Jyotish Shastra- ମାନ କି ନ ମାନ, ୧୦୦ ବର୍ଷରେ ପ୍ରଥମ ଥର କ୍ରୋଧିତ ଅଛନ୍ତି ଭଗବାନ ଶନିଦେବ, କାଲି ଠାରୁ ସତର୍କ ରୁହନ୍ତୁ କେବଳ ଏହି ୧ ରାଶିର ଲୋକ

ନମାସ୍କର ବନ୍ଧୁଗଣ ,ବନ୍ଧୁଗଣ ଆମ ଜୀବନ ରେ ଯାହାକିଛି ବି ଘଟିଥାଏ ତାହା ଗ୍ରହ ମାନଙ୍କ ଚଳାଚଳ ଉପରେ ନିର୍ଭର କରିଥାଏ । ଯଦି ତାଙ୍କର ଚଳାଚଳ ଭଲ ଥାଏ ତେବେ ଆମ ର ସବୁକିଛି ଭଲ ହୋଇଥାଏ ଏବଂ ତାଙ୍କର ଚଳାଚଳ ଯଦି ଠିକ ନ ଥାଏ ତେବେ ଆମ ଜୀବନ ରେ ସବୁ ଅଶୁଭ ହୋଇଥାଏ । ଗ୍ରହ ମାନଙ୍କ ମଧ୍ୟରେ ଶନିଦେଵ ଙ୍କୁ ତ ଆପଣ ମାନେ ସମସ୍ତେ ଜାଣିଥିବେ । ଶନିଦେଵ ଙ୍କୁ ନ୍ୟାୟ ର ଦେବତା ବୋଲି କୁହା ଯାଇଥାଏ । କିନ୍ତୁ ବର୍ତ୍ତମାନ ଶନିଦେଵ ବହୁତ କ୍ରୋଧିତ ଅଛନ୍ତି । ଯାହାଦ୍ୱାରା କି କିଛି ରାଶି ଙ୍କ ଉପରେ ଏହାର ଖରାପ ପ୍ରଭାବ ପଡ଼ିବାକୁ ଯାଉଛି ।

ଯଦି ଆପଣ ତାଙ୍କୁ ଶାନ୍ତ ଏବଂ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ତାଙ୍କ ଶରଣ ରେ ଆସିବାକୁ ପଡିବ । ଆପଣଙ୍କୁ ଶନିଦେଵ ଙ୍କୁ ପ୍ରସନ୍ନ କରିବାକୁ ପଡିବ । ତେବେ ଶନିଦେଵ ସେମାନଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେଉଁମାନେ କି ସବୁବେଳେ ସତ୍ୟ ପଥରେ ଚାଲନ୍ତି ଏବଂ ବହୁତ ଭଲ କାର୍ଯ୍ୟ କରିଥାନ୍ତି ।

ଶନିଦେଵ ତାଙ୍କ ଉପରେ ପ୍ରସନ୍ନ ହୁଅନ୍ତି ଯେଉଁମାନେ କେବେବି ଅନ୍ୟାୟ କରନ୍ତି ନାହିଁ । ଆପଣ ଶନି ଦେବଙ୍କୁ ପ୍ରସନ୍ନ କରିବା ପାଇଁ ସନ୍ଧ୍ୟା ସମୟରେ ଶନି ଚାଳିଶା ର ପାଠ କରନ୍ତୁ । ଯଦି ଆପଣ ଏହା କରି ନ ପାରୁଛନ୍ତି ତେବେ ଆପଣ ହନୁମାନ ଚାଳିଶା ମଧ୍ୟ ପାଠ କରି ପାରିବେ । ଏହାଦ୍ବାରା ଶନିଦେଵ ପ୍ରସନ୍ନ ହୋଇଯିବେ ।

ଶନିଦେଵ ଙ୍କର ଏହିପରି ପ୍ରବେଶ ବହୁତ ବର୍ଷ ପରେ ହୋଇଛି ଯାହାଫଳରେ ଏହାର ପ୍ରଭାବ କିଛି ରାଶି ଙ୍କ ଉପରେ ପଡିପାରେ ତେଣୁ କିଛି ରାଶି ସାବଧାନ ରହିବା ଆବଶ୍ୟକ । ତେବେ ବର୍ତ୍ତମାନ ଶନିଦେଵ ଙ୍କ ର ପ୍ରଭାବ କୁମ୍ଭ ରାଶି ମାନଙ୍କ ଉପରେ ପଡି ସାରିଲାଣି ଏବଂ ଧନୁ , ମକର ରାଶି ରେ ପୂର୍ବ ରୁ ହିଁ ଶନି ଙ୍କ ର କୁପ୍ରଭାଵ ଚାଲି ଆସୁଛି । କିନ୍ତୁ ଏହା ଏହି ବର୍ଷ ର ଶେଷ ସୁଧା ସମାପ୍ତ ହୋଇ ଯିବ । ତେବେ ବର୍ତ୍ତମାନ ଆପଣଙ୍କୁ ଜଣାଇବୁ କିପରି ଏହି କୋପ ରୁ କିଛି ମାତ୍ରା ରେ ରକ୍ଷା ମିଳିବ ।

ଶନିଦେଵ ତାଙ୍କ ପ୍ରକୋପ କିଛି ମାତ୍ରା ରେ କମାଇଦେବେ । ବେସି ମେଷ ଏବଂ ମିଥୁନ ରାଶି ରକ୍ଷା ପାଇବେ । କାରଣ ଏମାନଙ୍କ ଉପରେ ଶନିଦେଵ ଙ୍କ କୃପା ପୂର୍ବରୁ ହିଁ ଅଛି । ଧନୁ ରାଶି ମାନଙ୍କ ର ଏହି ଥର ଏତେ ଭଲ ହେବ ନାହିଁ । ଆପଣଙ୍କ ର ସବୁ କାର୍ଯ୍ୟ ରେ ବାଧା ପ୍ରାପ୍ତ ହେବ ।

କିନ୍ତୁ ଏହି ବର୍ଷ ଶନିଦେଵ ଗଲା ବେଳକୁ ଆପଣଙ୍କ ପାଇଁ କିଛି ଭଲ କରିକି ଯିବେ । ତେବେ ଆପଣ ଆପଣଙ୍କ କାମରେ ଭଲ କରିବେ । ସବୁ ସ୍ଥାନ ରେ ଆପଣ ଆପଣଙ୍କ ମାନ ସମ୍ମାନ ବୃଦ୍ଧି କରିବେ । ବ୍ୟବସାୟ ଆଦି କାର୍ଯ୍ୟ ରେ ଆପଣ ସଫଳତା ଲାଭ କରିବେ । ଆପଣ ଆପଣଙ୍କ ସବୁ କାର୍ଯ୍ୟ ରେ ସଫଳତା ଦେଖିବେ । ଶନିଦେଵ ଙ୍କ ବକ୍ର ଦୃଷ୍ଟି ରୁ ରକ୍ଷା ପାଇବା ପାଇଁ ଆପଣ ହନୁମାନ ଙ୍କର ଆରାଧନା କରନ୍ତୁ ।

ଯଦି ଆପଣ ଅସୁସ୍ଥ ଅଛନ୍ତି ତେବେ ହନୁମାନ ଙ୍କ ବହି ପାଠ କରନ୍ତୁ ଏହାଦ୍ବାରା ଶନିଦେବଙ୍କ କୃପା ଆପଣଙ୍କ ପ୍ରତି ବଢିବ ।ଏହି ରାଶି ଗୁଡିକ ତ ସାବଧାନ ରହିବେ ହେଲେ ଯେଉଁ ରାଶି ମାନଙ୍କ ର ଫାଇଦା ହେବ ସେହି ରାଶି ଗୁଡିକ ହେଲା କନ୍ୟା ରାଶି , ମିଥୁନ ରାଶି , କର୍କଟ ରାଶି , ମେଷ ରାଶି , ବୃଷଭ ରାଶି ଏବଂ ତୁଳା ରାଶି ମାନଙ୍କୁ ଅତ୍ୟଧିକ ଲାଭ ଏବଂ ଫାଇଦା ମିଳିବ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *