ଗୌରା ଆଉ ମାଉଁସ ଖାଇବନି…ଭୁବନେଶ୍ୱରରୁ ଦିଲ୍ଲୀ, ଦିଲ୍ଲୀରୁ ହାଇଦ୍ରାବାଦ ଗଲା ପରେ କାହିଁକି ହୋଇ ପାରିଲାନି ଲିଭର ଟ୍ରାନ୍ସପ୍ଲାଣ୍ଟ, ଜାଣନ୍ତୁ କାରଣ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଓଡିଶା ସିନେ ଜଗତ ପାଇଁ ଏକ ବହୁତ ବଡ ଦୁଃଖ ଖବର ଆସି ପହଞ୍ଚିଯାଇଛି । ଯେଉଁଠାରେ ଏବେ ଏବେ ଶୁଣିବାକୁ ମିଳିଛି । ଏହା କି ଯେ ଓଡିଶାର ଲୋକପ୍ରିୟ କଳାକାର ପିନ୍ଟୁ ନନ୍ଦଙ୍କର ଦେହାନ୍ତ ଘଟିଯାଇଛି । ତେବେ ହଁ ବନ୍ଧୁଗଣ ଆମ ସମସ୍ତଙ୍କର ଅତି ପ୍ରିୟ କଳାକାର ପିନ୍ଟୁ ଭାଇ ଆଉ ଆମ ଗହଣରେ ନାହାନ୍ତି । ପିନ୍ତୁ ନନ୍ଦଙ୍କ ସେପାରିକୁ ଚାଲିଯାଇଛନ୍ତି । ଯେଉଁଠାରୁ ସେ କେବେ ମଧ୍ୟ ଫେରିକି ଆସି ଆମ ନିକଟକୁ ଆସି ପାରିବେ ନାହିଁ ।

ତେବେ ଏବେ ସବୁଆଡେ ପିନ୍ତୁ ନନ୍ଦଙ୍କ ଦେହାନ୍ତ ପାଇଁ ଶୋକର ଛାୟା ଖେଳିଯାଇଛି । ତେବେ ଏପରି ହଟାତ ଭାବରେ ପିନ୍ତୁଙ୍କ ଦେହାନ୍ତ ଖବର ଶୁଣି ସମସ୍ତଙ୍କ ପଦ ତଳୁ ମାଟି ଖସି ଯାଉଛି । ତେବେ ବିଶ୍ବାସ ନହେଲେ ମଧ୍ୟ ଏହା ହିଁ ହେଉଛି ସତ ! ତେବେ ଆମ ସମସ୍ତଙ୍କର ଗୌରା ଭାଇ ଆଉ ନାହାନ୍ତି । ଓଡିଶାର ଏକ ଲୋକପ୍ରିୟ ଗୀତ ଏ ଗୌରା ଗୀତରେ ଅଭିନୟ କରିଥିବା ଗୌରା ଅର୍ଥାତ ପିନ୍ଟୁ ଭାଇ ସମସ୍ତଙ୍କୁ ଛାଡି ଚାଲିଯାଇଛନ୍ତି ।

ତେବେ ଏହି ଖବର ଶୁଣି ଓଡିଆ ସିନେ ଜଗତର ସମସ୍ତ କଳାକାର ମାନଙ୍କ ପାଇଁ ଏକ ଶକ୍ତ ଝଟକା ଲାଗିଛି । ତେବେ ଗତ କିଛି ମାସ ଧରି ପିନ୍ଟୁ ନନ୍ଦଙ୍କ ଲିଭର ଜନିତ ସମସ୍ଯାରେ ସ୍ଵାସ୍ଥବସ୍ତା ବିଗିଡି ଯାଇଥିଲା । ତେଣୁ ସେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ ,। ତେବେ ଲିଭର ଡୋନର ମିଳିଥିଲେ ପିନ୍ଟୁ ନନ୍ଦଙ୍କର ଲିଭରଟ୍ରାନ୍ସପ୍ଳାଣ୍ଟେସନ ହୋଇଯାଇ ସେ ସୁସ୍ଥ ହୋଇପାରିଥାନ୍ତେ ।

ତେବେ ପିନ୍ଟୁଙ୍କର ଚିକିତ୍ସା ପାଇଁ ଭୁବନେଶ୍ବର ତାପରେ ଦିଲ୍ଲୀ ଓ ଦିଲ୍ଲୀରୁ ହାଇଦ୍ରାବାଦ ଯାଇ ମଧ୍ୟ ପିନ୍ଟୁ ନନ୍ଦଙ୍କର ଲିଭରଟ୍ରାନ୍ସପ୍ଳାଣ୍ଟେସନ ହୋଇପାରିନଥିଲା । ତେବେ ଲିଭରଟ୍ରାନ୍ସପ୍ଳାଣ୍ଟେସନ ପାଇଁ ୨ ଟି ପ୍ରମୁଖ କାରଣ ବାଧକ ସାଜିଥିଲା । ତେବେ ପ୍ରଥମଟି ହେଉଛି ଅର୍ଥ ଓ ଦିତୀୟଟି ହେଉଛି ଲିଭର ଡୋନର ।

ତେବେ ପିନ୍ଟୁଙ୍କୁ ଲିଭର ଡ଼ୋନେଟ କରିବାକୁ ଲିଭର ଡୋନର ନମିଳିପାରିଥିବାରୁ ତାଙ୍କର ସ୍ଵାସ୍ଥବସ୍ତାକୁ ଠିକ କରାଯାଇପାରିନଥିଲା । ତେବେ ଗତ କାଲି ବିଳମ୍ବିତ ତଥା ରାତି ୧ ରୁ ୨ ଟା ମଧ୍ୟରେ ପିନ୍ଟୁ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *