‘ତୁ ଜାଣିନୁ ମୁଁ କଣ କରି ପାରିବି, ଗୋଟେ କମ୍ପ୍ଲେନରେ ତୋ ଚାକିରୀ ଯିବ’ OLA ଡ୍ରାଇଭରଙ୍କୁ ଏମିତି କାହିଁକି କହିଲେ ଏହି ଯୁବତୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆଜିର ଯୁଗ ରେ ମହିଳା ମାନେ ଦୁର୍ବଳ ନୁହଁନ୍ତି ସେମାନେ ନିଜର ସୁରକ୍ଷା ନିଜେ କରି ପାରୁଛନ୍ତି ଏବଂ ନିଜ କର୍ମ ଏବଂ ପରିଶ୍ରମ ରେ ସଫଳତା ମଧ୍ୟ ହାସଲ କରୁଛନ୍ତି । ତେବେ କିଛି ପୁରୁଷ ଙ୍କ ପାଇଁ ସେମାନେ ଏବେ ବି ଦବି କି ରହୁଛନ୍ତି ଏବଂ ଅନେକ ଅ-ତ୍ୟା-ଚା-ର ମଧ୍ୟ ସ-ହୁ-ଛ-ନ୍ତି । ତେବେ ମହିଳା ମାନଙ୍କ ସୁରକ୍ଷା ପାଇଁ ସରକାର ନାରୀ ସପକ୍ଷରେ ଅନେକ ଆ-ଇ-ନ ନିୟମ ମଧ୍ୟ ବନା ଯାଇଛି ।

ଯାହାର ସୁବିଧା ରେ ମହିଳା ମାନେ ନିଜକୁ ସୁରକ୍ଷିତ କରି ପାରିବେ ଏବଂ ଅ-ତ୍ୟା-ଚା-ର ହେବାରୁ ମଧ୍ୟ ବଂ-ଚି ପାରିବେ । ତେବେ ଏ ଦୁନିଆ ରେ ସବୁ ଝିଅ ଭଲ ଏବଂ ସବୁ ପୁଅ ଭୁଲ ନଥାନ୍ତି । କିଛି ମହିଳା ଏମିତି ବି ଅଛନ୍ତି ଯେଉଁମାନେ ସରକାରଙ୍କ ଦ୍ଵାରା ବନା ଯାଇଥିବା ଏହି ନିୟମ ଗୁଡିକ ର ଭୁଲ ଫାଇଦା କିମ୍ବା ଦୁ-ର-ପ-ଯୋଗ କରିଥାନ୍ତି । ତେବେ ଏଭଳି ଘ-ଟ-ଣା ଆମେ ଅନେକ ଦେଖିଥିବେ କିନ୍ତୁ ବର୍ତ୍ତମାନ ସେହି ଭଳି ଏକ ଘ-ଟ-ଣା ସାମ୍ନା କୁ ଆସିଛି ତେବେ ଆସନ୍ତୁ ସେହି ଘ-ଟ-ଣା ସମ୍ପର୍କରେ ଆଲୋଚନା କରି ନେବା ।

ତେବେ ଘ-ଟ-ଣା ଟି କିଛି ଏପରି କି ଜଣେ ଯୁବତୀ ଓଲା ବୁକ କରିଥିଲେ ଏବଂ ନିଜର ଲୋକେଶନ ଅନୁସାରେ ଡ୍ରାଇଭର ତାଙ୍କୁ ସେଇଠାରେ ଛାଡି ଦେଇଥିଲା କିନ୍ତୁ ଯୁବତୀ ଜଣଙ୍କ ଆଗକୁ ଛାଡି ଦେବା ପାଇଁ ଜିଦି କରିଥିଲେ ତେବେ ଡ୍ରାଇଭର ଏମିତି କରି ପାରିବେନି ବୋଲି ବୁଝାଇ ଥିଲେ ଏହା ତାଙ୍କ କମ୍ପାନୀ ବିରୁଦ୍ଧରେ ହୋଇଯିବ ଏବଂ ତାଙ୍କ ଚାକିରୀ ମଧ୍ୟ ଯାଇପାରେ ବୋଲି ମଧ୍ୟ କହିଥିଲେ ।

ତେବେ ଯୁବତୀ ଜଣଙ୍କ ଓଲଟା ସେହି ଡ୍ରାଇଭର କୁ ଧ-ମ-କେ-ଇ ଥିଲେ ଏବଂ ତାଙ୍କର ଭିଡିଓ କରି ତାଙ୍କ ନାମ ରେ ଅ-ଭି-ଯୋ-ଗ କରି ବ-ଦ-ନା-ମ କରିବେ ବୋଲି ମଧ୍ୟ କହିଥିଲେ । ତେବେ ଡ୍ରାଇଭର ଜଣଙ୍କ ନିଜ ବୁଦ୍ଧି ଖଟାଇ ନିଜର ଫୋନ କ୍ୟାମେରା ଆଗରୁ ହିଁ ଅନ କରିଦେଇଥିଲେ ଯେଉଁଥିରେ ସବୁ ସତ ଘଟଣା ଟି ରେକର୍ଡ ହୋଇ ଯାଇଥିଲା ଏବଂ ଯେତେବେଳେ ଏହି କଥା ସେହି ଯୁବତୀ ଙ୍କୁ ଜଣା ପଡିଥିଲା ସେତେବେଳେ ସେ କିଛି ନ କହି ଚୁପଚାପ ଗାଡିରୁ ପଳାଇଥିଲେ ।

ତେବେ ଏହି ଘଟଣା ପରେ ଆପଣ ନିଶ୍ଚିତ ଭାବରେ ସାଵଧନ ରୁହନ୍ତୁ ସେ ଝିଅ ହୁଅନ୍ତୁ କିମ୍ବା ପୁଅ ଏଭଳି କିଛି ପରିସ୍ଥିତି ରେ ନିଜର ଲୋକେଶନ ଏବଂ କ୍ୟାମେରା ନିଶ୍ଚିତ ଅନ କରି ଦିଅନ୍ତୁ ଯାହା ଆପଣଙ୍କ ସୁରକ୍ଷା କରିବାରେ ସାହାଯ୍ୟ କରିବ । ତେବେ ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କଣ ଆମକୁ ନିଶ୍ଚିତ କମେନ୍ଟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *