ମରିବା ପୂର୍ବରୁ ରେକର୍ଡ଼ କଲେ ନିଜ ମୃତ୍ୟୁ ର ଭିଡିଓ, ଦେଖନ୍ତୁ ଏହି Video

ବନ୍ଧୁଗଣ ମୃ-ତ୍ୟୁ ଗୋଟେ ଏମିତି ଶବ୍ଦ ଯାହାକୁ କେହି କେବେ ଟା-ଳି ପାରି ନାହାନ୍ତି । ଏହି ସଂସାରରେ ଯେତେ ବି ପ୍ରା-ଣ ଜନ୍ମ ନେଇଛନ୍ତି ସେମାନଙ୍କ ମୃ-ତ୍ୟୁ ନିଶ୍ଚିନ୍ତ । ହେଲେ ଯେତେବେଳେ ଗୋଟେ ମଣିଷ ନିଜ ମୃ-ତ୍ୟୁ ବିଷୟରେ ଜାଣିପାରିବ ସେତେବେଳେ ଏହା ଠାରୁ ଭ-ୟା-ନ-କ ଭ-ୟ ଆଉ କିଛି ବି ନୁହେଁ । ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଘ-ଟ-ଣା ବିଷୟରେ କହିବାକୁ ଯାଉଛୁ ଯେଉଁଥିରେ ଲୋକମାନେ ନିଜ ମୃ-ତ୍ୟୁ ବିଷୟରେ ଜାଣି ପାରିଲେ ଓ ନିଜ ଘର ଲୋକଙ୍କ ପାଇଁ ଶେଷ ଥର ପାଇଁ କିଛି ଭିଡିଓ ରେକର୍ଡ କରିଲେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯଦି ସ୍କୁବା ଡାଇଭିଙ୍ଗ ବିଷୟରେ କୁହାଯାଏ ତା ହେଲେ ପ୍ରତ୍ୟକ ସ୍କୁବା ଡ୍ରାଇଭର ପ୍ରତିଦିନ ସମୁଦ୍ର ଗଭୀରତାକୁ ଯାଇ ସନ୍ଧାନ କରନ୍ତି । ଦେଖିବାକୁ ଗଲେ ସ୍କୁବା ଡାଇଭିଙ୍ଗ ବହୁତ ଭଲ ଲାଗେ । ହେଲେ ସମୁଦ୍ରର ଗଭୀରତାକୁ ଯିବା କୌଣସି ବିପଦ ଠାରୁ କମ ନୁହେଁ । ୨୦୧୬ରେ ସ୍କୁବା ଡ୍ରାଇଭର ମାନଙ୍କର ଏକ ଗ୍ରୁପ ଅଷ୍ଟ୍ରେଲିଆର ସମୁଦ୍ର କୂଳରୁ ବହୁତ କିଲୋମିଟର ଦୂରରେ ୱିନ୍ସ ଲ୍ୟାଣ୍ଡ କୋଷ୍ଟ ଠାରେ ଗୋଟେ ବୁ-ଡି ଯାଇଥିବା ଜାହାଜକୁ ଏକ୍ସପ୍ଲୋର କରୁଥିଲେ ।

ହେଲେ ଏମାନେ ଯେତେବେଳେ ପାଣି ଭିତରୁ ବାହାରକୁ ଆସୁଥିଲେ ସେତେବେଳେ ଏକ ବଡ ଲହରୀ ଏକ ସ୍କୁବା ଡ୍ରାଇଭରଙ୍କୁ ଟା-ଣି ନେଇଗଲା । ସେହି ସ୍କୁବା ଡ୍ରାଇଭର ଜଣକ ଜାରି ପାରିଲେ ଯେ, ଏହା ହେଉଛି ତାଙ୍କ ଶେ-ଷ ସମୟ । ଶେଷ ଥର ପାଇଁ ସେ ନିଜର ଏକ ଭିଡିଓ କରୁଥିଲେ ସେହି ସମୟରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ଖୋଜି ଦେଇଥିଲେ ଯାହା ଫଳରେ ସେ ବଞ୍ଚି ପାରିଲେ ।

୨. ବନ୍ଧୁଗଣ ଅନେକ ଲୋକଙ୍କୁ ବାଇକ ରାଇଡିଂ କରିବାକୁ ଭଲ ଲାଗେ । ଆମେ ଆପଣ ମାନଙ୍କୁ କେବିନ ଡାଇପେନବ୍ରକ ନାମକ ଏକ ଆମେରିକୀୟ ବାଇକ ରାଇଡ଼ରଙ୍କ ବିଷୟରେ କହିବାକୁ ଯାଉଛୁ । ଗୋଟେ ଦିନ କେବିନ ନିଜ ବାଇକ ନେଇ ଏକ ପାହାଡିଆ ରାସ୍ତାରେ ରାଇଡିଂ ପାଇଁ ଯାଇଥିଲେ । ହେଲେ ପାହାଡରେ ଯାଉଥିବା ବେଳେ ତାଙ୍କ ବାଇକର ଟାୟାର ଫାଟି ଯାଇଥିଲା ଓ ଏକ ବଡ ଦୁ-ର୍ଘ-ଟ-ଣା ହେତୁ ସେ ପାହାଡ ତଳେ ପଡି ଯାଇଥିଲେ ।

କେବିନ ଭାବିଦେଲେ ଏହା ହେଉଛି ତାଙ୍କର ଶେଷ ସମୟ ସେଥିପାଇଁ ସେ ତାଙ୍କ ପରିବାର ପାଇଁ ଏକ ଭିଡିଓ କରିଦେଲେ । କେବିନ ଶେଷ ସମୟରେ ମଧ୍ୟ ଚିତ୍କାର କରି ସହାୟତା ମାଗିଥିଲେ ଶୋଭାଗ୍ୟ ବଶତଃ ସେହି ସ୍ଥାନରୁ ଜଣେ ଲୋକ ତାଙ୍କୁ ଦେଖି ବଞ୍ଚାଇ ଥିଲେ ।

୩. ଏପ୍ରିଲ ୨୦୦୮ରେ ସାଉଥୱେଷ୍ଟ ଫ୍ଲାଇଟ ନିଉୱାର୍କ ଠାରୁ ଡେଲସ ଯାଉଥିଲା । ଯେତେବେଳେ ଏହି ପ୍ଳେନ ଟେକଅଫ କରିଲା ତ ଆକାଶରେ ଉଡିବାର ଠିକ ୨୦ ମିନିଟ ପରେ ପ୍ଳେନର ଲେଫ୍ଟ ଇଞ୍ଜିନ ଖରାପ ହେଇଗଲା । ଯାହା ଫଳରେ ପ୍ଳେନରେ ନିଆଁ ଲାଗିଗଲା । ସେହି ପ୍ଳେନରେ ମାର୍ଟି ମାରଟ୍ଣେସ ଥିଲା ।

ପ୍ଳେନରେ ବସିଥିବା ସମସ୍ତ ଯାତ୍ରୀ ଜାଣି ଯାଇଥିଲେ ଯେ ଏହା ହେଉଛି ତାଙ୍କ ଶେଷ ସମୟ । ସେଥିପାଇଁ ମାର୍ଟି ମଧ୍ୟ ଫୋନରେ ତାଙ୍କ ପରିବାର ପାଇଁ ଏକ ଶେଷ ଭିଡିଓ କରିଥିଲେ । ହେଲେ ସେହି ପ୍ଳେନର ପାଇଲଟ ନିଜ ଦକ୍ଷତା ବଳରେ ପ୍ଳେନକୁ ନେଇ ପାଖରେ ଥିବା ଏକ ଏୟାରପୋର୍ଟରେ ଲ୍ୟାଣ୍ଡ କରେଇ ଦେଲେ ।

Leave a Reply

Your email address will not be published. Required fields are marked *