ଆସିଲା Pintu Nanda ଙ୍କ ଶେଷ ଭିଡିଓ ! ଡାକ୍ତର ଖାନା ବେଡରେ ଦେଖନ୍ତୁ କିପରି ପିଣ୍ଟୁ ଙ୍କୁ ବଞ୍ଚେଇବାକୁ ଚେଷ୍ଟା କରୁଛନ୍ତି ଡାକ୍ତର

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆଉ ନାହାନ୍ତି ଅଭିନେତା ପିନ୍ଟୁ ନନ୍ଦ ! ତେବେ ଆମ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ପିନ୍ଟୁ ନନ୍ଦ । ତେବେ ହଁ ବନ୍ଧୁଗଣ ଏବେ ସାରା ଓଡିଶାବ୍ୟାପୀ ଶୋକର ଛାୟା ଖେଳି ଯାଇଛି । ତେବେ ସେହି ଅଭିନେତା ଯିଏ ଦର୍ଶକଙ୍କ ମୁହଁରେ ନିଜର ଅଭିନୟ ପାଇଁ ହସ ଭରି ଦେଉଥିଲା । ସେ ଏବେ ସମସ୍ତଙ୍କ ମନରେ ଶୋକର ଛାୟା ଖେଳାଇ ଦେଇ ଆର ପାରିକୁ ଚାଲିଗଲା ।

ତେବେ ଓଡିଶାର ଲୋକପ୍ରିୟ ଅଭିନେତା ପିନ୍ଟୁ ନନ୍ଦ ଗତ କିଛି ଦିନ ଧରି ଲିଭର ଶିରୋସିସ ସମସ୍ଯାରେ ପୀଡିତ ଥିଲେ । ତେବେ ତାଙ୍କର 2 ଟି ଲିଭର ସଂପୂର୍ଣ୍ଣ ଭାବରେ ଡାମେଜ ହୋଇଯାଇଥିଲା । ତେବେ ତାଙ୍କର ନିହାତି ଭାବରେ ଲିଭର ଟ୍ରାନ୍ସପ୍ଳାଣ୍ଟର ମଧ୍ୟ ଆବଶ୍ୟକତା ରହୁଥିଲା । ତେବେ ଆର୍ଥିକ ଅଭାବ କାରଣରୁ ପିନ୍ଟୁ ନନ୍ଦଙ୍କର ଏପର୍ଯ୍ୟନ୍ତ ଲିଭର ଟ୍ରାନ୍ସପ୍ଳାଣ୍ଟ ମଧ୍ୟ କରାଯାଇ ପାରିନଥିଲା । ତେବେ ସେପରି କହିବାକୁ ଗଲେ ।

ଲିଭର ଦୋନେଟ କରିବା ପାଇଁ ଲିଭର ଡୋନରଙ୍କର ମଧ୍ୟ ସନ୍ଧାନ ମିଳିପାରିନଥିଲା । ତେବେ ଲିଭର ଡୋନରଙ୍କର ଅଭାବ କାରଣରୁ ଏ ପର୍ଯ୍ୟନ୍ତ ଲିଭର ଟ୍ରାନ୍ସପ୍ଳାଣ୍ଟ ପିନ୍ଟୁ ନନ୍ଦଙ୍କର ହୋଇପାରିନଥିଲା । ତେବେ ନିଜ ଜୀବନ ଯୁଦ୍ଧ ସହ ଲଢି ଲଢି ଶେଷରେ ନିଜର ଜୀବନ ହାରି ଦେଲେ ଅଭିନେତା ପିନ୍ଟୁ ନନ୍ଦ ! ତେବେ ଓଡିଆ ସିନେ ଜଗତରେ ପିନ୍ଟୁ ନନ୍ଦଙ୍କର ଦେହାନ୍ତ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି ।

ଯାହାକୁ ଭରଣା କରିବା ଆଗାମୀ ସମୟରେ ହୁଏତ ବହ କଷ୍ଟ ସାଧ୍ୟ ହୋଇପାରେ । ତେବେ ଏହାରି ଭିତରେ କହିବାକୁ ଚାହୁଁଛୁ । ଯେ ନିଜର ନିଖୁଣ ଅଭିନୟ ଦ୍ଵାରା ଯେ ସମସ୍ତ ଓଡିଶାବାସୀ ଦର୍ଶକଙ୍କୁ ହସାଇ, କନ୍ଦାଇ ପାରୁଥିଲା । ସେ କଳାକାର ଆଜି ସବୁରି ଦର୍ଶକଙ୍କ ଆଖିରେ ଲୁହ ଓ ମନରେ ମାନେ କୋହ ଭରି ଦେଇ ସମସ୍ତଙ୍କୁ ଛାଡି ଚାଲିଗଲା ।

ତେବେ ଲୋକପ୍ରିୟ ଓଡିଆ ଅଭିନେତା ପିନ୍ଟୁ ନନ୍ଦଙ୍କର ଅମର ଆତ୍ମାର ସଦଗତି ନିମତେ ଆମେ କାମନା କରୁଛୁ । ତାଙ୍କର ଆତ୍ମା ସବୁବେଳେ ଅମର ରହୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋସ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *