ନିଜ ଝିଅ ବୟସର ଝିଅଙ୍କୁ ବିବାହ କରି ବୁଢାପାରେ ବି ଜବାନୀର ମଜା ନେଉଛନ୍ତି Bollywood ର ଏହି 7 ଜଣ ଅଭିନେତା

ବନ୍ଧୁଗଣ ବଲିଉଡରେ ଏମତି ବହୁତ ଯୋଡି ଅଛି ଯିଏ ନିଜ ପାର୍ଟନର ଙ୍କ ପାଇଁ ଚର୍ଚ୍ଚାରେରେ ରହିଥାନ୍ତି । ସେଇଠି ଏମିତି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ଗୋଟିଏ ନୁହେଁ ବରଂ 2-3 ଟି ବିବାହ କରିବା କାରଣରୁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । କେବଳ ଏତିକି ନୁହେଁ କିଛି ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଠାରୁ ବୟସରେ ବହୁତ ସାନ ଝିଅ ମାନଙ୍କ ସହ ବିବାହ କରିଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁମାନେ ନିଜ ଠାରୁ ବହୁତ ସାନ ଝିଅ ମାନଙ୍କ ସହ ବିବାହ କରିଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

ସେଫ ଅଲି ଖାନ ଓ କାରୀନା କପୂର

ବଲିଉଡର ଫେମସ ଯୋଡି ମଧ୍ୟରୁ ସେଫ ଓ କରିନାଙ୍କ ଯୋଡି ସବୁଠୁ ଟପ ରେ ଆସିଥାଏ । ଏମାନଙ୍କ ବୟସ ମଧ୍ୟରେ ଅନ୍ତର ୧ କିମ୍ବା ୨ ସେଫ ବରଂ ପୁରା ୧୦ ବର୍ଷ ଅଟେ । ଏମାନେ ସାମାଜର ସବୁ ପୁରୁଣା ଚିନ୍ତାଧାରାକୁ ପଛରେ ପକାଇ ଦୁହେଁ ଦୁହିଙ୍କୁ ବିବାହ କରିଥିଲେ ।

ଆପଣଙ୍କୁ କହି ଦେଉଛୁ କି ଶେଫ ଅଲି ଖାନ ଙ୍କ ପ୍ରଥମ ପତ୍ନୀ ଅମୃତା ସିଂହ ତାଙ୍କ ଠାରୁ ବୟସରେ ବହୁତ ବଡ ଥିଲେ ଓ ସେମାନଙ୍କ ବିବାହରେ ମଧ୍ୟ କାରୀନା ସାମିଲ ହୋଇଥିଲେ । ସେହି ସମୟରେ କାରୀନା ଙ୍କ ବୟସ ବହୁତ କମ ଥିଲା ଓ ସେ ଶେଫ ଙ୍କୁ ଅଙ୍କଲ କହି କି ଡାକୁଥିଲେ ।

ସାହିଦ କପୁର ଓ ମୀରା କପୂର

ଏହି ଲିଷ୍ଟ ରେ ସାହିଦ କପୂର ଓ ମେରାଙ୍କ ଯୋଡି ମଧ୍ୟ ସାମିଲ ଅଛି । ବଲିଉଡରେ ସାହିଦ କପୁରଙ୍କର ବହୁତ ଅଫେୟାର ରହିଛି । ହେଲେ ସାହିଦ ମୀରା ରାଜପୁତଙ୍କ ସହ ବିବାହ କରିଛନ୍ତି । ସାହିଦ ମୀରାଙ୍କ ଠାରୁ ୧୩ ବର୍ଷ ବଡ ଅଛନ୍ତି ।

ମିଲନ୍ଦ ସୁମନ ଓ ଅଙ୍କିତା କବର


ବଲିଉଡ ଅଭିନେତା ମିଲନ୍ଦ ସୁମନ ୨୦୧୮ରେ ନିଜଠାରୁ ୨୭ ବର୍ଷ ସାନ ଝିଅ ଅଙ୍କିତା କବରଙ୍କ ସହ ବିବାହ କରିଥିଲେ, ମିଲନ୍ଦଙ୍କ ବୟସ ୫୨ ବର୍ଷ ଥିଲା ବେଳେ ଅଙ୍କିତାଙ୍କ ବୟସ ହେଉଛି ମାତ୍ର ୨୭ ବର୍ଷ ।

କବୀର ବେଦି ଓ ପରବୀନ ଦୁଶାନ୍ଜ

କବୀର ବେଦି ବଲିଉଡ ସହ ହଲିଉଡରେ ମଧ୍ୟ କାମ କରିଛନ୍ତି । କବୀର ୨୦୦୫ ରେ ନିଜଠାରୁ ୩୩ ବର୍ଷ ସାନ ପରବୀନ ଦୁଶାନ୍ଜଙ୍କ ସହ ବିବାହ କରିଥିଲେ । ଏହା ହେଉଛି କବୀରଙ୍କର ଚତୁର୍ଥ ବିବାହ ।

ସଞ୍ଜୟ ଦତ୍ତ ଓ ମାନ୍ୟତା ଦତ୍ତ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ମାନ୍ୟତା ଦତ୍ତଙ୍କ ସହ ବିବାହ କରିଛନ୍ତି । ମାନ୍ୟତା ଓ ସଞ୍ଜୟଙ୍କ ମଧ୍ୟରେ ୨୦ ବର୍ଷର ଅନ୍ତର ରହିଛି । ହେଲେ ଏହି ଯୋଡିକୁ ଲୋକମାନେ ବହୁତ ପସନ୍ଦ କରନ୍ତି ।

ରାଜେସ ଖନା ଓ ଡିମ୍ପଲ କପାଡିଆ

ବଲିଉଡର ପ୍ରଥମ ସୁପର ଷ୍ଟାର କୁହାଯାଉଥିବା ରାଜେସ ଖନାଙ୍କ ପଛରେ ଝିଅମାନେ ପାଗଳ ଥିଲେ । ହେଲେ ସେ ଅଭିନେତ୍ରୀ ଡିମ୍ପଲ କପାଡିଆଙ୍କୁ ପ୍ରେମ କରିଥିଲେ, ସେତେବେଳେ ରାଜେସଙ୍କ ବୟସ ଥିଲା ୩୩ ବର୍ଷ ଓ ଡିମ୍ପଲଙ୍କ ବୟସ ମାତ୍ର୧୬ ବର୍ଷ ।

ଦିଲୀପ କୁମାର ଓ ସାଇରା ବାନୁ

ବଲିଉଡର ସବୁଠାରୁ ଫେମସ ଯୋଡି ମଧ୍ୟରୁ ଗୋଟେ ଯୋଡି ହେଉଛି ଦିଲୀପ କୁମାର ଓ ସାଇରା ବାନୁଙ୍କ ଯୋଡି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଯୋଡି ମଧ୍ୟରେ ୨୨ ବର୍ଷର ଅନ୍ତର ରହିଛି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *