ଶାଶୁଘରେ ରାଜ କରିଥାନ୍ତି ଏହି ୬ଟି ନାମର ଝିଅମାନେ, ଦେଖନ୍ତୁ କଣ ଆପଣଙ୍କ ନାଁ ଅଛି ଏଥିରେ ?

ବନ୍ଧୁଗଣ ପ୍ରତ୍ୟେକ ଝିଅକୁ ଦିନେ ନା ଦିନେ ନିଜ ବାପଘରକୁ ଛାଡି ଶାଶୁଘରକୁ ଯିବାକୁ ହୋଇଥାଏ । କେତେକ ଝିଅ ଶାଶୁଘରେ ବହୁତ ସୁଖମୟ ଜୀବନଯାପନ କରିଥାନ୍ତି ତ ଅନ୍ୟ କେତେକ ଝିଅ ଦୁଃଖରେ ଜୀବନ ଅତିବାହିତ କରିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ୬ଟି ନାମ ଥିବା ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଶାଶୁଘରେ ରାଣୀ ପରି ରହିଥାନ୍ତି । ଏହି ଝିଅମାନେ ନିଜ ପରିବାର ସଦସ୍ୟଙ୍କ ମନ ଜିତିବା ସହ ସମସ୍ତଙ୍କୁ ଖୁସିରେ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. “A” ନାମର ଝିଅ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ Aରୁ ହୋଇଥାଏ ସେହି ଝିଅ ମାନଙ୍କ ମନ ବହୁତ ସଫା ରହିଥାଏ । ଏହି ଝିଅ ମାନେ କୌଣସି କଥାକୁ ଲୁଚାଇ ରଖି ନଥାନ୍ତି । ଏହି ଝିଅ ମାନେ ବହୁତ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି ।

ଏମାନଙ୍କ ଯୋଡି ସ୍ଵର୍ଗରୁ ଆସିଥାଏ । ଏହି ଝିଅ ମାନେ ନିଜ ଶାଶୁଘରେ ସମସ୍ତଙ୍କୁ ଖୁସିରେ ରଖିବା ସହ ନିଜେ ମଧ୍ୟ ବହୁତ ଖୁସିରେ ରହିଥାନ୍ତି । ନିଜର ସ୍ଵଭାବ, ପ୍ରେମ ଓ ସ୍ନେହ ଦ୍ଵାରା ଏମାନେ ନିଜ ଶାଶୁଘରେ ରାଣୀ ହୋଇ ରହିଥାନ୍ତି ।

୨. “D” ନାମର ଝିଅ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ D ରୁ ହୋଇଥାଏ ସେମାନେ ନିଜ ସ୍ଵାମୀ ସହିତ ନିଜ ପରିବାର ଲୋକଙ୍କର ବହୁତ ଭଲ ଧ୍ୟାନ ରଖିଥାନ୍ତି ଓ ସେମାନଙ୍କୁ ବହୁତ ମାନ ସମ୍ମାନ ମଧ୍ୟ ଦେଇଥାନ୍ତି । ଏମାନେ ଦୟାଳୁ ସ୍ଵଭାବର ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କୁ ଖୁସି କରେଇବାର ସଠିକ ଉପାୟ ଜାଣିଥାନ୍ତି । ନିଜର ଏହି ସବୁ ଗୁଣ ପାଇଁ ଏମାନେ ସର୍ବଦା ନିଜ ଶାଶୁଘରେ ରାଣୀ ହୋଇ ରହିଥାନ୍ତି ।

୩. “M” ନାମର ଝିଅ


ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ M ରୁ ହୋଇଥାଏ ସେହି ଝିଅ ମାନେ ବହୁତ ଭଲ ହୋଇଥାନ୍ତି । ଏମାନେ ନିଜ କଷ୍ଟରେ ସଫଳତା ପାଇବା ପାଇଁ ଚେଷ୍ଟା କରିଥାନ୍ତି । ଶାଶୁଘରେ ଏମାନେ ସମସ୍ତଙ୍କର ବହୁତ ଭଲ ଯତ୍ନ ନେଇଥାନ୍ତି । ସବୁବେଳେ ସତ କଥା କହିବାରୁ ଏମାନେ ନିଜ ଶାଶୁଘରେ ଖୁବ ମାନ ସମ୍ମାନର ଅଧିକାରୀ ହୋଇଥାନ୍ତି । ସେଥିପାଇଁ ଏହି ଝିଅମାନେ ନିଜ ଶାଶୁଘରେ ରାଣୀ ପରି ରହିଥାନ୍ତି ।

୪. “S” ନାମର ଝିଅ


ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ S ରୁ ହୋଇଥାଏ ସେମାନେ ନିଜ ଶାଶୁ ଘରର ମାହୋଲକୁ ଆନନ୍ଦିତ ରଖିଥାନ୍ତି । ଏହି ନାମର ଝିଅ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ଭରି ରହିଥାଏ । ବିବାହ ପରେ ଏମାନେ ବହୁତ ଶୀଘ୍ର ଶାଶୁଘର ସଦସ୍ୟଙ୍କର ବିଶ୍ଵାସ ଓ ମନକୁ ଜିତି ଯାଇଥାନ୍ତି । ସେଥିପାଇଁ ଏମାନେ ନିଜ ଶାଶୁଘରେ ରାଣୀ ପରି ରହିଥାନ୍ତି ।

୫. “P” ନାମର ଝିଅ


ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ P ରୁ ହୋଇଥାଏ ସେମାନେ ନିଜ ଶାଶୁଘରେ ରାଣୀ ପରି ରହିଥାନ୍ତି । ସମସ୍ତ ପରିସ୍ଥିତିରେ ଏହି ଝିଅ ମାନେ ନିଜ ପରିବାରର ସାଥି ହୋଇଥାନ୍ତି । ଏହି ଝିଅ ମାନେ ନିଜ ପାର୍ଟନର ପାଇଁ ମଧ୍ୟ ବହୁତ ଲକି ହୋଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *