‘କୁଆଡେ ଯାଉଛୁ…ରହ…ରହ…’ ଜ୍ଵାଇଁଙ୍କୁ ଅନ୍ୟ ଝିଅ ସହ ବଜାରରେ ବୁଲୁଥିବା ଦେଖି ଶାଶୁ କଣ କଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବିବାହ ହୋଇଥିଲେ ଜଣଙ୍କୁ ହେଲେ ହେଲେ ଅନ୍ୟ ଝିଅଙ୍କୁ ଧରି ବୁଲୁଥିଲା । ଜ୍ଵାଇଁଙ୍କୁ ମାର୍କେଟରେ ଅନ୍ୟ ଝିଅ ସହ ଦେଖିଦେଲେ ଶାଶୁ ! ଏବେ ଜ୍ଵାଇଁ କହୁଛି ଏ ଝିଅ ମୋର ଭଉଣୀ ! ତେବେ ଏପରି କିଛି ଖବର ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ଖଳାଡି ଗ୍ରାମପଞ୍ଚାୟତ ଅଧୀନରୁ ଦେଖିବାକୁ ମିଳିଛି । ଯେଉଁଠାରେ କି ନିଜ ଝିଅକୁ ସେ ଯେଉଁ ପୁଅ ସହିତ ଶାଶୁ ମା’ ବିବାହ କରାଇ ଥିଲେ ।

ସେହି ଜ୍ଵାଇଁଙ୍କୁ ଶାଶୁ ମାର୍କେଟ ଉପରେ ଅନ୍ୟ ଝିଅ ସହ ବୁଲୁଥିବାର ଦେଖିଦେଇଛନ୍ତି । ତାପରେ ଜ୍ଵାଇଁ ଉପରେ ରାଗ ବର୍ଷଣ କରିଛନ୍ତି ଶାଶୁ ମା’ ଲକ୍ଷ୍ମୀ ହେମରନ । ଶାଶୁ ମା’ ଙ୍କ କହିବା ଅନୁଯାଇ ମୋ ଝିଅକୁ ଏହି ପୁଅ ସହ ୭ ରୁ ୮ ବର୍ଷ ତଳେ ବିବାହ କରାଇଥିଲି । ତାଙ୍କର ୫ ବର୍ଷର ଏକ ଝିଅ ମଧ୍ୟ ଅଛି । ହେଲେ ଜ୍ଵାଇଁ ଭୁବନେଶ୍ଵର କାମ ବାହାନା କରି ଘର ବାହାରି ଆସିଥିଲେ । ଜ୍ଵାଇଁ ମୋ ଝିଅକୁ ଛାଡି ଆସିବାର ୧ ମାସ ପରେ ହୋଇଗଲାଣି ।

ହେଲେ ମୁଁ ତାଙ୍କୁ ଆମର ଏହି ମାର୍କେଟରେ ଗୋଟିଏ ଝିଅ ସହ ବୁଲିବାର ଦେଖିଲି । ଆଗରୁ ମଧ୍ୟ ଜ୍ଵାଇଁଙ୍କର ଅନ୍ୟ କୋଉ ଝିଅ ସହ ସମ୍ପର୍କ ଅଛି ବୋଲି ମୁଁ ଶୁଣିବାକୁ ପାଇଥିଲି । ହେଲେ ଜ୍ଵାଇଁ ଓ ସେହି ଝିଅ ସହ ଏକାଠି ଧରିବା ପୂର୍ବରୁ ସେ ଖସି ପଳାଇଯାଇଥାନ୍ତି । ଯେତେବେଳେ ତାଙ୍କୁ ମୁଁ ଦେଖିକି ଏଠି ଧରି ଏହି ବିଷୟରେ ଜ୍ଵାଇଁଙ୍କୁ ପଚାରିଲି । ଜ୍ଵାଇଁ ଆଉ ଧରା ନଦେଇ ଏଠାରୁ ଯିବାକୁ ବସିଛନ୍ତି । କେବଳ ଏତିକି ନୁହେଁ ।

ଯେତେବେଳେ ଜ୍ଵାଇଁ ସହ ପର ଝିଅକୁ ଶାଶୁ ଦେଖି ଦେଖି ଦେଇଥିଲେ । ସେହି ଝିଅଟି ଶାଶୁ ଲକ୍ଷ୍ମୀ ହେମରନ ଙ୍କୁ ମଧ୍ୟ ହାତ ଉଠାଇ ମାଡ ମାରିବାକୁ ପଛାଇ ନଥିଲେ । ହେଲେ ମିଡିଆ ସାମ୍ନାରେ ଏଇ ସବୁ ଦୃଶ୍ୟ ଯେତେବେଳେ ପଡିଯାଇଥିଲା । ସେତେବେଳେ ଜ୍ଵାଇଁ ନିଜର ସଫେଇ ରଖିବାକୁ ଯାଇ କହିଥିଲେ ।

ଯେ ସେହି ଝିଅ ସହ ମୋର କୌଣସି ମଧ୍ୟ ଖରାପ ସମ୍ପର୍କ ନାହିଁ । ସେ ମୋର ଜଣେ ଭଉଣୀ ହିସାବର ହେବେ । ତେବେ ଏହି ସମ୍ପର୍କରେ ଦରକାର ପଡିଲେ, ଥାନାର ଦ୍ଵାରସ୍ଥ ମଧ୍ୟ ହୋଇବେ ବୋଲି ଶାଶୁ ଲକ୍ଷ୍ମୀ ହେମରନ କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *