ଶକ୍ତିର ଭଣ୍ଡାର ଅଟେ ଏହି ୫ ଟି ଜିନିଷ, ଏହିପରି କରନ୍ତୁ ସେବନ, ସବୁବେଳ ପାଇଁ ରହିବେ ଯବାନ, ପୁରୁଷମାନେ ନିଶ୍ଚୟ ପଢନ୍ତୁ

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଉପାୟ କହିବୁ ଯାହାକୁ କରିବା ଦ୍ଵାରା ଆପଣଙ୍କୁ କେବେ ବୁଢାପା ଓ ଦୁର୍ବଳତା ଅନୁଭବ ହେବ ନାହିଁ । ଏହି ଉପାୟ ଦ୍ଵାରା ଆପଣଙ୍କର କିଛି ବଡ ବଡ ରୋଗ ମଧ୍ୟ ଦୂର ହେଇଯିବ । ଆଜି ଆମେ ଆପଣଙ୍କୁ ଏମିତି କିଛି ଜିନିଷ କହିବୁ ଯାହାକୁ ଆପଣ ରାତିରେ ଗୋଟେ ଗ୍ଳାସରେ ରଖି ପାଣିରେ ଭିଜେଇ ଦେବେ ଓ ସକାଳେ ଉଠିବା ପରେ ଖାଲି ପେଟରେ ଏହାର ସେବନ କରିବେ । ଏହାକୁ ସେବନ କରିଲେ ଆପଣ କେବେ ବି ବୁଢାପା ର ସାମ୍ନା କରିବେ ନାହିଁ ।

ଏହାର ସେବନରେ ଆପଣଙ୍କୁ କେବେବି ଆଣ୍ଠୁ ଗଣ୍ଠିରେ ବ୍ୟଥା ହେବ ନାହିଁ, ଆପଣଙ୍କ, ଶରୀରରେ ରକ୍ତର ଅଭାବ ହେବ ନାହିଁ ଓ ଆପଣଙ୍କ କୋଲେଷ୍ଟ୍ରୋଲ କେବେ ବଢିବ ନାହିଁ । ଏହା ସହିତ ଆପଣ ବହୁତ ସୁସ୍ଥ ଅନୁଭବ କରିବେ । ଏହାର ସେବନରେ ଆପଣ ୧୦୦ ବର୍ଷ ପର୍ଯ୍ୟନ୍ତ ଏକ ସୁସ୍ଥ ଜୀବନ ବଞ୍ଚିବେ । ତେବେ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ରାଶି

ରାଶି ମଧୁମେହ ରୋଗ ପାଇଁ ବହୁତ ଲାଭଦାୟକ ହୋଇଥାଏ । ରାଶି ସାଧାରଣତଃ କୋଲେଷ୍ଟ୍ରୋଲ ଓ ବ୍ଲଡ଼ପ୍ରେସରକୁ ନିୟନ୍ତ୍ରଣ କରିଥାଏ । ଏହାର ସବୁ ଦିନ ସେବନରେ ତ୍ଵଚାରେ ରିଙ୍କଲ୍ସ ଆସି ନଥାଏ । ଏହାର ସେବନରେ ଆପଣଙ୍କ ମୋଟାପା ମଧ୍ୟ କମିଥାଏ । ତେବେ ଆସନ୍ତୁ ଜାଣିବା ଏହାକୁ କେମିତି ଭାବରେ ବ୍ୟବହାର କରାଯିବ । ତେବେ ଆପଣ ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ନିଅନ୍ତୁ ଓ ଏଥିରେ ଏକ ଚାମଚ ରାଶି ଏବଂ କିଛି ପାଣି ମିଶାଇ ରାତିରେ ଛାଡି ଦିଅନ୍ତୁ । ସକାଳେ ଉଠି ଖାଲି ପେଟରେ ଆପଣ ସେହି ପାଣିକୁ ପିଇ ଦିଅନ୍ତୁ ଓ ରାଶିକୁ ଭଲ ଭାବରେ ଚୋବାଇ ଖାଇ ଦିଅନ୍ତୁ ।

ପୋସ୍ତକ


ପୋସ୍ତକକୁ ବିଭିନ୍ନ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଇଥାଏ । ଏହାର ସେବନରେ ଚୁଟି ସୁସ୍ଥ ରହିଥାଏ, ତ୍ଵଚାରେ ଚମକ ଆସିଥାଏ ଏବଂ ପାଚନ ପ୍ରକ୍ରିୟା ସଠିକ ହୋଇଥାଏ । ଏହାର ସେବନରେ ଆଣ୍ଠୁ ଗଣ୍ଠି ବ୍ୟଥା ଓ ସ୍ମରଣ ଶକ୍ତି ଅଧିକ ହୋଇଥାଏ । ପୋସ୍ତକକୁ ମଧ୍ୟ ଏକ ଚାମଚ ଏକ ଗ୍ଳାସରେ ନିଅନ୍ତୁ ଓ ଏଥିରେ କିଛି ପାଣି ମିଶାଇ ଦିଅନ୍ତୁ, ସକାଳେ ଉଠି ଖାଲି ପେଟରେ ଏହାର ସେବନ କରନ୍ତୁ ।

ବାଦାମ


ବାଦାମ ଆମ ଶରୀର ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଡାଇବେଟିସ ଥିବା ଲୋକ ମାନଙ୍କ ପାଇଁ ବାଦାମର ସେବନ ବହୁତ ଲାଭ ଦାୟକ ହୋଇଥାଏ । ବାଦାମ ଶରୀରକୁ ସୁସ୍ଥ ରଖିବା ସହ ବ୍ଲଡ଼ ଫ୍ରେସରକୁ ନିୟନ୍ତ୍ରଣ କରିଥାଏ । ଏହାର ସେବନରେ ଶରୀରରେ ଶକ୍ତି ସଞ୍ଚାଳିତ ହୋଇଥାଏ । ଆପଣ ଏକ ପାତ୍ର ରେ ସନ୍ଧ୍ୟା ସମୟରେ ବାଦାମକୁ ପାଣିରେ ମିଶାଇ ଭିଜେଇ ଦିଅନ୍ତୁ । ସକାଳେ ଉଠି ଖାଲି ପେଟରେ ବାଦାମର ଚୋପାକୁ ଛଡାଇ କେବଳ ବାଦାମର ସେବନ କରନ୍ତୁ ।

ଚଣା


ଏହାର ସେବନରେ ଆପଣଙ୍କୁ କେବେବି ସୁଗାରର ରୋଗ ହେବ ନାହିଁ । ଏହା ଆପଣଙ୍କ ଓଜନକୁ ନିୟନ୍ତ୍ରଣ କରିଥାଏ, ଶରୀରରେ ସଠିକ ରକ୍ତ ସଂଚାଳନ ପାଇଁ ସହାୟକ ହୋଇଥାଏ ଓ ଦ୍ରୁଷ୍ଟି ଶକ୍ତିକୁ ତେଜ କରିଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଗ୍ଳାସ ନିଅନ୍ତୁ, ଏଥିରେ ଗୋଟେ ମୁଠା ଚଣାରେ ପାଣି ମିଶାଇ ଦିଅନ୍ତୁ । ସକାଳେ ଉଠି ଆପଣ ସେହି ପାଣି ପିଇବା ସହ ଚଣାକୁ ଚୋବାଇ ଖାଇ ଦିଅନ୍ତୁ ।

ମେଥି

ମେଥି ଦାନା ବହୁତ ଚମତ୍କାରୀ ହୋଇଥାଏ । ମେଥି ଆମ ଶରୀରକୁ ସୁସ୍ଥ ରଖିବା ସହ ଆମକୁ ବିଭିନ୍ନ ରୋଗରୁ ବଞ୍ଚାଇ ଥାଏ । ଶୋଇବା ପୂର୍ବରୁ ଆପଣ ଏକ ଚାମଚ ମେଥିକୁ ପାଣିରେ ଭିଜାଇ ଦିଅନ୍ତୁ । ସକାଳେ ଉଠି ଖାଲି ପେଟରେ ସେହି ପାଣିକୁ ପିଇ ଦିଅନ୍ତୁ ଓ ମେଥିକୁ ଚୋବାଇ ଖାନ୍ତୁ ।

ଯଦି ଆପଣ ବି ଏହି ସମସ୍ୟାରେ ଅଛନ୍ତି ତେବେ ଆମର ଏହି ଟିପ୍ସ ଆପଣାଇ ଦେଖନ୍ତୁ, ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟମାନଙ୍କ ସହିତ ସେଆର କରି ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *