ରୋଷେଇ ଘରେ କଢ଼େଇ ସହ କରନ୍ତୁ ଏହି ବିଶେଷ ଉପାୟ ମା ଲଷ୍ମୀ ହେବେ ପ୍ରସନ୍ନ, କରିବେ ଧନବର୍ଷା- Vastu Tips

ବନ୍ଧୁଗଣ କଢେଇ ରୋଷେଇ ଘରର ସବୁଠାରୁ ଜରୁରୀ ଜିନିଷ ଅଟେ । ବନ୍ଧୁଗଣ ଯଦି କଢେଇ ନଥାନ୍ତା ତା ହେଲେ ରୋଷେଇ ସହ ଜଡିତ ମୁଖ୍ୟ ଜିନିଷ ଗୁଡିକ କିପରି ହୋଇଥାନ୍ତା । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ଯେ, ବାସ୍ତୁ ଶାସ୍ତ୍ର ଅନୁସାରେ କଢେଇର ମହତ୍ଵ କେତେ ଏବଂ ଏହା ସହିତ ଆମେ ଆପଣ ମାନଙ୍କୁ କହିବୁ ଯେ, କଢେଇକୁ କେଉଁ ସ୍ଥାନରେ ଓ କିପରି ପ୍ରୟୋଗ କରିଲେ ଆପଣଙ୍କ ଘରେ ଧନଦୌଲତର ବୃଦ୍ଧି ହେବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ କଢେଇ ରାହୁର ପ୍ରତିନିଧିତ୍ଵ କରିଥାଏ । ସେଥିପାଇଁ ରୋଷେଇ ଘରକୁ ସବୁବେଳେ ସଫା ରଖିବା ଉଚିତ । ଯଦି କୌଣସି ମହିଳା କଢେଇର ବ୍ୟବହାର କରିବା ପରେ କଢେଇକୁ ନଧୋଇ ତାର ବ୍ଯବହର କରିବ, ତା ହେଲେ ତାହାର ସିଧା ପ୍ରଭାବ ସେହି ମହିଳାର ସ୍ଵାମୀ ଉପରେ ପଡିବ । ଏହା ବ୍ଯତୀତ ଆପଣଙ୍କ ଘର ସାଧସ୍ୟ ମାନେ ନିଶା ସେବନ ଆଦି ଖରାପ କାର୍ଯ୍ୟ କରିଥାନ୍ତି । ଏମିତି ମାନା ଯାଇଥାଏ ଯେ, ଏହା ରାହୁର କୁପ୍ରଭାବରୁ ହୋଇଥାଏ ।

ତେଣୁ ବନ୍ଧୁଗଣ ଆପଣ ପ୍ରତିଦିନ ରାତ୍ରି ସମୟରେ କଢେଇର ବ୍ଯବହର କରିବା ପରେ ତାକୁ ସେମିତିରେ ଛାଡନ୍ତୁ ନାହିଁ, ରାତ୍ରି ସମୟରେ କଢେଇକୁ ଧୋଇ ରଖନ୍ତୁ । ଏହା ସହିତ ବନ୍ଧୁଗଣ ଯେତେବେଳେ ଆପଣ ସକାଳ ସମୟରେ କଢେଇର ବ୍ଯବହର କରିବାକୁ ଯାଉଛନ୍ତି ସେତେବେଳେ ପ୍ରଥମେ କଢେଇକୁ ଚୁଲାରେ ବସାଇ ଗରମ କରନ୍ତୁ ଓ ସେହି କଢେଇ ଆପଣ ଖାଦ୍ୟରେ ବ୍ଯବହର କରୁଥିବା ଅଳ୍ପ ଲୁଣକୁ ପକାଇ ଦିଅନ୍ତୁ । ହେଲେ ବନ୍ଧୁଗାନ ଏହା ନିଶ୍ଚୟ ଧ୍ୟାନରେ ରଖିବେ ଯେ, ସେହି ଲୁଣରେ ଯେପରି କିଛି ଅନ୍ୟ ଜିନିଷ ମିଶା ନହୋଇ ଥିବ ।


ଏହାପରେ ବନ୍ଧୁଗଣ ଆପଣ ନିଜ କଢେଇରେ ଯେଉଁ ଖାଦ୍ୟ ତିଆରି କରିଥିବେ ପ୍ରଥମେ ଅଳ୍ପ ଖାଦ୍ୟ ନେଇ ନିଜ ଘର ବାହାରେ ଏପରି ଏକ ସ୍ଥାନରେ ରଖିବେ ଯେଉଁଠି କୌଣସି ପଶୁ ବା ପକ୍ଷୀ ସେହି ଖାଦ୍ୟର ସେବନ କରିପାରିବେ । ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ଵାରା ଘର ମଧ୍ୟରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଥାଏ ଓ ଘର ମଧ୍ୟରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ ।

ବନ୍ଧୁଗଣ ଯଦି ଆପଣଙ୍କ ଘରେ କଢେଇର ବ୍ଯବହର ହେଉ ନାହିଁ, ତା ହେଲେ ସେହି କଢେଇକୁ ଏପରି ଏକ ସ୍ଥାନରେ ରଖନ୍ତୁ ଯେଉଁଠି କୌଣସି ଲୋକ କଢେଇକୁ ଦେଖିପାରିବେ ନାହିଁ ।  ଅର୍ଥାତ ପରିବାର ସଦସ୍ୟ ବ୍ଯତୀତ ଅନ୍ୟ କୌଣସି ବାହାର ଲୋକଙ୍କ ନଜର ସେହି କଢେଇ ଉପରେ ନପଡିବା ଉଚିତ । ବନ୍ଧୁଗଣ କଢେଇକୁ କେବେହେଲେ ଓଲୋଟା ରଖିବେ ନାହିଁ ଓ କଢେଇକୁ କେବେହେଲେ ଖାଲି ଟାରେ ଚୁଲା ଉପରେ ରଖି ଗରମ କରିବେ ନାହିଁ ।

ଯଦି ବନ୍ଧୁଗଣ ଆପଣ ଏହି ସବୁ ନିୟମକୁ ନିୟମିତ ରୂପେ ପାଳନ କରିବେ ତା ହେଲେ ନିଶ୍ଚୟ ଆପଣଙ୍କ ଉପରେ ମା ଲକ୍ଷ୍ମୀ ପ୍ରସନ୍ନ ହେବେ । ଏହା ସହିତ ଆପଣଙ୍କ ଜୀବନରେ ହେଉଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *