ବିଜୟ ମାଲ୍ୟାଙ୍କ ଝିଅ ହେଉଛନ୍ତି Bollywood ର ଫେମସ ହିରୋଇନ, ଦେଖିବାକୁ ବହୁତ ସୁନ୍ଦର

ବନ୍ଧୁଗଣ ବିଜୟ ମାଲ୍ୟା ଜଣେ ଭାରତୀୟ ବ୍ୟବସାୟୀ ଏବଂ ରାଜନେତା ମଧ୍ୟ । ସେ ୟୁବି ଗ୍ରୁପର ଅଧ୍ୟକ୍ଷ । ଏବଂ କିଙ୍ଗ ଫିସର ଏୟାର ଲାଇସ ର ଅଧ୍ୟକ୍ଷ ମଧ୍ୟ । ବିଜୟ ଙ୍କ ଜନ୍ମ ୧୮ ଡିସେମ୍ବର ୧୯୫୫ ରେ ହୋଇଥିଲା । ତାଙ୍କ ପିତାଙ୍କର ଅଚାନକ ମୃ-ତ୍ୟୁ-ପ-ରେ ବିଜୟ ମାଲ୍ୟା ୟୁବି ଗ୍ରୁପର ଅଧ୍ୟକ୍ଷ ବନିଗଲେ ମାତ୍ର ଅଠେଇସ ବର୍ଷ ବୟସରେ । ସେବେଠାରୁ ଏବେ ପର୍ଯ୍ୟନ୍ତ ୟୁବି ଦଳ ଏକ ବହୁ ରାଷ୍ଟ୍ରୀୟ ସମୂହ ରୂପରେ ଅଛି । ଯାହାର ଅନ୍ତର୍ଗତ ପ୍ରାୟତଃ ସାତଟି କଂପନି ଅଛି ।

ବିଜୟ ସମସ୍ତ କମ୍ପାନୀ କୁ ବହୁତ ମଜବୁତ କରିଲେ ଏବଂ ଯେଉଁ କମ୍ପାନୀ କ୍ଷତି ରେ ଗତି କରୁଥିଲା ତାକୁ ବିକି ଦେଲେ କିମ୍ବା ବନ୍ଦ କରିଦେଲେ । ଏବଂ ନିଜର ସବୁ ଧ୍ୟାନ ଦଳର ମୁଖ୍ୟ ବ୍ୟବସାୟ ମଦ ଉପରେ ଲଗେଇଲେ । ମାଲ୍ୟା ଙ୍କୁ ବାସ୍ତବରେ ଖେଳ କୁଦ ପ୍ରତି ବହୁତ ଭଲ ପାଇବା ରହିଛି ।

୧୯୭୦ ଏବଂ ୧୯୮୦ ଦଶକ ରେ ସେ ବିଭିନ୍ନ ଦୌଡ଼ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ । ବିଜୟ ମାଲ୍ୟା ଙ୍କୁ ଲୋକମାନେ ତାଙ୍କ ରଙ୍ଗୀନ ସ୍ୱଭାବ ଦ୍ୱାରା ହିଁ ଜାଣିଥିଲେ । ମାଲ୍ୟା ଙ୍କୁ ଇଭେଣ୍ଟ କିମ୍ବା କୌଣସି ପାର୍ଟି ରେ ପ୍ରାୟତଃ ମଡେଲ ମାନଙ୍କ ଗହଣ ରେ ଦେଖିବାକୁ ମିଳିଥାଏ । ବିଜୟ ମାଲ୍ୟା ଙ୍କୁ ବହୁତ ଏବଂ ଦାମୀ କାର ଆଦି ର ମଧ୍ୟ ସଉକ ଅଛି ।

କିଙ୍ଗଫିସର ର କ୍ୟାଲେଣ୍ଡର ର ମଡେଲ ମାନଙ୍କ ସହ ତାଙ୍କ ଫୋଟୋ ସର୍ଵଦା ଚର୍ଚ୍ଚାର ପାତ୍ର ହୋଇ ଥାଏ । ମାଲ୍ୟା ଙ୍କ ପାଖରେ ଦୁଇ ଶହ ପଚାଶ ରୁ ଭି ଅଧିକ କାର ରହୁଥିଲା କିନ୍ତୁ ଏବେ ସେ ଦେଶର ସବୁଠୁ ବଡ଼ କରଜ ଧାର ହୋଇ ଯାଇ ଛନ୍ତି । ବର୍ତ୍ତମାନ ରେ ବିଜୟ ମାଲ୍ୟା ଙ୍କ ଭୂମିକା ଏକ ଚୋର କିମ୍ବା ଭଗୋଡା ରୂପରେ ପରିଚିତ । ସ୍ୱଚନା ଅନୁସାରେ ବିଜୟ ଭାରତର ଅନେକ ବ୍ୟାଙ୍କ ରୁ କୋଟି କୋଟି ଟଙ୍କାର କରଜ ନେଇ ବିଦେଶ କୁ ପଳାୟନ କଲେ ।

ବିଜୟ ମାଲ୍ୟା ନିଜ ଜୀବନରେ ଦୁଇ ଥର ବିବାହ କରି ଛନ୍ତି । ବିଜୟ ପ୍ରଥମ ବିବାହ ସମୀରା ଙ୍କ ସହ କରିଥିଲେ ଯିଏକି ଜଣେ ଏୟାର ଇଣ୍ଡିଆ ର ହଷ୍ଟେସ ଥିଲେ । ଏବଂ ଦେଖିବାକୁ ସେ ବହୁତ ସୁନ୍ଦର ଓ ଆକର୍ଷଣୀୟ ଥିଲେ । ଏବଂ ମାଲ୍ୟା ଙ୍କୁ ପ୍ରଥମ ନଜର ରେ ହିଁ ପ୍ରେମ ହୋଇ ଯାଇଥିଲା । ଏବଂ ଦୁଇ ଜଣ ୧୯୮୬ ରେ ବିବାହ କରି ଦେଲେ । ଏବଂ ଏମାନଙ୍କ ର ଏକ ପୁତ୍ର ସନ୍ତାନ ମଧ୍ୟ ଅଛି ଯାହାର ନାମ ସିଦ୍ଧାର୍ଥ । ଏବଂ କିଛି ବର୍ଷ ପରେ ମାଲ୍ୟା ସମୀରା ଙ୍କ ଠାରୁ ଛାଡପତ୍ର ନେଇ ବେଙ୍ଗାଲୁରୁ ରେ ତାଙ୍କ ପଡୋଶୀ ରହୁଥିବା ରେଖା ମାଲ୍ୟା ଙ୍କ ସହ ବିବାହ କରିଥିଲେ । ଏବଂ ଏମାନଙ୍କ ର ଦୁଇଟି କନ୍ୟା ସନ୍ତାନ ଅଛି ଯାହାଙ୍କର ନାମ ହେଉଛି । ଲେୟନା ଓ ତାନ୍ୟା ।

ଆଜି ଆମେ ବିଜୟ ମାଲ୍ୟା ଙ୍କର ଏକ ଅନ୍ୟ ଏକ ଝିଅ ବିଷୟରେ ଆଲୋଚନା କରିବା । ବିଜୟ ମାଲ୍ୟା ଓ ବଲିଉଡ ର ଅଭିନେତ୍ରୀ ସମୀରା ରେଡ୍ଡୀ ଙ୍କର ଏକ ଖାସ ସମ୍ପର୍କ ଥିଲା । ଏହି ସମ୍ପର୍କ ବାପ ଓ ଝିଅ ସଂପର୍କ ଥିଲା । ସମୀରାଙ୍କ ଏକ ଫୋଟୋ ଏବେ ବହୁତ ଚର୍ଚ୍ଚା ରେ ଥିଲା ଏବଂ ବହୁତ ଭାଇରାଲ ମଧ୍ୟ ହୋଇଥିଲା । ସମୀରା ରେଡ୍ଡୀ ଙ୍କ କନ୍ୟା ଦାନ ବିଜୟ ମାଲ୍ୟା ହିଁ କରିଥିଲେ ।

ସମୀରା ବଲିଉଡ ରେ ଅନେକ ସିନେମାରେ ଅଭିନୟ କରିଥିଲେ । ଏବଂ ବହୁତ ସଫଳ ଓ ପ୍ରସିଦ୍ଧ ମଧ୍ୟ ପାଇଥିଲେ । ସେ ଡେ ଦନା ଦନ, ତେଜ,ଟ୍ୟାକ୍ସି ନମ୍ବର ୯ ୨ ୧୧, ଆଦି ଭଳି ଅନେକ ସଫଳ ସିନେମାରେ ଅଭିନୟ କରିଥିଲେ । ଏବଂ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *