Mahabharat ସିରିଏଲ ର ଶ୍ରୀକୃଷ୍ଣଙ୍କ ପତ୍ନୀଙ୍କ ସୁନ୍ଦରତା ଆଗରେ ଫିକା ପଡି ଯାଆନ୍ତି Bollywood ର ହିରୋଇନ ମାନେ, ଦେଖିଲେ ଆପଣ ବି ଦିବାନା ହେଇଯିବେ

ବନ୍ଧୁଗଣ ରାମାନନ୍ଦ ସାଗରଙ୍କ ରାମାୟଣ ଓ ବିଆର ଚୋପ୍ରାଙ୍କ ମହାଭାରତ କୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଯେତେବେଳେ କି ବିଆର ଚୋପ୍ରା ଙ୍କ ମହାଭାରତ ବ୍ଯତୀତ ନିର୍ଦ୍ଦେଶକ ସିଦ୍ଧାର୍ଥ କୁମାର ତିଵାରୀଙ୍କ ଦ୍ଵାରା ତିଆରି ହୋଇଥିବା ମହାଭାରତ ବି ବହୁତ ଲୋକପ୍ରିୟ ଅଟେ । ଏଥିରେ ବିଷ୍ଣୁ ଓ ଶ୍ରୀକୃଷ୍ଣ ଙ୍କ ଚରିତ୍ରରେ ନଜର ଆସିଥିବା ଆକ୍ଟର ସୌରଭ ରାଜ ଜୈନ ବି ନିଜର ଏହି ରୋଲ କାରଣରୁ ବହୁତ ଫେମସ ହୋଇଥିଲେ ।

କହି ଦେଉଛୁ କି ସୌରଭ ଅନେକ ସିରିଏଲ ରେ ବିଷ୍ଣୁ ଓ ଶ୍ରୀକୃଷ୍ଣଙ୍କ ରୋଲ କରିଛନ୍ତି । ଆଜି ଆମେ ଆପଣଙ୍କୁ ସୌରଭଙ୍କ ଅସଲି ପତ୍ନୀ ଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଦେଖିବାକୁ ବହୁତ ସୁନ୍ଦର ନଜର ଆସନ୍ତି ।

କହି ଦେଉଛୁ କି ସୌରଭ ରାଜ ଜୈନ ଙ୍କ ଜନ୍ମ 1 ଡିସେମ୍ବର 1985 ରେ ହୋଇଥିଲା । ତାଙ୍କର ବର୍ତ୍ତମାନର ବୟସ 34 ବର୍ଷ ଅଟେ । ସେ ନିଜ କ୍ଯାରିୟର ରେ ଜୟ ଶ୍ରୀ କ୍ରୀଷ୍ଣା, ଦେବୋ କା ଦେବ ମହାଦେବ, ମହାଭାରତ ଓ ଓମ ନମଃ ଭେଙ୍କଟସାୟ ଭଳି ଅନେକ ସୋ ଓ ଫିଲ୍ମ ରେ କାମ କରିଛନ୍ତି ।

କହି ଦେଉଛୁ କି ସୌରଭ ଙ୍କ ପତ୍ନୀଙ୍କ ନାମ ରିଦ୍ଧିମା ଜୈନ ଅଟେ ଓ ରିଦ୍ଦିମା ଙ୍କ ଜନ୍ମ 13 ଡିସେମ୍ବର 1983 ରେ ହୋଇଥିଲା । କହି ଦେଉଛୁ କି ରିଦ୍ଦିମା ସୌରଭ ଙ୍କ ଠାରୁ 2 ବର୍ଷ ବଡ ଅଟନ୍ତି । ସେ ଦେଖିବା ପାଇଁ ବହୁତ ସୁନ୍ଦର ନଜର ଆସନ୍ତି ।

ରିଦ୍ଦିମା ଓ ସୌରଭ ଙ୍କ ବିବାହ 2010 ରେ ହୋଇଥିଲା । ଏହା ପୂର୍ବରୁ ସୌରଭ ଓ ରିଦ୍ଦିମା ନଚ ବଲିୟେ ରେ ଏକା ସହିତ ନଜର ଆସିଥିଲେ । କହି ଦେଉଛୁ କି ତାଙ୍କର ଏବେ ଗୋଟିଏ ଝିଅ ବି ଅଛି ଯାହାର ନାମ ରିଷିକା ଅଟେ ।

ସୌରଭ ଓ ରିଦ୍ଦିମା ଙ୍କୁ ଏକା ସହିତ ଅନେକ ଇଭେଣ୍ଟ ରେ ଦେଖା ଯାଇଛି ଓ ଏମାନଙ୍କ ଯୋଡି ବହୁତ ସୁନ୍ଦର ମଧ୍ୟ ଲାଗେ । ତେବେ ମହାଭାରତ ସିରିଏଲ ରେ ସୌରଭ ରାଜ ଜୈନ ଙ୍କ ଅଭିନୟ ଆପଣଙ୍କୁ କିପରି ଲାଗିଥିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *