ଏହି ୪ଟି ସ୍ୱପ୍ନ ଦେଖୁଛନ୍ତି କି, କୁହନ୍ତୁ ନାହିଁ କାହା ଆଗରେ ନହେଲେ ଭୋଗିବାକୁ ପଡିବ ଭୟଙ୍କର ପରିଣାମ

ସାଙ୍ଗମାନେ ଆମେ ଶୋଇବା ସମୟରେ ବହୁତ କିଛି ସ୍ଵପ୍ନ ଦେଖିଥାଉ । ଯେମିତି କି କିଛି ଭୟଙ୍କର ସ୍ଵପ୍ନ ଦେଖିଥାଉ ତ ଆଉ କିଛି ଭଲ ସ୍ଵପ୍ନ ଦେଖିଥାଉ । ଆମେ ଯେଉଁ ସ୍ଵପ୍ନ ଦେଖିଥାଉ ତାହାକୁ ଅନ୍ୟମାନଙ୍କ ଆଗରେ ମଧ୍ୟ ପ୍ରକାଶ କରି ଦେଇଥାଉ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି 4 ଟି ସ୍ଵପ୍ନ ବିଷୟରେ କହିବୁ ଯାହାକୁ ଅନ୍ୟମାନଙ୍କ ଆଗରେ କହିବା ଉଚିତ ନୁହେଁ । ଏପରି କରିବା ଦ୍ଵାରା ମନୁଷ୍ୟ କୌଣସି କାମରେ ସଫଳ ହୋଇ ନଥାଏ ।

୧. ଯଦି ଆପଣ ଶୋଇବା ସମୟରେ ନିଜ ମୃତ୍ୟୁ ବିଷୟରେ ସ୍ଵପ୍ନ ଦେଖୁଛନ୍ତି ତେବେ ଏହି କଥାକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । କାରଣ ଏହା ଅତ୍ୟନ୍ତ ଶୁଭଦାୟକ ହୋଇଥାଏ ।

ଯଦି ଆପଣ ଏପରି ସ୍ଵପ୍ନ ଦେଖୁଛନ୍ତି ତେବେ ଆପଣ ଜାଣିବେ କି ଆପଣଙ୍କର ବହୁତ ବଡ ସମସ୍ୟା ଦୂର ହେବାକୁ ଯାଉଛି ଓ ଦୁଃଖର ଦିନ ପଳାଇବା ଓ ସୁଖର ଦିନ ଆସିବ । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦିଅନ୍ତି ତେବେ ଏହି ସ୍ଵପ୍ନର ପ୍ରଭାବ ନଷ୍ଟ ହୋଇ ଯାଇଥାଏ । ତେବେ ଭୁଲରେ ମଧ୍ୟ ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ ।

୨. ଯଦି ଆପଣ ଶୋଇବା ସମୟରେ ନିଜକୁ ବୁଲୁଥିବାର ବା ନଦୀ ପାଖରେ ବସିଥିବାର ସ୍ଵପ୍ନ ଦେଖୁଛନ୍ତି ତେବେ ଏହି କଥା ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ । କାରଣ ଏହାର ଅର୍ଥ ଏହା ହୋଇଥାଏ କି ଆପଣଙ୍କ ଜୀବନରେ ଖୁସି ଆସିବାକୁ ଯାଉଛି ଏବଂ ଆପଣ ବହୁତ ବଡ କାମରେ ସଫଳତା ହାସଲ କରିବାକୁ ଯାଉଛନ୍ତି ।

 

୩. ଯଦି ଆପଣ ସ୍ଵପ୍ନରେ ଗାଈ ଓ ତାର ବାଛୁରି ଏକା ସହିତ ଚରୁଥିବାର ଦେଖୁଛନ୍ତି ତେବେ ଜାଣି ରଖନ୍ତୁ କି ଆପଣ ଭବିଷ୍ୟତରେ ଧନବାନ ବନିବାର ଆଶଙ୍କା ରହିଛି । ଯଦି ଆପଣ ଏହି କଥାକୁ ଅନ୍ୟମାନଙ୍କ ଆଗରେ ପ୍ରକାଶ କରି ଦେଉଛନ୍ତି ତେବେ ଆପଣଙ୍କର ଆଶା ଆଶାରେ ହିଁ ରହିଯିବ । ମାନେ ଏହି ସ୍ଵପ୍ନର ପ୍ରଭାବ କମି ଯାଇଥାଏ । ତେବେ ଭୁଲରେ ବି ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ ।

୪. ଏହା ସହିତ ଯଦି ଆପଣ ଶୋଇବା ସମୟରେ ସାପର ସ୍ଵପ୍ନ ଦେଖୁଛନ୍ତି ତେବେ ଜାଣି ରଖିବେ କି ଆପଣଙ୍କ ଜୀବନରେ ମାନ ସମ୍ମାନର ବୃଦ୍ଧି ହେବାକୁ ଯାଉଛି । ଯଦି ଆପଣ ଏହି ସ୍ଵପ୍ନ ବିଷୟରେ ଅନ୍ୟମାନଙ୍କୁ ଜଣାଇ ଦେଉଛନ୍ତି ତେବେ ଏହାର ପ୍ରଭାବ ନଷ୍ଟ ହୋଇଯାଇଥାଏ ।

ତେବେ ଯଦି ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ତେବେ ଏହାକୁ ଲାଇକ ଓ ଶେୟାର କରିଦେବେ । ଏମିତି ହିଁ ଜ୍ୟୋତିଷୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *