କେବଳ ଏହାର ଦୁଇଟି ଦାନା ଖାଇ ନିଅନ୍ତୁ, Nerve pain, ବ୍ଲକେଜ, କମଜୋରି ସବୁ ଗାୟବ ହେଇଯିବ, ବେଡ ରେ ପଡିଥିବା ମଣିଷ ବି ଦୌଡିବାକୁ ଲାଗିବ- Health Tips

ବନ୍ଧୁଗଣ ,ବନ୍ଧୁଗଣ ପିଲା ବେଳେ ଆମ ସମସ୍ତଙ୍କ ର ଖଣ୍ଡିଆ ଖାବରା ହୋଇଥାଏ ଏବଂ ସେ ଆପେ ଆପେ ଭଲ ମଧ୍ୟ ହୋଇଯାଇଥାଏ । ତେବେ ଆମ ଶରୀର ରେ ସେତିକି ଶକ୍ତି ଅଛି ଯାହାଦ୍ୱାରା ଆମ ରୋଗ ସବୁ କୁ ସେ ଭଲ କରିପାରେ । କିନ୍ତୁ ଆମେ ତାକୁ କେବେ ସମୟ ଦେଇ ନ ଥାଉ । ଯଦି ଖଣ୍ଡିଆ ତାର ଆପେ ଆପେ ଭଲ ହୋଇଯାଉଛି ତେବେ ମଧୁମେହ କ୍ୟାନସର ଆଦି ରୋଗ କଣ ପାଇଁ ଭଲହେବ ନାହିଁ । ଆମ ଶରୀର ହିଁ ଆମର ସବୁ କିଛି ହୋଇଥାଏ ।

ଯଦି ଆମେ ଆମ ଶରୀର କୁ ସମ୍ଭାକି ରଖିପାରିବା ତେବେ ସବୁ କିଛି ସମ୍ଭବ ହୋଇଥାଏ । ଆମେ ଯାହା ଖାଇଥାଉ ତାହା ହିଁ ଆମ ଶରୀର । ଯଦି ଆମେ ପିଜା ଖାଉଛୁ ତେବେ ଆମ ଶରୀର ପିଜା , ଯଦି ଆମେ ଫଳ ଖାଉଛୁ ତେବେ ଆମ ଶରୀର ଫଳ ।

ତେବେ ଆମକୁ ପ୍ରକୃତି ରୁ ଆସୁଥିବା ଆହାର କୁ ଖାଇବା ଉଚିତ ନା କି କୃତିମ ଉପାୟରେ ଆସୁଥିବା ଆହାର ଖାଇବା ଉଚିତ । ଆମକୁ ସବୁ ପ୍ରକାର ଜିନିଷ ମିଳିଥାଏ । କିନ୍ତୁ ଆମକୁ ନିଜେ ଚୟନ କରିବାକୁ ପଡିଥାଏ କି ଆମେ କଣ ଖାଇବୁ କଣ କରିବୁ ଏବଂ ଆମେମାନେ ସବୁବେଳେ ଭୁଲ କୁ ହିଁ ଚୟନ କରିଥାଉ । ତେବେ ଆପଣଙ୍କୁ ଏତିକି ବୁଝିବାକୁ ହେବ କି କଣ ଖାଇବା ଦ୍ବାରା ଆପଣଙ୍କ ର ଭଲ ହୋଇଥାଏ ଏବଂ ଖରାପ ।

ତେବେ ଆମ ଶରୀର ର ସମସ୍ତ ରୋଗ କୁ ରୋଗପ୍ରତିଷେଧକ ଶକ୍ତି ହିଁ ନିୟନ୍ତ୍ରଣ କରିଥାଏ । ତେବେ ଆଜିକାଲି ସବୁ ରୋଗ ରୁ ରକ୍ଷା ପାଇବା ପାଇଁ ରୋଗପ୍ରତିଷେଧକ ଶକ୍ତି ବଢାଇବାକୁ କୁହାଯାଉଛି । କିନ୍ତୁ ଆମ ମାନଙ୍କ ମଧ୍ୟରେ ସମସ୍ତଙ୍କ ପାଖରେ ସେତିକି ରୋଗପ୍ରତିଷେଧକ ଶକ୍ତି ନ ଥାଏ । ତାହାକୁ ଆମକୁ ହିଁ ବଢାଇବାକୁ ହୋଇଥାଏ । ପୁରା ଦୁନିଆ ଯେତେବେଳେ ରୋଗ ରେ ଅଛି ସେତେବେଳେ ଆମେ ମାନେ ଖାଲି ଭଲଭଲ ଜିନିଷ ରୋଷେଇ କରି ଖାଉଥିଲେ କିନ୍ତୁ ତାହା ପୃଷ୍ଟିକର ନଥିଲା ।

ଆମ ଖାଇବା ପଦାର୍ଥ ଭିତରେ କେବଳ ନାଲି ଲଙ୍କା କ୍ଷତିକାରକ କିନ୍ତୁ ଏହା ଆମ ଭାରତ ରେ ଏବେ ୧୦୦ ବର୍ଷ ହେବ ଆରମ୍ଭ ହୋଇଛି ନଚେତ ପୂର୍ବରୁ ଆମ ଦେଶ ରେ କଞ୍ଚା ଲଙ୍କା ନହଲେ ଗୋଲମରିଚ ର ବ୍ୟବହାର ହେଉଥିଲା । ଆପଣଙ୍କୁ ତାର ବ୍ୟବହାର ଜଣାଉଛୁ ।

ପ୍ରଥମେ ସକାଳୁ ଉଠିବା ପରେ ଖାଲି ପେଟରେ ଚାରିଟି ଗୋଲମରିଚ ଦାନା କୁ ଖାଇ ଉଷୁମ ପାଣି ପିଅନ୍ତୁ ଏହାଦ୍ବାରା ଆପଣଙ୍କ ରୋଗ ପ୍ରତିଷେଧକ ଶକ୍ତି ବଢ଼ିଥାଏ । ଯଦି ଏହାଛଡା ଆପଣ ଆପଣଙ୍କ ଆଖି ସମସ୍ୟା କୁ ଦୂର କରିବାକୁ ଚାହୁଁଛନ୍ତି ତେବେ ଆପଣ କିଛି ଟମାଟୋ ଆଣନ୍ତୁ ତା ପରେ ଗୋଲମରିଚ ପକାଇ ଖାଆନ୍ତୁ ଆପଣ ସେ ଯାଏ ଟମାଟୋ ଖାଇପାରିବେ ଯେଉଁ ପର୍ଯ୍ୟନ୍ତ ଆପଣଙ୍କ ପେଟ ପୁରା ପୁରି ନାହିଁ । ଏହାକୁ ଆପଣ ଦୁଇ ମାସ ଯାଏ କରିପାରିବେ ।

ଗୋଲମରିଚ ଆପଣଙ୍କ ଶରୀର ପାଇଁ ବହୁତ ହିଁ ଭଲ ହୋଇଥାଏ । ଏହା ଆପଣଙ୍କ ର ଆଖି ସମସ୍ୟା କୁ ହିଁ ନୁହେଁ ବରଂ ଆପଣଙ୍କ ର ମଧୁମେହ ଆଦି ରୋଗ କୁ ବି ଭଲ କରିଥାଏ । କିନ୍ତୁ ଏହା ପାଇଁ ଆପଣଙ୍କୁ ଟମାଟୋ ଚାରି ମାସ ଯାଏ ଖାଇବାକୁ ପଡିବ ଗୋଲମରିଚ ସହ । ତେଣୁ ଆପଣ ଯେତେ କଞ୍ଚା ପନିପରିବା ଖାଇପାରିବେ । ଏହା ଦ୍ବାରା ଆପଣ ଯଦି ଚାଲି ବୁଲି ପାରୁ ନାହାନ୍ତି କିମ୍ବା ଆପଣଙ୍କ ର କୌଣସି ପ୍ରକାର ଶିର ଜନିତ ସମସ୍ୟା ରହିଛି ତେବେ ଆପଣ ଏହି ସବୁ ଉପାୟ କୁ ପ୍ରୟୋଗ କରି ପାରିବେ।

ତେବେ ମେଡ଼ିସିନ ଖାଇବା ଅପେକ୍ଷା ଆପଣ ନିଜର ଶରୀର ର ଧ୍ୟାନ ନିଅନ୍ତୁ ଏହା ଦ୍ଵାରା ସବୁ ପ୍ରକାର ରୋଗ ନିୟନ୍ତ୍ରଣ ରେ ରହିଥାଏ । ଆପଣ ରାସାୟନିକ ମିଠା ଜିନିଷ ଯେତେ କମ ଖାଇପାରିବେ । ସକାଳୁ ଉଠି ଆପଣ ପାଣି ପିଅନ୍ତୁ ଏହା ଆପଣଙ୍କ ଶରୀର ପାଇଁ ଭଲ ହୋଇଥାଏ । ଗୋଲମରିଚ ଆପଣଙ୍କ ଶରୀର ପାଇଁ ବହୁତ ଭଲ । ଯେତେ ପରିମାଣ ରେ ଆପଣ ପ୍ରାକୃତିକ ଜିନିଷ ଆହାର କରନ୍ତୁ ।

ଆପଣଙ୍କୁ ଆମର ଏହି ଟିପ୍ସ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରିବେ ଓ ଏମିତି କିଛି ନୂଆ ନୂଆ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *