‘ମୋ ଓଡ଼ିଶାରେ ହିରୋଇନ ଥିଲି, ଫିଲ୍ମ କରୁଥିଲି, ହେଲେ ସେ ମୋ ସହ ଯାହା କଲେ ନା…ମୁଁ ପୁରା ବର୍ବାଦ ହେଇଗଲି…’ ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଏମିତି ସବୁ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମାଜ ତାହାକୁ ଗ୍ରହଣ କରି ନଥାଏ । ଆଉ ଏବେ ଅନେକ ସମୟରେ ପ୍ରେମ କୁ ନେଇ ବିଭିନ୍ନ ଘଟଣା ସବୁ ନଜରକୁ ଆସୁଛି । ଆଉ ଏବେ ଜଣେ ମହିଳା ଏମିତି କିଛି କହିଛନ୍ତି ଯାହା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏକ ଭିଡିଓ ରେ ଜଣେ ମହିଳା ଏମିତି କିଛି କହି ଥିବାର ଦେଖିବାକୁ ମିଳିଛି । ଏବେ ଏହି ଭିଡ଼ିଓ ଜଣଙ୍କ ଏମିତି କିଛି ବୟାନ ଦେଲେ ଜଣେ ଯୁବକ ନାଁ ରେ ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ । ଏହିଠାରେ ପୁଣି ଥରେ ପ୍ରେମ କୁ ନେଇ ଏକ ଭିଡ଼ିଓ ଏବେ ଚର୍ଚ୍ଚା କୁ ଆସିଛି । ବିଭିନ୍ନ ସମୟରେ ଏହିପରି କିଛି ଭିଡ଼ିଓ ସବୁ ନଜରକୁ ଆସିଥାଏ ଯେଉଁଠି ପ୍ରେମ କୁ ନେଇ କିଛି ନା କିଛି ଘଟଣା ସାମ୍ନା କୁ ଆସିଥାଏ ।

ପ୍ରେମ କରିବା ପରେ କେଉଁଠି ପ୍ରେମିକା ର ପ୍ରତାରଣା ସହ୍ୟ କରି ନ ପାରି ପ୍ରେମିକ ନିଜ ଜୀବନ କୁ ବାଜି ଲଗେଇ ଦେଇଥାଏ । ତେବେ ବେଳେ ବେଳେ ପ୍ରେମ ସମ୍ପର୍କ କୁ ନେଇ ବିବାହିତ ଯୁବକ ନିଜ ସ୍ତ୍ରୀ ରାହଥିଲେ ଅନ୍ୟ ଯୁବତୀ ସହିତ ସମ୍ପର୍କ ରଖିଥାଏ ଶେଷରେ ସେହି ଯୁବତୀ କୁ ମିଛ ପ୍ରତିଶ୍ରୁତି ଦେଇ ଧୋକା ଦେଇଥାଏ ଯାହାର ପରବର୍ତ୍ତୀ ସମୟରେ ବିଭିନ୍ନ ଭିଡ଼ିଓ ସବୁ ଭାଇରଲ ହୋଇଥାଏ ।

ଆଉ ଏବେ ସେହିପରି ଜଣେ ଯୁବକ ଏମିତି କିଛି କରି ଦେଇଛନ୍ତି ଯାହା କୁ ନେଇ ଏବେ ମହିଳା ଜଣଙ୍କ ବୟାନ ଦେଲେ । ତେବେ ଭିଡିଓ ରେ ମହିଳା ନିଜ ସ୍ଵାମୀଙ୍କ ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ତେବେ ସେ କହିଛନ୍ତି କି ସେ କଲିକତା ରେ ବାସିନ୍ଦା ଓଡିଶା କୁ ସିନେମା କରିବା ପାଇଁ ଆସିଥିଲେ ।

ତେବେ ସେ ବିବାହ କରି ବହୁତ ଖୁସିରେ ଥିଲେ । ତେବେ ବର୍ତ୍ତମାନ ସେ ଆଠ ମାସର ଗର୍ଭବତୀ ମଧ୍ୟ ଅଛନ୍ତି । ତେବେ ବର୍ତ୍ତମାନ ତାଙ୍କ ସ୍ୱାମୀ ତାଙ୍କୁ ଛାଡି ଦେଇଛନ୍ତି ତାଙ୍କ କଥା ବୁଝୁ ନାହାନ୍ତି । ଲୋକ ମାନଙ୍କ ଦ୍ୱାରା ତାଙ୍କୁ ଟର୍ଚ୍ଚର କରୁଛନ୍ତି । ତେବେ ସେ ଏହା ମଧ୍ୟ କହିଛନ୍ତି କି ସେ ଯେତେବେଳେ ବିବାହ କରିଥିଲେ ସେ ଜାଣି ନଥିଲେ କି ତାଙ୍କ ସ୍ୱାମୀ ପୂର୍ବରୁ ବିବାହିତ ଅଛନ୍ତି ।

ତେବେ ଗୋଟିଏ ବର୍ଷ ୩୬୫ ଦିନ ପର୍ଯ୍ୟନ୍ତ ସବୁ ଭଲରେ ଥିଲା ତାଙ୍କ ସ୍ତ୍ରୀ କିଛି ଅଭିଯୋଗ କରି ନଥିଲେ କିନ୍ତୁ ବର୍ତ୍ତମାନ ହଠାତ ସେ ଆନ୍ଦୋଳନ କରୁଛନ୍ତି । ତେବେ ପୋଲିସ ମଧ୍ୟ କିଛି କଥା ଶୁଣୁ ନାହିଁ ଏହି ଅବସ୍ଥାରେ ମୁଁ କେଉଁ ଆଡେ ଠିକ ସେ ଯାଇ ମଧ୍ୟ ପାରୁ ନାହିଁ । ତେବେ ମୋତେ ନ୍ୟାୟ ଦେବା ପାଇଁ ମୁଁ ଅନୁରୋଧ କରୁଛି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *