ଫୋନ୍ ରୁ ତୁରନ୍ତ ହଟାନ୍ତୁ ଏହି ସବୁ ଆପ୍…ନହେଲେ ଆକାଉଣ୍ଟ ହେଇଯିବା ଖାଲି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆପ୍ ଜରିଆରେ କରୁଥିଲେ କୋଟି କୋଟି ଟଙ୍କା ଠକେଇ ! ବାଲେଶ୍ଵର ମୁଖ୍ୟ ଅଭିଯୁକ୍ତଙ୍କୁ ଧରିଲା କ୍ରାଇମବ୍ରାଞ୍ଚ ! ତେବେ ଏଭଳି କିଛି ବିଶେଷ ସୂଚନା ବର୍ତ୍ତମାନ ସମୟରେ ଆସି ପହଞ୍ଚିଛି । ଯେଉଁଠାରେ କି ଆପ୍ ଦ୍ଵାରା ଜଣେ ଅଭିଯୁକ୍ତ ଲୋକଙ୍କ ଠାରୁ ଟଙ୍କା ଠକେଇ କରୁଥିଲେ । ତେବେ ମୋବାଇଲରେ ତ ବିଭିନ୍ନ ପ୍ରକାର ଆପ୍ ମହଜୁଦ ରହିଥାଏ । ଲୋକେ ନିଜ ନିଜ ସୁବିଧା ପାଇଁ ଭିନ୍ନ ଭିନ୍ନ ପ୍ରକାର ଆପ୍ ମଧ୍ୟ ମୋବାଇଲରେ ଡାଉନଲୋଡ କରିଥାନ୍ତି ।

ହେଲେ ଏପରି ଏକ ଆପ୍ ର ନାମ ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ଯାହାକୁ ତୁରନ୍ତ ବନ୍ଦ କରିବାକୁ ପୋଲିସ ନିର୍ଦ୍ଧେଶ ଦେଇଛି ।  ତେବେ କ୍ଲାଉଟ ଫଟ ନାମକ ଏକ ଦ୍ଵାରା କୋଟି କୋଟି ଟଙ୍କାର ଠକେଇ ହୋଇଛି ବୋଲି ଅଭିଯୋଗ ଆସିଛି । ତେବେ ଚିଟଫଣ୍ଡ ଠକେଇ ଭଳି ପୁଣି ଏକ ଖବର ସାମ୍ନାକୁ ଆସିଛି । ସଂସ୍ଥାର ଜିଲ୍ଲା ମୁଖ୍ୟଦାୟିତ୍ଵରେ ଥିବା ନୀଲେଶ କରଙ୍କୁ କ୍ରାଇମ ବ୍ରାଞ୍ଚ ଟିମ ଗିରଫ କରିଛି । ତେବେ ନୀଲେଶ କର ଫିନାଇଲ ବିକ୍ରି କରିବା ବ୍ୟବସାୟ କରୁଥିଲେ ।

ତେବେ ଏହାରି ମଧ୍ୟରେ ସୂଚନା ମୁତାବିକ ବାଲେଶ୍ଵର ତଥା ଅନ୍ୟାନ୍ୟ ଜିଲାରେ କ୍ଲାଉଟ ଫଟ ନାମକ ଏକ ଆପ୍ ଦ୍ଵାରା ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ଲୁଟ୍ କରିଥିଲେ । ତେବେ ୫୦ ଟଙ୍କା ରଖିଲେ ପ୍ରତି ସପ୍ତାହରେ ୪୯ ଟଙ୍କା ଫେରସ୍ତ ପାଇପାରିବେ ବୋଲି ଲୋକଙ୍କୁ ପ୍ରଲୋଭନ ଦେଖଊଥିଲେ । ଏହାରି ମଧ୍ୟରେ ୫୦ ଲକ୍ଷ ଟଙ୍କା ଜମା କରିଦେଇଥିଲେ ବୋଲି ସୂଚନା ମିଳିଛି । ନିମାଇ ଚରଣ ଜେନା ନାମକ ଜଣେ ବ୍ୟକ୍ତି ଜିକେ ସଂସ୍ଥାରେ ୨ ଲକ୍ଷ ୫୦ହଜାର ଟଙ୍କା ଜମା ରଖିଥିଲେ ।

ସାପ୍ତାହିକ ରିଟର୍ଣ୍ଣ ଯେତେବେଳେ ଆସିନଥିଲା । ନିମାଇ ଚରଣ ପୋଲିସ ନିକଟରେ ଏହି ସମ୍ପର୍କରେ ଅଭିଯୋଗ କରିଥିଲେ । ତେବେ ଏହି ସୂଚନା ପରେ ପୋଲିସ ଏହି ମାମଲା ଉପରେ ତଦନ୍ତ କରିବାକୁ ଯାଇ ଏହି ସଂସ୍ଥାର ମୁଖ୍ୟ ଅଭିଯୁକ୍ତ ନୀଲେଶ କରଙ୍କୁ ପୋଲିସ ଗିରଫ କରିଥିଲା । ଏଥି ସହ ତାଙ୍କୁ ବିଚାର ବିଭାଗୀୟ କୋର୍ଟଙ୍କୁ ମଧ୍ୟ ତାଙ୍କର ବିଚାର ପାଇଁ ପଠା ଯାଇଥିଲା ।

ଯାହା ଦ୍ଵାରା ତାଙ୍କ ଠାରୁ ତାଙ୍କ ସଂସ୍ଥା ବିଷୟରେ ଅଧିକ କିଛି ତଦନ୍ତ କରି ବହୁତ କିଛି ତଥ୍ୟ ସାମ୍ନାକୁ ଆସିପାରେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *