Jyotish Shastra- କାନ୍ଦିବାର ଦିନ ହେଲା ଶେଷ, ଏବେ ଏହି ରାଶି ଉପରେ 33 ବର୍ଷ ପର୍ଯ୍ୟନ୍ତ ଧନ ବର୍ଷା କରିବେ ଶନିଦେବ

ହିନ୍ଦୁ ଧର୍ମରେ ଅନେକ ଦେବାଦେବୀ ଅଛନ୍ତି । ଏହି ଦେବୀ ଦେବତା ମାନଙ୍କ ମଧ୍ୟରୁ ଶନି ଦେବ ଜଣେ ଅଟନ୍ତି । ଭଗବାନ ଶନି ଦେବ ସର୍ବୋଚ୍ଚ ନ୍ୟାୟଦେବ ଅଟନ୍ତି । ଶନି ଦେବ ଅନୁଚିତ କାମ କରିବା ଲୋକଙ୍କୁ ସମୟ ଆସିଲେ ଉଚିତ ଦଣ୍ଡ ଦିଅନ୍ତି । ଶନି ଦେବ ସୂର୍ଯ୍ୟ ପୁତ୍ର ଏବଂ କର୍ମଫଳ ଦାତା ବୋଲି ମାନନ୍ତି । ମୋକ୍ଷ ପ୍ରଦାନ କରିବାର ଯୋଗ୍ୟ ଏକମାତ୍ର ଶନିଦେବ ଅଟନ୍ତି ।

ଶନି ଦେବଙ୍କୁ ନେଇ ବହୁତ ଲୋକଙ୍କର ଭୟ ରହିଥାଏ । ସତ କଥା ଏହା ଯେ ଶନି ଦେବ ପ୍ରକୃତିର ସନ୍ତୁଳନ ବନାଇ ରଖିଥାନ୍ତି ଏବଂ ସିଏ ସମସ୍ତ ପ୍ରାଣୀଙ୍କ ସହ ଉଚିତ ନ୍ୟାୟ କରନ୍ତି । ଶନି ଦେବଙ୍କ କୃପା ଯେଉଁ ମଣିଷ ଉପରେ ପଡ଼ିଥାଏ ତାକୁ ଜୀବନରେ କୈାଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିନଥାଏ ।

ତେବେ ଆସନ୍ତୁ ଜାଣିବା ତାହା କେଉଁ ରାଶି ଯାହା ଶନି ଦେବଙ୍କ କୃପାରୁ ଭାଗ୍ୟ ବଦଳି ବାକୁ ଯାଉଛି । ଆପଣଙ୍କୁ କହିଦବୁ ଏହି ରାଶିର ବ୍ୟକ୍ତିଙ୍କ ପାରିବାରିକ ଜୀବନ ସୁଖମୟ ହେବ । ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ଯାତ୍ରାରୁ ମଧ୍ୟ ଲାଭ ହୋଇପାରେ । ଆପଣଙ୍କର ଯାହା ପ୍ରେମ ସମ୍ବନ୍ଧରେ ସମସ୍ୟା ଅଛି ସବୁ ଦୂର ହୋଇଯିବ ।

ଯେଉଁ ମାନେ ଏବେ ଅବିବାହିତ ଅଛନ୍ତି ସେମାନଙ୍କର ବିବାହ ଯୋଗ ବନୁଛି‌ । ତାଙ୍କ ବାହାଘର ଏକ ଯୋଗ୍ୟ ବ୍ୟକ୍ତି ସହ ହୋଇପାରେ । ଯିଏ ସିଙ୍ଗଲ ଅଛନ୍ତି ସେମାନଙ୍କୁ ମନପସନ୍ଦର ପ୍ରେମ ମିଳିବାକୁ ଯାଉଛି‌ । ଆପଣଙ୍କୁ କିଛି ବଡ଼ ଖବର ବା ସଫଳତା ମିଳିପାରେ । ଆପଣଙ୍କର ଯେତେ କଷ୍ଟ କାର୍ଯ୍ୟ ଥିଲା ତାହା ସବୁ ଭଗବାନ ଶନି ଦେବ ଦୂର କରିବେ ।

ଆପଣ କୈାଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କୁ ବହୁତ ଧନଲାଭର ଆଶିର୍ବାଦ ଶନି ଦେବ ପ୍ରଦାନ କରିବେ । ଆପଣଙ୍କ ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଆପଣଙ୍କ ଜୀବନସାଥିଙ୍କ ଠାରୁ ଭରପୂର ସାହାଯ୍ୟ ମିଳିବ ଯାହା ଫଳରେ ଆପଣ କାର୍ଯ୍ୟ କ୍ଷେତ୍ରରେ ସଫଳତା ପାଇବେ‌ । ଏବେ ଆପଣଙ୍କର ଭଲ ଦିନ ଆରମ୍ଭ ହବାକୁ ଯାଉଛି ।

ଯିଏ ବେପାରୀ ଅଟନ୍ତି ତାଙ୍କୁ ପୁରୁଣା ସାଙ୍ଗର ସାହାଯ୍ୟ ମିଳିପାରେ, ଆପଣ ମାନେ କୈାଣସି ଅସୁବିଧା ସମୟରେ ନିଜ ପାର୍ଟନର ହାତ ଛାଡ଼ନ୍ତୁ ନାହିଁ । ଜଲ୍ଦୀ ଏହା ଦେଖିବେ ଯେ ଯେତେ ଯେଉଁ କାମ ଅଧା ରହିଥିବ ତାହା ପୂରା ହୋଇଯିବ । ଆପଣଙ୍କ ଭବିଷ୍ୟତ ଏବେ ଚରମ ସୀମାରେ ପହଞ୍ଚି ଯିବ ।

ଆପଣ ନିଜ କ୍ୟାରିୟରରେ ଅଲଗା ପ୍ରକାର ଶିଖରକୁ ଯାଇ ପାରନ୍ତି । ଆପଣ ଖାଲି ଶନି ଦେବଙ୍କ ପୂଜାର୍ଚ୍ଚନା କରନ୍ତୁ । ସନ୍ଧ୍ୟାବେଳେ ହନୁମାନ ଚାଳିଶା ଏବଂ ଶନି ଚାଳିଶା ପାଠ କରନ୍ତୁ । ଏବେ ଚାଲନ୍ତୁ ଜାଣିବା ସେହି ରାଶି ମାନଙ୍କ ବିଷୟରେ ଯାହାଙ୍କ ବିଷୟରେ ଆମେ କଥା ହେଉଥିଲେ । ଏହି ରାଶି ଗୁଡ଼ିକ ହେଲା ମେଷ ରାଶି, ତୁଳା ରାଶି, ସିଂହ ରାଶି, କନ୍ୟା ରାଶି, କୁମ୍ଭ ରାଶି, ମକର ରାଶି, ବୃଷ ରାଶି ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *