ଯେତେବେଳେ ଏକ ବନ୍ଦ ରୁମ ରେ ଏହି ବ୍ୟକ୍ତି Katrina ଙ୍କୁ କରୁଥିଲା କିସ, ତ ରଙ୍ଗେ ହାତ୍ ଧରି ନେଇଥିଲେ ତାହାକୁ Amitabh Bacchan

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ହେଉଛନ୍ତି କାଟ୍ରିନା କୈଫ । ଆପଣ ମାନେ ସମସ୍ତେ କାଟ୍ରିନାଙ୍କ ବହୁତ ସୁପର ହିଟ ଫିଲ୍ମ ଦେଖିଥିବେ ।

ବନ୍ଧୁଗଣ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ କାଟ୍ରିନାଙ୍କର ଏକ ପୁରୁଣା ମାମଲା ସାମ୍ନାକୁ ଆସିଛି । ଏହି ମାମଲାଟି ହେଉଛି କାଟ୍ରିନାଙ୍କ ପ୍ରଥମ ଫିଲ୍ମ ‘ବୁମ’ର ଓ ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ମାମଲା ବିଷୟରେ ।

ବନ୍ଧୁଗଣ ୨୦୦୩ ମସିହାରେ ଆସିଥିବା ଫିଲ୍ମ ‘ବୁମ’ରେ ବଲିଉଡର ଦିଗଜ ଅଭିନେତା ଅମିତାଭ ବଚନ ଓ କାଟ୍ରିନା କୈଫ ଏକା ସହ କାମ କରିଥିଲେ । କେତେକ ସୁପର ହିଟ ଫିଲ୍ମରେ କାମ କରିଥିବା କାଟ୍ରିନା ପ୍ରଥମେ ‘ବୁମ’ ଫିଲ୍ମରୁ ଡେବ୍ୟୁ କରିଥିଲେ ।

ଡାଇରେକ୍ଟର କେଜାଦ ଗୁସ୍ତାଦଙ୍କର ଏହି ଫିଲ୍ମଟି ବୋଲଡ କଣ୍ଟେଣ୍ଟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥିଲା । ଏହି ଫିଲ୍ମରେ କାଟ୍ରିନା ଓ ଅଭିନେତା ଗୁଲସନ ଗ୍ରୋବରଙ୍କ ମଧ୍ୟରେ ବୋଲଡ ସିନ ଥିଲା । ଏହି ସିନ ପାଇଁ କାଟ୍ରିନା ପ୍ରାକ୍ଟିସ ମଧ୍ୟ କରିଥିଲେ ।

ଗୁଲସନ ଗ୍ରୋବର କିଛି ବର୍ଷ ପୂର୍ବେ ଏକ ଇଣ୍ଟରଭ୍ୟୁ ଦ୍ଵାରା କହିଥିଲେ ଯେ, ‘ବୁମ ଫିଲ୍ମର ସେହି କିସସ ସିନରେ ମୁ ବହୁତ ନର୍ଭସ ଥିଲି । ସେଥିପାଇଁ ମୁ ବନ୍ଦ ଘରେ ବହୁତ ଥର କାଟ୍ରିନାଙ୍କ ସହ କିସସ୍ କରି ପ୍ରାକ୍ଟିସ କରୁଥିଲି । ସେହି ସମୟରେ ହଠାତ ଘର ମଧ୍ୟକୁ ଅମିତାବ ବଚନ ଆସିଯାଇଥିଲେ ଓ ଆମ ଭିତରେ ଯାହା ସବୁ ହେଉଥିଲା ସେ ଦେଖି ସାରିଥିଲେ । ହେଲେ ଅମିତାବ ଆମକୁ କିଛି ନକହି ପ୍ରେରଣା ଦେଇଥିଲେ’ ।

ଗୁଲସନଙ୍କ ମତରେ, ‘ବୁମ ର ଏହି ସିନ ହେଉଛି ତାଙ୍କ ଲାଇଫର ସବୁଠାରୁ କଠିନ ସିନ । ଏହା ବ୍ଯତୀତ ଫିଲ୍ମର ଟିମକୁ ମଧ୍ୟ ଏହି ସିନ ଟି କରିବା ପାଇଁ ଦୁଇ ଘଣ୍ଟା ଲାଗି ଯାଇଥିଲା । ଏହି ସିନ ଟି ଦୁବାଇର ବୁର୍ଜ ଅଲ ଅରବ ହୋଟେଲରେ ହୋଇଥିଲା’ । ବନ୍ଧୁଗଣ କାଟ୍ରିନାଙ୍କର ଏହି କିସସ ସିନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା ଓ କାଟ୍ରିନାଙ୍କୁ ମଧ୍ୟ ଏହି ସିନ ପାଇଁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ହେବାକୁ ପଡିଛି । କିନ୍ତୁ ବର୍ତ୍ତମାନର ସମୟରେ ସେ ବଲିଉଡର ଜଣେ ପ୍ରସିଦ୍ଧି ଅଭିନେତ୍ରୀ ରୂପେ ପରିଚିତ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *