟଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏହି ଭିଡିଓ ବିଷୟରେ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି ଭାଇରାଲ ଭିଡିଓରେ ଗୋଟେ ବିଲେଇ ମଅଦ କାଉଣ୍ଟର ସାମ୍ନାରୁ ଚାଲି ଚାଲି ଆସୁଛି ।

ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି କି ବିଲେଇର ପାଦ କୁଆଡେ କୁଆଡେ ପଡୁଛି ଆପଣ ମାନେ ଏହି ଭିଡିଓରେ ଦେଖନ୍ତୁ । ଏହି ଦୃଶ୍ୟ ଦେଖିଲେ ଆପଣ ମାନେ ନିଜ ହସ ରୋକିପାରିବେ ନାହିଁ । ବିଲେଇର ଚାଲି ଦେଖିଲେ ଲାଗୁଛି ବୋଧେ କିଏ ଗୋଟେ ବିଲେଇକୁ ମଅଦ ପିଆଇ ଦେଇଛି ନଚେତ କେଉଁଠି ଚାଟି ଚୁଟି ମଅଦ ପିଇ ଦେଇଛି ବିଲେଇ ସେଥିପାଇଁ ଏମିତି ଚାଲୁଛି ।

ବିଲେଇକୁ ଦେଖିଲେ ହସ ଯେତିକି ଲାଗୁଛି କଷ୍ଟ ମଧ୍ୟ ସେତିକି ଲାଗୁଛି । ବିଲେଇଟିକୁ କିଏ ମଅଦ ପିଆଇ ଦେଇଛି । ଦେଖନ୍ତୁ ବିଲେଇର ପାଦ କୁଆଡେ କୁଆଡେ ପଡୁଛି ଗୋଟେ ପୂର୍ବକୁ ତ ଗୋଟେ ପଶ୍ଚିମକୁ । ବିଲେଇ ନିଜେ ବି ଜାଣି ପାରୁ ନାହିଁ ତା ସହ କଣ ହେଉଛି ସେ ବା କେମିତି ଜାଣିବ ଏ ସବୁ ମଅଦର କମାଲ । ବିଲେଇଟିକୁ ଦେଖିଲେ ଜଣା ପଡୁଛି ସେ ମଜା କମ ନେଉଥିବ ହେଲେ ସଜା ଅଧିକ ନେଉଥିବ ।

ଭିଡିଓ ଦେଖିଲେ ଲାଗୁଛି ଯେହେତୁ ସାମ୍ନାରେ ଏକ ମଦ କାଉଣ୍ଟର ଅଛି ଓ କାଉଣ୍ଟର ସାମ୍ନାରୁ ବିଲେଇ ଆସୁଛି ତେଣୁ ବିଲେଇଟି ବୋଧେ ମଅଦ ପିଇ ଦେଇଛି । ଯଦି ବିଲେଇଟି ସିଧା ସିଧା ଚାଲି ଆସିଥାନ୍ତା ତା ହେଲେ ବୋଧେ ଏହି ଭିଡିଓଟି ଆପଣ ମାନେ ଦେଖି ପାରି ନଥାନ୍ତେ । କିନ୍ତୁ ବିଲେଇ ମଅଦ ପିଇଛି ନା ନାହିଁ ଆପଣ ମାନେ ତାର ଚାଲି ଦେଖି ଜାଣି ପାରୁଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଭିଡିଓଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *