ମରିବା ପୂର୍ବରୁ ଶେଷ ସମୟରେ କଣ କହୁଥିଲେ Pintu Nanda, ସବୁ କିଛି ଠିକ ହୋଇଯାଇଥିଲା, ହଠାତ ଏମିତି କେମିତି ହେଲା ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ନାହାନ୍ତି ସମସ୍ତଙ୍କର ପ୍ରିୟ କଳାକାର ପିନ୍ଟୁ ନନ୍ଦ ! ତେବେ ସମସ୍ତଙ୍କୁ ଛାଡି ଆର ପାରିକୁ ଚାଲିଯାଇଛନ୍ତି ଲୋକ ପ୍ରିୟ ଅଭିନେତା ପିନ୍ଟୁ ନନ୍ଦ । ତେବେ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥବସ୍ତା ଗତ କିଛି ମାସ ଧରି ଭଲ ନଥିଲା ବୋଲି ସବୁଆଡେ ଚର୍ଚା ହେଉଥିଲା । ତେବେ ପିନ୍ଟୁ ନନ୍ଦଙ୍କର ଲିଭର ସଂପୂର୍ଣ୍ଣ ଡାମେଜ ହୋଇଯାଇ ତାଙ୍କ ସ୍ଵାସ୍ଥବସ୍ତା ଅତି ସଙ୍କଟାପର୍ଣ୍ଣ ମଧ୍ୟ ହୋଇଯାଇଥିଲା ।

ତେବେ ଭୁବନେଶ୍ବରରୁ ଦିଲ୍ଲୀ ଦିଲ୍ଲୀରୁ ହାଇଦ୍ରାବାଦ ଯାଇ ଚିକିତ୍ସିତ ହୋଇ ମଧ୍ୟ ଏବେ ଶୁଣିବାକୁ ମିଳିଛି ଏକ ବହୁତ ବଡ ଦୁଃଖନୀୟ ଖବର ! ତେବେ ଓଡିଆ ଅଭିନେତା ପିନ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଛି । ତେବେ ଗତ କାଲି ରାତିରେ ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥବସ୍ତା ବହୁତ ଗୁରୁତର ହୋଇଯାଇଥିଲା । ତେବେ ଡାକ୍ତର ମଧ୍ୟ ପିନ୍ଟୁଙ୍କୁ ବଞ୍ଚାଇବାକୁ ବହୁତ ଚେଷ୍ଟା କରିଥିଲେ । ତେବେ ଡାକ୍ତର ମାନଙ୍କ ଆପ୍ରାଣ ଉଦ୍ୟମ ସତ୍ବେ ମଧ୍ୟ କିଛି ସଫଳ ହୋଇପାରିନଥିଲା ।

ତେବେ ଶେଷରେ ଆଖି ବୁଝି ଦେଇଥିଲେ ଓଡିଆ କଳାକାର ପିନ୍ଟୁ ନନ୍ଦ ! ତେବେ ଗତ କାଲି ରାତି ୧ ରୁ ୨ ଟା ମଧ୍ୟରେ ପିନ୍ଟୁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ତେବେ ଡାକ୍ତର ମାନେ ପିନ୍ଟୁଙ୍କ ପରିବାର ଲୋକଙ୍କ ନିକଟରେ ଘୋଷଣା କରିଥିଲେ କି ! ପିନ୍ଟୁ ଆଉ ନାହାନ୍ତି । ତେବେ ପିନ୍ଟୁ ମଧ୍ୟ ଚାଲି ଯିବା ପୂର୍ବରୁ ନିଜ ପରିବାର ଲୋକଙ୍କୁ ଦେଖିବାକୁ ବହୁତ ଚେଷ୍ଟା କରିଥିଲେ । ହେଲେ ସେ କଣ ଜାଣିଥିଲେ । ଯେ ଏହି ଆଜିକାର ଦେଖାସାକ୍ଷାତ ତାଙ୍କ ଜୀବନର ସବୁଦିନ ପାଇଁ ଶେଷ ସାକ୍ଷାତ ହୋଇଯିବ ।

ତେବେ ପିନ୍ଟୁ ନନ୍ଦଙ୍କର ଦେହାନ୍ତ ପରେ ଓଡିଆ ସିନେ ଜଗତରେ ଏକ ବହୁତ ବଡ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି । ତେବେ ପିନ୍ଟୁ ନନ୍ଦଙ୍କର ଦେହାନ୍ତରେ ସାରା ଓଡିଶାବାସୀ ଓ ସିନେ କଳାକାର ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ସମସ୍ତଙ୍କ ମୁହଁରେ ଏବେ କେବଳ ଗୋଟିଏ କଥା । ବହୁତ ବଡ ଭଲ କଳାକାରଙ୍କୁ ଆମେ ଆମ ଗହଣରୁ ହରାଇ ବସିଲୁ ।

ତେବେ ପିନ୍ଟୁ ନନ୍ଦଙ୍କ ଅମର ଆତ୍ମାର ସଦଗତି ହେଉ ବୋଲି ଓଡିଶା ବ୍ୟାପୀ ସମସ୍ତଙ୍କର ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ରହୁଛି । ତେବେ ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *