Exclusive: ‘ତୁମେ ଆତ୍ମହତ୍ୟା କଲେ ସୋନାଲିକୁ କିଛି ଫରକ ପଡ଼ିବନି କିନ୍ତୁ ସେ…’, ଆତ୍ମହତ୍ୟା ପୂର୍ବରୁ Soumya ଙ୍କୁ ଏମିତି କହିଥିଲେ Sonali ଙ୍କ ମା’, ସାମ୍ନାକୁ ଆସିଲା କଲ ରେକର୍ଡିଂ

ବନ୍ଧୁଗଣ ଗତ କିଛି ଦିନ ହେବ ସୋମ୍ୟ ରଞ୍ଜନ ଆତ୍ମହତ୍ୟା ମାମଲା ବର୍ତ୍ତମାନ ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ନିଜ ପ୍ରେମିକା ପାଇଁ ସୋମ୍ୟ ଏକ ସୁସାଇଡ ନୋଟ ଲେଖି ଆତ୍ମହତ୍ୟା କରିଛନ୍ତି ।ତେବେ ବନ୍ଧୁଗଣ ଗୋଟେ ଯୁବତୀ ପାଇଁ ଆଜି ସୋମ୍ୟ ନିଜ ପ୍ରାଣ ହରାଇଛନ୍ତି ଓ ଆଜି ତାଙ୍କ ପରିବାର ଲୋକଙ୍କ ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି । ଗତ କିଛି ଦିନ ହେବ ଏହି ମାମଲାଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖୁଛନ୍ତି ।

ତେବେ ବନ୍ଧୁଗଣ ସୋମ୍ୟ ଯେଉଁ ଝିଅ ପାଇଁ ନିଜର ଜୀବନ ହାରି ଅଛନ୍ତି ତାଙ୍କର ନାମ ହେଉଛି ସୋନାଲି ନନ୍ଦ । ସୋନାଲିଙ୍କ ବିରୋଧରେ ଅନେକ ଲୋକ ଖରାପ କହୁଥିବା ବେଳେ ସୋନାଲିଙ୍କ ମା ବାପା ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିସାରିଛନ୍ତି । ବର୍ତ୍ତମାନ ସୋମ୍ୟ ଓ ସୋନାଲି ମାଙ୍କ ଏକ କଲ୍ ରେକର୍ଡିଙ୍ଗ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଆଜି ଆମେ ଆପଣ ମାନଙ୍କୁ ଏହି କଲ୍ ରେକର୍ଡିଙ୍ଗ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ସୋମ୍ୟ ସେହି କଲ୍ ରେ କହୁଛନ୍ତି-‘ସୋନାଲି ନନ୍ଦକୁ ଆମ ଘରେ ଏତେ ବଡ ଜାଗା ଦେଇଥିଲେ ମୋ ହୃଦୟରେ ବି ବହୁତ ବଡ ଜାଗା ଥିଲା’ ।

ଆଗକୁ ସେ କହୁଛନ୍ତି-‘ମୁ ସୁସାଇଡ ହିଁ କରିବି ତା ପରେ ସେ ଜାଣିବ ଗୋଟେ ପୁଅ ସହ ଖେଳିବାର ପରିଣାମ କଣ । ମୁଥି ମାରି ତୋର ଦାନ୍ତ ଭାଙ୍ଗି ଦେବି ତୋ ବୋପା ମା ଆଗରେ ପଡିବୁ ଏମିତି କଥା ବି ସେ କହିଛି ମୁ ସହିଛି । ତାର ସବୁବେଳେ ଇଛା ପପ୍ ଯିବାକୁ ଡିସ୍କୋ ଯିବାକୁ ମୁ ଛାଡି ଦିଅନ୍ତି ତାକୁ ପପ୍ ଜା ଡିସ୍କୋ ଜା । ସେ ଯେଉଁ ଭଳିଆ ପିଲାଙ୍କ ସହ ମିଶୁଛି ସେମାନଙ୍କ ପାଟିରୁ କେବଳ ଦୁଇ ଅକ୍ଷରିଆ ଭାଷା ବାହାରୁଛି । ମୋର ଆଉ ତା ଉପରେ ଭରସା ନାହିଁ’ ।


ବନ୍ଧୁଗଣ ସୋମ୍ୟଙ୍କ କଥାର ଉତ୍ତର ଦେଇ ସୋନାଲିଙ୍କ ମା ଏହି କଲ୍ ରେ କହୁଛନ୍ତି-‘ତମେ ଆତ୍ମହତ୍ୟା କରିଲେ ସୋନାଲିକୁ କିଛି ଫରକ ପଡିବ ନାହିଁ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *