୧୧୬ ଟି ପିଲାଙ୍କର ବାପା ଅଟେ ଏହି ଲୋକ, ଫେସବୁକରେ ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଇ ମହିଳା ମାନେ କରନ୍ତି ପିଲା ର ଡିମାଣ୍ଡ

ବନ୍ଧୁଗଣ ବର୍ତ୍ତମାନ ଦୁନିଆରେ ଏମିତି ସବୁ ମାମଲା ସାମ୍ନାକୁ ଆସୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଳଟୁଛି । ବନ୍ଧୁଗଣ ଏହି ସବୁ ମାମଲା ଗୁଡିକ ସାଧାରଣତଃ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଆପଣ ମାନେ ଏହି ସବୁ ମାମଲା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ବନ୍ଧୁଗଣ ଏହି ଯୁଗରେ ଗୋଟେ ମଣିଷ କେତୋଟି ଛୁଆ ଜନ୍ମ କରିପାରିବ ?, ସାଧାରଣତଃ ୪ ଟି ବା ୬ଟି ବା ଅଧିକରୁ ଅଧିକ ୧୦ଟି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଲୋକ ବିଷୟରେ କହିବାକୁ ଯାଉଛୁ ଯିଏ ୧୧୬ଟି ଛୁଆଙ୍କର ବାପା ଅଟନ୍ତି ।

ବନ୍ଧୁଗଣ ଏହି ବ୍ୟକ୍ତି ଜଣକଙ୍କର ନାମ ହେଉଛି କ୍ଲିବୋ ଜୋନ୍ସ । କ୍ଲିବୋ ଜୋନ୍ସ ୬୫ ବର୍ଷର ଲୋକ ଅଟନ୍ତି ଓ ସେ ଇଂଲଣ୍ଡର ଡର୍ବିରେ ରୁହନ୍ତି । ଏହି ବ୍ୟକ୍ତି ଜଣକ ବହୁତ ଫେମସ ମଧ୍ୟ ଅଛନ୍ତି ସେ କେବଳ ୮ ବର୍ଷ ମଧ୍ୟରେ ୧୧୬ଟି ଛୁଆଙ୍କ ବାପା ହୋଇସାରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ବ୍ୟକ୍ତି ଜଣଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆସନ୍ତୁ ଜାଣିବା ।

ବନ୍ଧୁଗଣ କ୍ଲିବୋ ଜୋନ୍ସ ଜଣେ ସ୍ପର୍ମ ଡୋନର ଅଟନ୍ତି । ସେ ବର୍ତ୍ତମାନ ଏତେ ଫେମସ ହୋଇସାରିଛନ୍ତି ଯେ ମହିଳା ମାନେ ତାଙ୍କୁ ଫେସବୁକ ଜରିଆରେ ଫ୍ରେଣ୍ଡ ରିକ୍ଵେଷ୍ଟ ପଠାଇ ନିଜର ମା ହେବାର ସ୍ଵପ୍ନକୁ ପୂରଣ କରିପାରୁଛନ୍ତି । ବନ୍ଧୁଗଣ କରୋନା ମହଆମାରି ସମୟରେ ଆଇଭିଏଫ ଇଣ୍ଡଷ୍ଟ୍ରିର ବହୁତ ଘାଟା ହୋଇଛି  । କାରଣ ସେହି ସମୟ ପରଠାରୁ ସ୍ପର୍ମ ଡୋନର ମାନଙ୍କ ସଂଖ୍ୟା ସଂପୂର୍ଣ୍ଣ କମିବାରେ ଲାଗିଛି । ଅନ୍ୟ ପକ୍ଷରେ ବ୍ରିଟେନରେ ୩୫ ବର୍ଷରୁ ଅଧିକ ବର୍ଷ ମହିଳା ମାନେ ବିବାହ ନକରି ଆଇଭିଏଫ ଜରିଆରେ ପ୍ରେଗନେଣ୍ଟ ହେବା ପାଇଁ ପସନ୍ଦ କରନ୍ତି ।

କରୋନା କାଳ ପରଠାରୁ ସ୍ପର୍ମ ଡୋନର ମାନଙ୍କୁ ଫେସବୁକ ଦ୍ଵାରା ଖୋଜା ଯାଉଛି । ସେଥିପାଇଁ ବହୁତ ଲୋକ ନିଜ ଫେସବୁକ ପ୍ରୋଫାଇଲରେ ସ୍ପର୍ମ ଡୋନର ଲେଖିଛନ୍ତି । ବ୍ରିଟେନରେ ଆଇଭିଏଫ ଡୋନରକୁ ୩୫ ୟୁରୋ ଟଙ୍କା ଦିଆଯାଇଥାଏ । ଅନ୍ୟ ପକ୍ଷରେ ଯେତେବେଳେ ଛୁଆକୁ ୧୮ ବର୍ଷ ହୋଇଥାଏ ସେତେବେଳେ ତାକୁ ତାର ବାପା ବିଷୟରେ ଜାଣିବା ପାଇଁ ଅଧିକାର ଦିଆଯାଇଥାଏ ।

ଗୋଟେ ସର୍ବେ ଅନୁସାରେ ୟୁରୋପରେ ସବୁ ବର୍ଷ ୭ ହଜାର ସ୍ପର୍ମ ବିକ୍ରି କରା ଯାଇଥାଏ । ବନ୍ଧୁଗଣ ୬୫ ବର୍ଷୀୟ କ୍ଲିବୋ ଜୋନ୍ସ ମଧ୍ୟ ନିଜ ପ୍ରୋଫାଇଲରେ ସ୍ପର୍ମ ଡୋନର ଲେଖିଛନ୍ତି । ସେ ମହିଳା ମାନଙ୍କୁ ସଂପୂର୍ଣ୍ଣ ମାଗଣାରେ ସ୍ପର୍ମ ଡୋନେଟ କରନ୍ତି । ତାଙ୍କୁ ଏହି କାମ ମାଗଣା କରି ବହୁତ ଆନନ୍ଦ ଓ ଖୁସି ମିଳିଥାଏ ।

ଯେତେବେଳେ କୌଣସି ମହିଳା ତାଙ୍କ ସ୍ପର୍ମ ଦ୍ଵାରା ମା ହୋଇଯାଇଥାଏ ସେତେବେଳେ ତାଙ୍କୁ ବହୁତ ଖୁସି ହୋଇଥାଏ । କ୍ଲିବୋ ଏହି କାମକୁ ଆଉ କିଛି ବର୍ଷ ପର୍ଯ୍ୟନ୍ତ କରିବା ପାଇଁ ଚାହୁଁଛନ୍ତି । ସେ ବର୍ତ୍ତମାନ ୧୧୬ଟି ଛୁଆଙ୍କ ବାପା ହୋଇ ସାରିଛନ୍ତି ଓ ନିଜର ୧୦ଟି ଛୁଆ ସହ ସାକ୍ଷାତ ମଧ୍ୟ କରି ସାରିଛନ୍ତି ।

ତା ହେଲେ ବନ୍ଧୁଗଣ ଏହି ଖବରକୁ ନେଇ ଆପଣଙ୍କ ପ୍ରତିକ୍ରିୟା କଣ ଆମକୁ ନିଶ୍ଚୟ କମେଣ୍ଟ କରନ୍ତୁ ଓ ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *